Breaking News

ଓଡିଶାର ଟୁଇନ ସିଷ୍ଟର ଚିଙ୍କି ଲିଙ୍କି (Chinkey Linkey) ପାଠ ସହିତ ସାଠରେ ବି ଏକ ନମ୍ବର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡ଼ିଶା ର ଚିଙ୍କି ଲୀଙ୍କି ଙ୍କ ବିଷୟରେ ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ , ଚୀଙ୍କି ଲିଙ୍କୀ ହେଉଛନ୍ତି ଯାଆଁଳା ଭଊଣି । ପାଠ ରେ ଗୀତ ରେ ଅଭିନୟ ରେ ସବୁଥିରେ ସେ ଭଲ କାମ କରନ୍ତି । ଆପଣ ମାନେ ଦୁଇ ଭଉଣୀ ଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ କିଏ ଲିଂକି ଓ କିଏ ଚିଂକି ଚିହ୍ନିବା ରେ କଷ୍ଟ ହୋଇଯିବ ।

ଉଭୟ ବେଶ୍ ଖୁସି ଅଛନ୍ତି ସେମାନେ ଯାଆଁଳା ଭଊଣି ହୋଇଥିବାରୁ , କେହି କାହାକୁ ଛାଡି ରହି ପାରନ୍ତିନି । ଉଭୟ ଙ୍କୁ କେବଳ ନିଜ ବାପା ମା ଙ୍କ ଛଡ଼ା ଆଉ କେହି ବି ଜାଣି ନାହାଁନ୍ତି କିଏ ଚିଙ୍କୀ କିଏ ଲିଙ୍କିି ବୋଲି । ଉଭୟ ସର୍ଵ ପ୍ରଥମେ ଲିପ୍ସା ଙ୍କୁ ସ୍ଵାଗତ କରିବା ପରେ ଏକ ଛୋଟିଆ ଅଡିଷନ ଦେବା ପରେ ଏକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ।

ଏହି ଚଳଚ୍ଚିତ୍ର ରେ ଉଭୟ ଙ୍କ କମେଡି ଅଛି ଓ ନେଗେଟିଭ ଚରିତ୍ର ରେ ଅଭିନୟ କରୁଛନ୍ତି । ଉଭୟ ଙ୍କ ମଧ୍ୟ ରେ ୮ ମିନିଟ କିଏ ବଡ ଅଛନ୍ତି , ଉଭୟ ଙ୍କ ମଧ୍ୟ ରେ ଅନେକ କଳା ରହିଛି ଉଭୟ ଓଡ଼ିଶୀ ନୃତ୍ୟ ଶିଖୁଛନ୍ତି , ଅଭିନୟ କରୁଛନ୍ତି , ଭଲ ଗୀତ ଗାଇବା ସହ ନିଜ ପାଠ ପଢା କୁ ଜାରି ରଖିଛନ୍ତି ।
ଉଭୟ ଭଲ ପେଣ୍ଟିଂ ମଧ୍ୟ କରନ୍ତି ।

ଏହି ଦୁଇ ଚେହେରା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଉଭୟ ଏକ ସାକ୍ଷାତକାର କୁ ଆସି ନିଜ ବିଷୟ ରେ ଅନେକ କଥା କହିଛନ୍ତି । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଉଭୟ ଯାଆଁଳା ହୋଇ ଥିବାରୁ ଉଭୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ବନ୍ଧୁଗଣ ସମସ୍ତ ଙ୍କ ପାଖ ରେ କିଛି ନା କିଛି କଳା ରହିଛି ଓ ପ୍ରାୟ ଅଧିକ ବ୍ୟକ୍ତି ମାନେ କଳା ପ୍ରଦର୍ଶନ କରାଇ ପାଇଁ ସୁଯୋଗ ପାଇ ନ ଥାଆନ୍ତି ଓ କଳା କୁ ଲୁକାୟତ କରି ମନ ରେ ରଖନ୍ତି । ବର୍ତ୍ତମାନ୍ ସମୟ ରେ ଲୋକ ମାନେ ନିଜ କଳା କୁ ସୋସିଆଲ ମିଡ଼ିଆ ରେ ପ୍ରଦର୍ଶିତ କରାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।

ହଁ ବନ୍ଧୁ କିଏ ଗୀତ ଗାଇ , ଅଭିନୟ ଏବଂ ନାଚ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଥାଏ । ଏହି ସବୁ କଳା କୁ ସମସ୍ତେ ସୋସିଆଲ ମିଡ଼ିଆ ରେ ସର୍ଟ ରିଲ୍ସ ଭିଡିଓ କରି ପୋଷ୍ଟ କରି ଥାଆନ୍ତି , ଦର୍ଶକ ମାନ ଙ୍କ ମନ୍ କୁ ଯାହା କଳା ବେଶ୍ ମନୋରଞ୍ଜନ କରାଇ ପାରିଲା ସେ ନିସ୍ଚୟ ବହୁତ୍ ଆଗକୁ ଯାଇଥାଏ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *