Breaking News

ଓଡିଶାର ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ବେବିନା (Bebina Panda) ଙ୍କ ଭଉଣୀ ରୀନା (Rina panda) କହିଲେ ଆମ ବାପାଙ୍କର ଇଚ୍ଛା ଥିଲା ଆମେ ଗୋଟିଏ ପାର୍ଟିରେ କାମ କରୁ ଯାହା ଆଜି ସତ ହୋଇଛି – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ମାନଙ୍କ ର ସମସ୍ତ ଙ୍କ ମନୋରଞ୍ଜନ ପାଇଁ ସିନେମା ସିରିଏଲ ଯାତ୍ରା ଆଲବମ୍ ଭଜନ ଅଛି ଯାହା କୁ ଦେଖି ଆମର ମନୋରଞ୍ଜନ ହେଇ ଥାଏ । ଏ ସବୁ ଥିରେ ଅଭିନୟ କରିବା ପାଇଁ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ସିନେମା କୁ ଯେତେ ଲୋକ ମାନେ ଦେଖି ବାକୁ ଭଲ ପାଆନ୍ତି ସେତିକି ଯାତ୍ରା ମଧ୍ୟ ଦେଖିବାକୁ ଲୋକ ମାନେ ବହୁତ ଭଲ ପାଆନ୍ତି ।

 

ଆଜି ଆମେ ଆପଣ ମାନଂକୁ ଯାତ୍ରା ର ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ପାଅନ୍ତି । ଆଜି ଆମେ ଆପଣ ମାନଂକୁ ଏମିତି ଯାତ୍ରା କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ତାହେଲେ ଆଜି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ବନ୍ଧୁଗଣ ଆପଣ ମାନେ ଯାତ୍ରା ଦୁନିଆ ର ଅଭିନେତ୍ରୀ ରୀନା ପଣ୍ଡା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଏବେ ସେ ଏକ ନାଟକ ରେ ଅଭିନୟ କରୁଛନ୍ତି ଯେଉଁ ଥିରେ ସେ ଅନ୍ଧୁଣି ରୋଲ ରେ ଅଛନ୍ତି । ବେବିନା ପଣ୍ଡା ଓ ରୀନା ପଣ୍ଡା ଦୁଇ ଭଉଣୀ ହେଲେ ସେ ଏହି ନାଟକ ରେ ଦୁଇ ସାଙ୍ଗ ଭାବରେ ଅଭିନୟ କରିଛନ୍ତି ।

ଏହି ନାଟକ ରେ ଏହା ଦେଇଛି କି ବି ଏଇଠି କାହାର ନୁହଁ ଏଠି ସମସ୍ତେ କଳାକାର ଆଉ ନିଜେ ନିଜ ପାଇଁ ବଂଚିବା ଦରକାର । ଆଉ ଏହି ସମାଜ ପାଇଁ କହିଛନ୍ତି କି ନିଜ ପାଇଁ ରୋଜଗାର କର ଓ ନିଜେ ଖାଅ । କାହା ଉପରେ ଡିପେଣ୍ଟ୍ କର ନାହିଁ । ରୀନା ପଣ୍ଡା କହିଛନ୍ତି କି ସେ ସବୁବେଳେ ହିରୋଇନ ହେଇ ଅଭିନୟ କରିବା ପାଇଁ ଆଉ ଯେବେ ସେ ଆଉ ହିରୋଇନ ରୋଲ କରି ପାରିବେ ନାହିଁ ବୟସ ହେଲା ପରେ ସେତେବେଳେ ସେ ନିଜ କୁ ଦୁରେଇ ଦେବେ ନାଟକ ଠାରୁ ।

ସେ ହିରୋଇନ କୁ ଛାଡିଦେଲେ ଆଉ କୌଣସି ରୋଲ କରିବେ ନାହିଁ । ସେ ତାଙ୍କ ଲୋକ୍ସ୍ ପାଇଁ ବହୁତ କିଛି କରନ୍ତି । ସେ କେବେ ବାହାର ଜିନିଷ ଖାଅନ୍ତି ନାହିଁ ସେ ସବୁବେଳେ ଗାଜର , କାକୁଡି ଟୋମଟ୍ , କଞ୍ଚା ଲଙ୍କା ଖାଅନ୍ତି ଆଉ ସବୁବେଳେ ଏକ୍ସରସାଇଜ୍ କରନ୍ତି । ସେ କେବେ ବି ତେଲ ଜିନିଷ ବହୁତ ଖାଅନ୍ତି ନାହିଁ । ସେ ରୁଟି ଖାଅନ୍ତି ଆଉ ପଖାଳ କୁ ବେଶୀ ଭଲ ପାଆନ୍ତି ଆଉ ଖାଅନ୍ତି ମଧ୍ୟ ଆଉ ତାହା ସହ ନିଜକୁ ବହୁତ ଅଜଷ୍ଟ କରିଛନ୍ତି ।

ସେ 12 ବର୍ଷ ରୁ ହିରୋଇନ ରୋଲ ରେ ଅଭିନୟ କରୁଛନ୍ତି । ରୀନା ପଣ୍ଡା ତାଙ୍କ ଭଉଣୀ ବେବିନା ପଣ୍ଡା ଙ୍କୁ ବହୁତ ଭଲ ପାଉଛନ୍ତି । ସେ ବି ସବୁବେଳେ ଦୁଇ ଭଉଣୀ ନୁହେଁ ଦୁଇ ସାଙ୍ଗ ଭଳି ରହୁଛନ୍ତି ଆଉ ରୀନା ସବୁବେଳେ ଭାବନ୍ତି କି ଭଗବାନ ଙ୍କ କୃପା ଓ ଆର୍ସିବାଦ୍ ରେ ତାଙ୍କ ଭଉଣୀ ବେବିନା ପଣ୍ଡା ବି ସଫଳତା ପାଆନ୍ତୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *