Breaking News

ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର (Abhijeet Majumdar) ଜନ୍ମଦିନ ବଡ ଧୂମଧାମରେ ପାଳନ ହେଲା, ଯୋଗ ଦେଲେ ବଡ ବଡ ସିଙ୍ଗର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ ନିଜ ନିଜ କଳା ପାଇଁ ବେଶ୍ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହିବଲୋକ ପ୍ରିୟ କଳାକାର ମାନେ ବେଳେବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି , ନିଜ ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତି ଗତ ଜୀବନ ଭିଡିଓ ହେଉ । ତାହେଲେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ କଳାକାର ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଏହି କଳାକାର ଜଣକ ନିଜ କଣ୍ଠ ପାଇଁ ବେଶ୍ ଲୋକ ପରିଚିତ । ଏହି ଗାୟକ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟକ ଏବଂ ଓଡ଼ିଶା ର ଘର ଘରେ ପରିଚିତ ଥିବା ଗାୟକ ଅଭିଜିତ ମଜୁମଦାର । ଆପଣ ମାନେ ଅଭିଜିତ ମଜୁମଦାର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିଜିତ ମଜୁମଦାର ଙ୍କ ଗୀତ କୁ ଓଡ଼ିଶା ବାସୀ ବେଶ୍ ପସନ୍ଦ କରି ଥାଆନ୍ତି । ସେ ଜଣେ ଲୋକ ପ୍ରିୟ ଗାୟକ ନିଜ ସୁ ମଧୁର କଣ୍ଠ ରେ ସେ ଅନେକ ଗୀତ ଗାଈ ଆଜି ବେସ ଲୋକ ପରିଚିତ ହେବା ସହିତ ସେ ଅନେକ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି ।

ଅଭିଜିତ ମଜୁମଦାର ଙ୍କ ଗୀତ ବେସ ହୃଦୟସ୍ପର୍ଶୀ ଓ ତାଙ୍କ ସମସ୍ତ ଗୀତ କୁ ଦର୍ଶକ ମାନେ ବେଶ୍ ପସନ୍ଦ କରି ଥାଆନ୍ତି ।ଓଡ଼ିଶା ର କୋଣ ଅନୁକୋଣ ରେ ସେ ଭଲ ଭାବରେ ପରିଚିତ , ବୃଦ୍ଧ ଠାରୁ ଛୋଟ ପିଲା ଙ୍କ ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଜାଣିଛନ୍ତି । ଅଭିଜିତ ମଜୁମଦାର ବହୁ ସାରା ଚଳଚ୍ଚିତ୍ର ଓ ଆଲବମ ରେ ଗୀତ ଗାଇଛନ୍ତି ଓ ତାଙ୍କ ସମସ୍ତ ଗୀତ ସୁପର ହିଟ ହୋଇଛି ଓ ବର୍ତ୍ତମାନ୍ ମଧ୍ୟ ରହିଛି ।

ଏହି ଗାୟକ ଜଣକ ଅନେକ ଗୀତ ନିଜ ଲେଖିଛନ୍ତି ଓ ତାକୁ ସ୍ବର ଦେଇ ନିଜେ ଗାଇଛନ୍ତି । ବର୍ତ୍ତମାନ୍ ସମୟ ରେ ମଧ୍ଯ ତାଙ୍କର କିଛି ଗୀତ ବେଶ ଚର୍ଚ୍ଚା ରେ ଅଛନ୍ତି । ଆପଣ ମାନେ ଜାଣିଥିବେ ଏହି ଗାୟକ ଜଣକ କେବଳ ଚଳଚ୍ଚିତ୍ର ଓ ଆଲବମ୍ ରେ ଗୀତ ଗାଇ ନାହାଁନ୍ତି ବରଂ ସେ ବହୁ ସାରା ଭଜନ ଗୀତ ଗାଇଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଗାୟକ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଗତ କାଲି ଅଭିଜିତ ମଜୁମଦାର ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଟି କୁ ଅଭିଜିତ ମଜୁମଦାର ନିଜ ପରିବାର ଲୋକ ଏବଂ ଓଡିଆ ଇଣ୍ଡଷ୍ଟ୍ରି ର କିଛି ଗାୟକ ଓ ଗାୟିକା ମାନ ଙ୍କ ସହ ଜନ୍ମ ଦିନ ଟି କୁ ବେଶ୍ ଧୁମ ଧାମ ରେ ପାଳନ କରିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *