ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆଜି କୁ 1 ବର୍ଷ ତଳେ ଗୋଟିଏ ଘଟଣା ବେଶ୍ ଚର୍ଚ୍ଚା ରେ ଥିଲା ତାହା ହେଉଛି ସୌମ୍ୟ ଓ ସୋନାଲି ନନ୍ଦ ଙ୍କ ପ୍ରେମ କାହାଣୀ କୁ ନେଇ। ସୋନାଲି ନନ୍ଦ ଯିଏ କି ସୌମ୍ୟ ଙ୍କୁ ଭଲ ପାଉ ଥିଲା ଓ ସୌମ୍ୟ ନିଜ ଜୀବନ ଠାରୁ ସୋନାଲି ନନ୍ଦ ଙ୍କୁ ଭଲ ପାଉଥିଲା । ଉଭୟ କିଛି ଦିନ ମଧ୍ୟରେ ବେଶ୍ ଭଲ ରେ ରହିବା ପରେ ସୋନାଲି ଧୋକା ଦେଇ ଥିଲେ ।
କାରଣ ସେ ବଡ ବଡ କାର ଓ ଟଙ୍କା ତାଙ୍କର ଦରକାର ଥିଲା ଓ ଯାହା ଫଳ ରେ କି କି ସୌମ୍ୟ କୁ ଧୋକା ଦେଇଥିଲେ । ଏହି ଧୋକା କୁ ଆଦୌମ ସହୀ ପାରିଲା ନାହିଁ ସୌମ୍ୟ ଓ ଯାହା ଫଳ ରେ କି ଶେଷ ନିଷ୍ପତ୍ତି ନେଇଥିଲେ । ସେ ନିଜ ଜୀବନ ହାରି ଦେଇଥିଲେ ଜୀବନ ନେବା ପୂର୍ବ ରୁ ଏକ ସୁ-ଇ ସାଇଟ୍ ନୋଟ ଲେଖିଥିଲେ ।
ଏହି ସୁ-ଇ ସାଇଟ୍ ନୋଟ ରେ ଯାହା ବି କିଛି ଲେଖା ହୋଇଥିଲା ସେହି ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ପରେ ପରେ ଏହି ମାମଲା ଟି ଲୋକ ଲୋଚନ କୁ ଆସିଥିଲା ଓ ପରେ ଅନେକ କିଛି ଶୁଣିବାକୁ ମିଳିଥିଲା ସୋସିଆଲ ମିଡ଼ିଆ ରେ । ସୌମ୍ୟ ଙ୍କ କିଛି କଲ ରେକର୍ଡ ମଧ୍ୟ ଶୁଣିବାକୁ ମିଳିଥିଲା , ସୌମ୍ୟ ସୋନାଲି ନନ୍ଦ ଙ୍କ ମାଆ ଙ୍କ ସହ କଥା ହେଉଥିବା ର ରେକର୍ଡ , ସୋନାଲି ନନ୍ଦ ଙ୍କ ସହ କଥା ହେଉଥିବା ର ରେକର୍ଡ ଭାଇରାଳ ହୋଇଥିଲା ।
ବର୍ତ୍ତମାନ ସମୟ ମଡେଲ ସୌମ୍ୟ ରଂଜନ ପାଣିଗ୍ରାହୀ ଙ୍କ ମୃତୁ ମାମଲା ବର୍ଷ ହେଇଯିବ । ବର୍ତ୍ତମାନ ସମୟ ରେ ଏହି ମାମଲା ର ତଦନ୍ତ କରୁଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ତଦନ୍ତ ରେ ସହଯୋଗ ପାଇଁ ମୋବାଇଲ ଓ ଲାପଟପ୍ ସିଜ୍ କରିଛି ପୋଲିସ । ଗତ ଦିନ ମାନ ଙ୍କ ରେ ମୃତ ସୌମ୍ୟ ରଂଜନ ପାଣିଗ୍ରାହୀ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ ପଶି ତଦନ୍ତ କରି ଥିଲା।
ଏହା ପରେ ଖୁବ୍ ଶୀଘ୍ର ସୋନାଲି ନନ୍ଦ ଙ୍କୁ ଜେରା କରାଯିବ , ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଯେ ସୋନାଲି ନନ୍ଦ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ଏହା ର ଚର୍ଚ୍ଚା ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ହେବା କୁ ଯାଉଛି । ଭାଇ ଙ୍କୁ ନ୍ୟାୟ ଦେବା ପାଇଁ ବାରମ୍ବାର ସୌମ୍ୟ ଙ୍କ ଭଉଣୀ ଡିସିପି ଦ୍ଵାରସ୍ଥ ହେଉଥିଲେ ।
ବର୍ତ୍ତମାନ ସମୟ ରେ ହାଇ କୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ କ୍ରାଇମ୍ ବ୍ରାଞ୍ଚ ଘଟଣା ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 3 ମାସ ଭିତରେ ତଦନ୍ତ ସାରିବାକୁ କୁହା ଯାଇଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।