Breaking News

ଓଡିଶାର ଚର୍ଚ୍ଚିତ ଯୋଡି ରୂପା ପିଣ୍ଟୁ (Rupa Pintu) ଜନ୍ମଦିନର କେକ କାଟୁଥିବା ସମୟରେ ଏମିତି ଘଟିଲା – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ରୁପା ଓ ପିଣ୍ଟୁ ଙ୍କ ର ଭିଡିଓ କୁ ପ୍ରାୟ ସବୁ ଦେଖି ଆସିଥିବେ । ରୁପା ଓ ପିଣ୍ଟୁ ଙ୍କ ବିଷୟ ରେ ବହୁତ କିଛି ଆପାନମାନେ ଜାଣିଥିବେ ଓ ସେ ସାରା ଓଡିଶା ସୁପରିଚିତ ହେବା ସହ ବହୁତ୍ ଲୋକପ୍ରିୟତା ହାସଲ ମଧ୍ୟ କରି ସାରିଛନ୍ତି ଆଉ ତାଙ୍କୁ ଘରେ ଘରେ ସମସ୍ତେ ଜାଣିଛନ୍ତି ମଧ୍ୟ । ରୁପା ଓ ପିଣ୍ଟୁ ଓଡିଶା ସୁପରିଚିତ ହେବା ସହ ବହୁତ୍ ଲୋକପ୍ରିୟତା ର ସଫଳତା ମଧ୍ୟ ପାଇ ପାରିଛନ୍ତି ।

ସେମାନେ ହେଉଛନ୍ତି ସମସ୍ତ ଦର୍ଶକ ମାନଙ୍କ ର ପ୍ରିୟ ହୋଇଛନ୍ତି । ଆଉ ସୁପରହିଟ ଏହି ଯୋଡି ହେଉଛନ୍ତି ରୂପା ଏବଂ ପିଣ୍ଟୁ ଏହି କଥା ଛୋଟ ରୁ ବଡ଼ ଯାଏ ସମସ୍ତ ଙ୍କୁ ଜାଣିଛନ୍ତି । ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ରୁପା ଓ ପିଣ୍ଟୁ ଙ୍କ ବ୍ଲଗ୍ ର ଏକ ଚ୍ୟାନେଲ ତେବେ ଏହି ନାଁ ଟି ଏବେ ବହୁତ ଚର୍ଚ୍ଚା ରେ ରହି ଆସୁଅଛି ।

ଆଜି ରୁପା ଓ ପିଣ୍ଟୁ ଯାଉଛନ୍ତି ଅନିଲ ଭାଇଙ୍କ ଘର କୁ । ତାଙ୍କର ହେଉଛି ଆଜି ଜନ୍ମଦିନ ବୋଲି ସେ ବାହାରିଛନ୍ତି । ଚାଲନ୍ତୁ ଏବେ ସେମାନେ ଅନିଲ ଭାଇଙ୍କୁ ନେଇ କି ଗଲେ ଓ ତାଙ୍କ ଘରେ ବଡେ ସେଲିବ୍ରେଶନ କରିଲେ ଓ ତା ସହିତ ସ୍ପେସିଆଲ ଗିଫ୍ଟ କୁ ସମସ୍ତ ଙ୍କୁ ସେୟାର୍ କରି ଛନ୍ତି । ସେମାନେ ପହଂଚି ଅନିଲ ଭାଇଙ୍କ ଘରେ ବଡେ ସ୍ରେଲିବେଶନ୍ କରିଥିଲେ ।

ସେ ଥାରେ ସମସ୍ତେ ଏକାଠି ହୋ ବହୁତ ମଜ୍ଜା ମସ୍ତି କରିଥିଲେ । ପିଣ୍ଟୁ ସମସ୍ତ ଙ୍କ ସହ ବହୁତ ମସ୍ତି କରି ଛନ୍ତି । ପିଣ୍ଟୁ ଏକ ଗୀତ ଗାଇଲେ ଯେଉଁ ଥିରେ ସମସ୍ତେ ମ ଜି ଗଲେ ଆଉ ଗୀତ ଟି ଏତେ ସୁନ୍ଦର ହୋଇ ଥିଲା ଯାହା କେହି ବି କଳ୍ପନା କରି ପାରି ନଥିବେ । ପିଣ୍ଟୁ ଗାଇ ଥିବା ର ଗୀତ ନାଁ ହେଉଛି ମେଘରେ ମେଘ ଏହି ଗୀତ ଟି ଗାଇ ଥିଲେ ଯାହା ସୁପର ଡୁପର୍ ହିଟ ହୋଇ ଛି ଏତେ ସୁନ୍ଦର ଗୀତ ଗାଇଲେ ଯାହା କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ ।

କେବଳ ପିଣ୍ଟୁ ନୁହଁ ତାଙ୍କ ସହ ତାଙ୍କ ପରିବାର ର ସମସ୍ତେ ଗୀତ ଗାଇ ଛନ୍ତି ଖାସ କରି ତାଙ୍କ ଜେଜେ ମା । ସେ ତାଙ୍କ ଜମାନା ର ଏକ ଭଜନ୍ ଗୀତ ଗାଇ ଥିଲେ ଯାହା ବହୁତ ସୁନ୍ଦର ହେଇଚି ଆଉ ଏହି ସବୁ ଗୀତ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି ଯାହା କି ତାଙ୍କ ର ସବୁ ଫାନ୍ ମାନେ ପସନ୍ଦ ମଧ୍ୟ କରି ଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *