ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ଅଧିକାଂଶ ଲୋକ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହି ଥାଆନ୍ତି । ହଁ ବନ୍ଧୁ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ସକ୍ରିୟ ରହିଥାନ୍ତି ।
କେବଳ ସକ୍ରିୟ ନୁହେଁ ବରଂ ଏହି ସୋସିଆଲ ମିଡ଼ିଆ ରେ ଅଧିକାଂଶ ଲୋକ ମାନେ ଭିନ୍ନ ଭିନ୍ନ ଉପାୟ ରେ ଟଙ୍କା ରୋଜଗାର କରି ଥାଆନ୍ତି । ପ୍ରାୟତ ଅଧିକ ବ୍ୟକ୍ତି ମାନେ ସୋସିଆଲ ମିଡ଼ିଆ ର ଲୋକ ପ୍ରିୟ ଆପ you tube ରେ ନିଜ ନିଜ ଚ୍ୟାନେଲ ଖୋଲି ଭିନ୍ନ ଭିନ୍ନ କାର୍ଯ୍ୟ କରି ଥାଆନ୍ତି । ଅଧିକାଂଶ ବ୍ୟକ୍ତି ମାନେ ବ୍ଲଗ୍ କରି ଥାଆନ୍ତି ।
ତାହେଲେ ବହୁ କମ୍ ବ୍ୟକ୍ତି ଅଛନ୍ତି ଯିଏ କି ନିଜ ବ୍ଲଗ୍ ଭିଡିଓ କରି ସଫଳ ହୋଇଛନ୍ତି । ଆଜି ଆମେ ଆମ ଓଡ଼ିଶା ର ଏମିତି ଯୋଡି ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ you tube ମାଧ୍ୟମ ରେ ବେଶ୍ ଲୋକ ପ୍ରିୟ ହେବା ସହିତ ଓଡ଼ିଶା ର ଘରେ ଘରେ ପରିଚିତ । ଏହି ଯୋଡି ହେଉଛନ୍ତି ରୂପା ଓ ପିଣ୍ଟୁ , ଆପଣ ମାନେ ଏହି ଯୋଡି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ
ଉଭୟ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ପରିଚିତ , ତାଙ୍କ ବ୍ଲଗ୍ ଭିଡିଓ କୁ ଦର୍ଶକ ମାନେ ବହୁତ୍ ପଶନ୍ଦ କରି ଥାଆନ୍ତି । ଆପଣ ମାନେ ନିଶ୍ଚୟ ତାଙ୍କ ବ୍ଲଗ୍ ଭିଡିଓ ଦେଖିଥିବେ । ସବୁ ସମୟ ରେ ସେ କିଛି ନା କିଛି ବ୍ଲଗ୍ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥାଆନ୍ତି , ତେବେ ତାହା ନିଜ ବ୍ୟକ୍ତିଗତ ଜୀବନ ର କିଛି ହସ୍ ଖୁସି ର ଭିଡିଓ କୁ ନେଇ ହେଉ ବା କୌଣସି ପର୍ବ ପର୍ବାଣୀ କୁ ନେଇ ଭିଡିଓ କରି ଥାଆନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରୂପା ପିଣ୍ଟୁ ଙ୍କ ଆଉ ଏକ ବ୍ଲଗ୍ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ଏହି ବ୍ଲଗ୍ ଭିଡିଓ ରେ ପିଣ୍ଟୁ ରୂପା ବହୁ ସାରା ମଜା ମସ୍ତି କରିଛନ୍ତି ଓ ସବୁଠୁ ବଡ କଥା ହେଲା ଯେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଏକ ଦୋକାନ ରେ ବସିଛନ୍ତି ଓ ପିଣ୍ଟୁ ପାନ ଖାଇବାକୁ ନିଜ ସାଙ୍ଗ ସାଥୀ ଙ୍କ ସହ ଯାଇ ପାନ ଖାଉଛନ୍ତି ।
ପରେ ଫୋନ ପେ ମାଧ୍ୟମ ରେ ରୂପା ଙ୍କୁ ପଇସା ଛାଡୁଛନ୍ତି ।ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଉଭୟ you tube ରେ ବେଶ୍ ସକ୍ରିୟ ରହୁଛନ୍ତି । ସବୁଠୁ ବଡ କଥା ହେଲା ଯେ ରୂପା ପିଣ୍ଟୁ ଙ୍କ you tube ଚ୍ୟାନେଲ ରେ 1ମିଲିୟନ subscriber ହୋଇ ଯାଇଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।