Breaking News

ଓଡିଶାର ଫେମସ ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) କିପରି ତାଙ୍କ ଶାଶୂଙ୍କ ସେବା କରୁଛନ୍ତି, ଦେଖିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

ନମିତା ଅଗ୍ରୱାଲ୍ ଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ ସେ ଓଡ଼ିଆ ସିନେ ଜଗତ ଏକ ଲୋକ ପ୍ରିୟ ସିଙ୍ଗର । ତାହା ସହ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଆଉ ଆଗରୁ ମଧ୍ୟ ତାଙ୍କ ଗୀତ ଖୁବ ଭାଇରାଲ ହୁଏ ତାଙ୍କ ର ଭକ୍ତି ଭରା ଗୀତ ଶୁଣିବା ଦ୍ବାରା ମନ ରେ ସକରାତ୍ମକ ଶକ୍ତି ସୃଷ୍ଟି ହେଉଛି ଏହି ଗୀତ ଟି ଶୁଣିବା ମାତ୍ରେ ମନ ରେ ଏକ ଖୁସି ଆସି ଯାଏ ।

ସେ ବହୁତ ସାରା ଓଡ଼ିଆ ଆଲବମ୍ , ଭଜନ , ଆଉ ଓଡ଼ିଆ ସିନେମା ରେ ଗୀତ ଗାଇ ସାରିଛନ୍ତି । ନମିତା ଅଗ୍ରୱାଲ୍ ଙ୍କ ଉପରେ ଏକ ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାକୁ ଲାଗୁଚି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ବନ୍ଧୁଗଣ ଆପଣ ମାନେ ଯଦି ଏହା ବିଷୟ ରେ ବା ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ପଢନ୍ତୁ ।

ବନ୍ଧୁଗଣ ନମିତା ଅଗ୍ରୱାଲ୍ ଙ୍କ ର ନାଁ ବହୁତ ଆଗରୁ ସୁପରିଚିତ ଅଟେ । ନମିତା ଅଗ୍ରୱାଲ୍ ଛୋଟ ବେଳୁ ଗୀତ ଗାଇବାକୁ ପସନ୍ଦ କରୁ ଥିଲେ । ସେ ବହୁତ ସାରା ସୁପରହିଟ୍ ଗୀତ ଗାଇ ଥିଲେ । ପରେ ସେ ସୀତାରାମ୍ ଅଗ୍ରୱାଲ୍ ଙ୍କୁ ବିବାହ କରି ଥିଲେ । ନମିତା ଅଗ୍ରୱାଲ୍ ଓ ସୀତାରାମ୍ ଅଗ୍ରୱାଲ୍ ଙ୍କ ର ନିଜର ବହୁତ ଚ୍ୟାନେଲ୍ ମଧ୍ୟ ଅଛି ।

ତେବେ ବର୍ତ୍ତମାନ ସମୟରେ ନଜର ରେ ଆସିଛନ୍ତି ନମିତା ଅଗ୍ରୱାଲ୍ ତାଙ୍କ ଶାଶୁ ଙ୍କ ସହିତ । ନମିତା ଅଗ୍ରୱାଲ୍ ଙ୍କ ର ଶାଶୁ ହୋଇ ଥିଲେ ମଧ୍ୟ ସେ ସବୁବେଳେ ନିଜ ମାଆ ଭଳି ଭଲ ପାଉଥିଲେ । ନମିତା ଅଗ୍ରୱାଲ୍ ଯେଉଁ ଭଳି ସୁନ୍ଦର ଗୀତ ସମସ୍ତ ଙ୍କୁ ଭେଟି ଦେଇ ଥାନ୍ତି ସେ ପରି ସେ ଘର ର ଭଲ ବୋହୁ ମଧ୍ୟ । ସେ ତାଙ୍କ ର ଘର ର ଦାୟିତ୍ବ ବହୁତ ଭଲ ଭାବରେ ନିଅନ୍ତି ।

ନମିତା ଅଗ୍ରୱାଲ୍ ଙ୍କ ଶାଶୁ ଏବେ ବହୁତ ବୟସ୍କ ହୋଇ ଯାଇଛନ୍ତି ଆଉ ଏହି ଅବସ୍ଥା ରେ ତାଙ୍କୁ ସେବା ବହୁତ ଦରକାର । ତାଙ୍କ ସେବା ରେ କେବେ ବି କମି ରଖୁ ନାହାନ୍ତି ନମିତା ଅଗ୍ରୱାଲ୍ । ନମିତା ଅଗ୍ରୱାଲ୍ ତାଙ୍କ ଶାଶୁ ଙ୍କ ର ଏମିତି ଯତ୍ନ କରୁଛନ୍ତି ଆଉ ଏମିତି ଭଲ ପାଉଛନ୍ତି ଯାହା ପାଇଁ ତାଙ୍କ ଶାଶୁ ଖୁସି ରେ କାନ୍ଦି ପକେଇ ଦେଉଛନ୍ତି ।

ନମିତା ଅଗ୍ରୱାଲ୍ ବହୁତ ଭଲ ଗୀତ ଗାଉଛନ୍ତି ହେଲେ ତାହା ସହିତ ନିଜ ଶାଶୁ ଙ୍କୁ ଏହି ବୟସ ରେ ହରି ନାମ ନେବାର ଶିଖାଉଛନ୍ତି । ତାଙ୍କ ଶାଶୁ ଭଲ ରେ କଥା କହି ପାରୁ ନଥିଲେ ମଧ୍ୟ ନିଜେ କହିବାକୁ ଚେଷ୍ଟା କରୁଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସମୟରେ ନିଆଁ ଭଳି ଭାଇରାଲ ହେଉଛି ଆଉ ଏହି ଭିଡିଓ କୁ ଦର୍ଶକ ମାନେ ଦେଖି ବହୁତ ପ୍ରଶଂସା ମଧ୍ୟ କରୁ ଥିବାର ନଜର ରେ ଆସିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *