ଆପଣ ମାନେ ଜାଣିଥିବେ ସକାଳୁ ରୁ ଉଠିବା ଠୁ ଶୋଇବା ପର୍ଯ୍ୟନ୍ତ ପିଲା ମାନେ ନଟିଆ କୁ ଦେଖିବାକୁ । ଏହି ନଟିଆ କାର୍ଟୁନ କୁ ଛୋଟ ପିଲା ମାନେ ସବୁବେଳେ ଦେଖିବାକୁ ଭଲ ପାଆନ୍ତି । ହେଲେ ଆପଣ ମାନେ ଜାଣନ୍ତି କି ନଟିଆ ଭଏସ ତା କାହାର । କିଏ ନଟିଆ ଭଏସ କରି ପିଲା ମାନଂକୁ ଖୁସି କରାଉଛନ୍ତି । ତେବେ ନଟିଆ ଭଏସ କୁ ରେକର୍ଡ କରନ୍ତି ସ୍ମୁତି । ତାଙ୍କ ରି ଏ ଭଏସ ପାଇଁ ଛୋଟ ଛୋଟ ପିଲା ମାନେ ପାଗଳ ।
ସ୍ମୁତି ଜଣେ ଇଞ୍ଜିନିଅର ଆଉ ତାଙ୍କ ର ନଟିଆ ଭଏସ ରେ ସେ ନଟିଆ ନାଁ ରେ ପରିଚିତ୍ ଅଟନ୍ତି । ଆଜି ସେଇ ସ୍ମୁତି ଯିଏ ନଟିଆ ଭଏସ ରେ କଥା ହେଉଛନ୍ତି ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ । ସ୍ମୁତି ତାଙ୍କ ସଫଳତା ପାଇଁ ସେ ସମ୍ପୁର୍ଣ୍ଣ ରୂପେ ଧନ୍ୟଵାଦ ଭଗବାନ ଙ୍କୁ ଦେଇଛନ୍ତି । ପ୍ରଥମେ ସେ ଅଭିନୟ କରନ୍ତି ଓ ସେ IT ଜବ ବି କରୁଥିଲେ । ତାପରେ ସେ ନଟିଆ ର ଭଏସ ଦେଇଥିଲେ ।
ସେଇଠୁ ହିଁ ସେ ସ୍ମୁତି ରୁ ନଟିଆ ବନି ଯାଇଥିଲେ ଆଉ ଏଇଠି ପାଇଁ ତାଙ୍କ ଗାଁ ସ୍ମୁତି ବଦଳ ରେ ତାଙ୍କୁ ସମସ୍ତେ ନଟିଆ ଡାକୁଛନ୍ତି । ସ୍ମୁତି ଜଣେ ବିବାହିତା ତାଙ୍କ ର ଗୋଟିଏ ପୁଅ ବି ଅଛି । ତାଙ୍କ ପୁଅ ମଧ୍ୟ ନଟିଆ ଦେଖିବାକୁ ଭଲ ପାଆନ୍ତି । ସ୍ମୁତି ଙ୍କ ର ବି ସ୍ବପ୍ନ୍ ଥିଲା କି ସେ ବି କେବେ ଟିଭି ପରଦା ରେ ଦେଖା ଯିବେ କିମ୍ବା ଜଣେ ସେଲିବ୍ରିଟି ହେବେ ଯାହା ପାଇଁ କି ସେ ସଙ୍ଗର୍ସ୍ କରିଛନ୍ତି ।
ନଟିଆ କରିବା ପୂର୍ବ ରୁ ସେ ଅଭିନୟ ବି ସିଖିଥିଲେ ସେ ବହୁତ ଗୁଡିଏ ନାଟକ ବି କରିଛନ୍ତି । ସ୍ବର୍ଗତ ରାଜୁ ମିଶ୍ର ଙ୍କ ଡିରେକ୍ସନ୍ ଦ୍ବାରା ନଟିଆ ପୂର୍ବ ରୁ ଗୋଟିଏ ସିନେମା କରିଛନ୍ତି ସେଇଠି ରେ ତାଙ୍କ ର ଛୋଟ କ୍ୟାରକ୍ଟର୍ ଥିଲା କିନ୍ତୁ ସେହି ଅଭିନୟ ରେ ମଧ୍ୟ ସେ ବହୁତ ଖୁସି ହୋଇ ଥିଲେ । ଏବେ ମଧ୍ୟ ସେ ଗୋଟିଏ ବା ଦୁଇଟା ସିନେମା କରିଛନ୍ତି ତାହା ରିଲିଜ ହେଲା ପରେ ଦେଖି ପାରିବେ ।
ତାଙ୍କ ଅଫିସ ରେ ମଧ୍ୟ ଗୋଟିଏ କାର୍ଟୁନ ଚଲୁଛି ଯାହା ପାଇଁ କି ସେ ସେଇଠି ମଧ୍ୟ ଭଏସ ଦିଅନ୍ତି । ଏହି ରିସେଣ୍ଟିଲ୍ ଏକ ଜଇ ସାର ଙ୍କ ସହ କିଛି ସହ କିଛି ମଧ୍ୟ ଗୋଟିଏ ଗୀତ କରିଛନ୍ତି । ସେ ନିଜେ ବି ନଟିଆ ଭଏସ ରେ ଏକ ଗୀତ ଗାଇ ସମସ୍ତ ଙ୍କୁ ସୁଣେଇଛନ୍ତି ଯାହା ସମସ୍ତ ଙ୍କୁ ବହୁତ ଭଲ ଲାଗିଛି ଆଉ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ଅଧିକ ମାତ୍ରା ରେ ଭାଇରାଲ ହେଉଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।