ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଶ୍ରୀରାମ ଭଗବାନ୍ ଙ୍କ ଜୀବନ ଶୈଳୀ କୁ ରାମାୟଣ ହୋଇଛି , ଏହି ରାମାୟଣ ରେ ପ୍ରଭୁ ଶ୍ରୀ ରାମ ଯାହା ବି କିଛି କରିଥିଲେ ତାକୁ ନେଇ ଆଜି ନାଟ୍ୟ ପରିବେଷଣ ହେଉଛି । ଅନେକ ନାଟ୍ୟ ସାଂସଦ ଅଛନ୍ତି ଯେଉଁ ମାନେ କି କେବଳ ରାମାୟଣ ବହି କରି ଥାଆନ୍ତି
ତାହେଲେ ବନ୍ଧୁଗଣ ଏହାକୁ ଦେଖିବା ପାଇଁ ଲୋକ ମାନେ ବେଶ୍ ପସନ୍ଦ କରି ଥାଆନ୍ତି , ଏହି ରାମାୟଣ ବହି ଯେଉଁଠି ବି ପଡ଼ିଥିଲେ ମଧ୍ୟ ଅନେକ ଲୋକ ଯାଇ ଥାଆନ୍ତି ଓ ସେଠାରେ ବହୁଳ ପରିମାଣ ରେ ଲୋକ ଗହଳି କରି ଥାଆନ୍ତି କାରଣ ଏହା କୁ ସମସ୍ତେ ବେଶ୍ ପସନ୍ଦ କରି ଥାଆନ୍ତି । ଏହା ଦ୍ବାରା ଆମେ ରାମାୟଣ ବିଷୟ ରେ ସବୁ କିଛି ଜାଣି ଜାଣି ପାରୁ
ଏହି ପ୍ରଭୁ ଶ୍ରୀ ରାମ ଓ ମାତା ସୀତା ଙ୍କ ଜୀବନ ଶୈଳୀ ରେ ଯାହା ବି କିଛି ଘଟି ଯାଇଛି ତାହା ଆପଣ ମାନେ ଏହି ନାଟ୍ୟ ପରିବେଷଣ ରେ ଦେଖିବାକୁ ପାଉ ଥିବେ । ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ପ୍ରଭୁ ଶ୍ରୀ ରାମ ଧନୁ ଭାଙ୍ଗିବା ପରେ ସୀତା ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ରାମ ରାଜ ସୁଖ ଛାଡ଼ି ପିତୃ ସତ୍ୟ ପାଳନ କରି ବଣ କୁ ଯାଇଥିଲେ ଓ ସଙ୍ଗ ରେ ଯାଇଥିଲେ ମାତା ସୀତା ଏବଂ ଭାଇ ଲକ୍ଷ୍ମଣ ।
ତାହେଲେ ଏହି ୧୨ ବର୍ଷ ବନ୍ ଭିତରେ କଟାଇବା ପରେ ଅନେକ କଷ୍ଟ କରିଛନ୍ତି ଓ ଅନେକ କିଛି ଘଟି ଯାଇଛି । ଯେବେ ରାମ ଓ ସୀତା ଏବଂ। ଲକ୍ଷ୍ମଣ ରାଜ୍ୟ କୁ ଫେରିଲେ ସେତେବେଳ ମାତା ସୀତା ପୁନର୍ବାର ଜଙ୍ଗଲ କୁ ଚାଲି ଆସିଥିଲେ ଓ ପରେ ପରେ ଜନ୍ମ ନେଇ ଥାଆନ୍ତି ଲବ୍ ଓ କୁସ । ଏହି ଭଳି ଅନେକ କିଛି ରହିଛି ଯାହା କି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ରାମାୟଣ ନାଟ୍ୟ ପରିବେଷଣ ର ଏକ ଦୃଶ୍ୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ମାତା ସୀତା ଙ୍କ ଚରିତ୍ର ରେ ଜଣେ ମହିଳା ନଜର ଆସୁଛନ୍ତି ।
ତାଙ୍କ୍ ସାଙ୍ଗ ରେ ରହିଛନ୍ତି ଲବ ଓ କୁଷ , ମାତା ସୀତା ଆ ଜହ୍ନ ମାମୁଁ ସରଗ ଶଶି ଗୀତ ସେମାନ ଙ୍କୁ ଶୁଆଇ ଦେଉଥିବାର ଦେଖିବାକୁ ମିଲିଛି । ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।