Breaking News

ଓଡିଶାର ବଡ ବଡ ସେଲିବ୍ରେଟି ଅଭିନେତା ଓ ଅଭିନେତ୍ରୀ ମାନେ କେତେ ଟଙ୍କା ଇନକମ କରନ୍ତି ତାଙ୍କ ମୁହଁ ରୁ ଶୁଣନ୍ତୁ – ଦେଖନ୍ତୁ ଭିଡିଓ

ଅଭିଜିତ ମଜୁନ୍ଦାର ଓଲିଓଡ଼ ଇଣ୍ଡଷ୍ଟ୍ରୀର ଜଣେ ଆଗ ଧାଡିର ସଂଗୀତ ନିଦ୍ଦେର୍ଶକ ଓ ବହୁତ୍ ଗୁଡାଏ ସିନେମା ରେ ନିଦ୍ଦେର୍ଶନା ଦେଇଛନ୍ତି ଏବଂ ଆଉ କିଛି ସିନେମା ରେ ମଧ୍ୟ ଗୀତ ଗାଇଛନ୍ତି । ଷ୍ଟେଜ୍ ପ୍ରୋଗମ ସହ ଆଙ୍କରିଂ ମଧ୍ୟ କରିଥାନ୍ତି ରିୟାଲିତ ସୋ ରେ । ତାଙ୍କ ନିଦ୍ଦେସିତ୍ ଗୀତ ପ୍ରାୟ ତ ଦର୍ଶକ ମାନକୁ ବହୁତ ପସନ୍ଦ ଆସିଥାଏ ।

ଅନେକ ବର୍ଷ ହେଲାଣି ସେ ଇଣ୍ଡଷ୍ଟ୍ରୀ ରେ କାମ କରି ଆସିଛନ୍ତି । ତେବେ ଜାଣିଛନ୍ତି ଆପଣ ମାନେ ତାଙ୍କର ପ୍ରଥମ ଇନକମ୍ କେତେ ଥିଲା ଓ ଜୀବନ ର ସବୁ ଜିନିଷ ର ପ୍ରଥମ ସ୍ମୃତି କିଛି ଅଲଗା ଥାଏ । ପ୍ରଥମ ଆଡ଼ଭାନ୍ସ୍ ମିଳିଥିଲା ଗ୍ୟାସ୍ ସିଲିଣ୍ଡର । ମଣିଷ ଯେତେ ଆଗକୁ ଗଲେ ବି ତାର ପଛ କଥା କେବେ ବି ଭୁଲି ନଥାଏ ।

ତରଙ୍ଗ ଚ୍ୟାନେଲ୍ ର ସିରିଏଲ ରେ ଆଶା ର ଲିଡ୍ ନାୟିକା ଆଶା ଯାହା ଙ୍କ ର ପ୍ରକୃତ ନାଁ ସୁଇଟ । ଆଲବମ ଜମାନା ରୁ କାମ କରୁଛନ୍ତି ଆଉ ଦର୍ଶକ ଙ୍କୁ ଏଣ୍ଟରଣ୍ଟେନ୍ କରୁଛନ୍ତି । ଡ୍ୟାନ୍ସ ତାଙ୍କ ର ବହୁତ ପସନ୍ଦ । ଆଉ ଡ୍ୟାସଙ୍ଗି ପାଇଁ ବହୁତ ଭଲ ଭଲ ଅଫର ମଧ୍ୟ ମିଳିଛି । ଆଉ ଏବେ ସିରିଏଲ ର ନାୟିକା । ଦର୍ଶକ ବନ୍ଧୁ ସୁଇଟ ଙ୍କ ର ପ୍ରଥମ ଇନକମ୍ ର କାହାଣୀ ଟିକେ ନିଆରା । ସୁଇଟ ଙ୍କୁ ଜଣା ନଥିଲା କେତେ ଟଙ୍କା କହିବେ ସେ 6 ରୁ 7 ମାସ ହେବ ବିନା ପଇସା ରେ ଆଗେ ସୁଟିଂ କରୁଥିଲେ ।

ଶିଶୁ କଳାକାର ରୁ ଅଭିନୟ କରିଥିଲେ ଅଭିନେତ୍ରୀ ମିଲି । ବୟସ 10 ବର୍ଷ ରୁ ଗ୍ଲାମର ଦୁନିଆ ସହିତ ଜଡିତ । ସିନେମା ହେଉ କି ସିରିଏଲ ସବୁଥିରେ ମିଳିଛି ଅଲଗା ଚରିତ୍ର୍ । ଆଉ ସବୁଥିରେ ଭିନ୍ନ୍ ଚରିତ୍ର୍ ରେ ସେ ଜୀବନ୍ତ ଅଭିନୟ ମଧ୍ୟ କରିଛନ୍ତି । ତେବେ ମିଲି ଙ୍କ ର ଇନକମ ଥିଲା 300 ଟଙ୍କା ।

ତାରିଣୀ ଆଖି ର ତାରା ସିରିଏଲ ରେ ତାରିଣୀ ଭୂମିକା ରେ ଏବେ ଦର୍ଶକ ଙ୍କୁ ଇଣ୍ଟରଣ୍ଟେନ୍ କରୁଛନ୍ତି । ଯାହାଙ୍କ ର ପ୍ରକୃତ ନାଁ ହେଉଛି ସୁମନ । ସେ ଏକ ରିୟାଲିଟ୍ ସୋ ରୁ ବିଜେତା ହୋଇ ସିରିଏଲ ଜଗତ ରେ ପାଦ ଦେଇଛନ୍ତି । ତାଙ୍କୁ ଫାସ୍ଟ୍ ଆଡ଼ଭାନ୍ସ ମିଳିଥିଲା 5 ହଜାର ଟଙ୍କା ।

ଆସା ସିରିଏଲ ରେ ଅଭିନୟ କରୁଥିବା ଅନନ୍ୟା । ଅଭିନୟ କରିବା ପାଇଁ ଇଚ୍ଛା ଥିଲା ଆଉ ନିଜ ଇଚ୍ଛା କୁ ପୂରଣ ବି କଲେ । ପ୍ରଥମେ ମ୍ୟୁଜିକ ଭିଡିଓ ରେ ନଜର ରେ ଆସିଥିଲେ ଆଉ ଏହା ପରେ ମିଳିଲା ସିରିଏଲ ପ୍ରଥମ ଇନକମ୍ ସବୁବେଳେ ସ୍ମୁତି ହୋଇ ରହି ଥାଏ । ତାଙ୍କ ର ପ୍ରଥମ ଦରମା ଥିଲା 4000 ଟଙ୍କା ।

ତାରିଣୀ ଆଖି ର ତାରା ସିରିଏଲ ଅଭିନୟ କରୁଥିବା ତାରା ଭୂମିକା ରେ ଅଛନ୍ତି ଅଭିନେତ୍ରୀ ଅସୀମା । ଯିଏ ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି । ସିରିଏଲ ରେ କାମ କରିବା ପୂର୍ବ ରୁ ଅସୀମା କିଛି ମ୍ୟୁଜିକ୍ ଭିଡିଓ ରେ ବି ଅଭିନୟ କରିଛନ୍ତି । ସେ ତାଙ୍କ ସ୍କୁଲ ଟାଇମ ରେ ସେ ପେଣ୍ଟିଙ୍ଗ୍ ରେ ଭାଗ ନେଇଥିଲେ ଯେଉଁ ଥିରେ କି ସେ ପ୍ରଥମ୍ ହୋଇ ଥିଲେ ଆଉ ଏଥିରେ ତାଙ୍କୁ 2000 ଟଙ୍କା ମିଳି ଥିଲା ଯାହା କି ତାଙ୍କ ର୍ସ ତାହା ପ୍ରଥମ ଦରମା ଥିଲା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *