Breaking News

ଓଡିଶା ଛାଡି ରାଜସ୍ଥାନରେ ରହୁଛହନ୍ତି ହିରୋଇନ ଗୁନଗୁନ (Gungun)! – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତ୍ରୀ ମାନେ ସଦା ସର୍ବଦା ନିଜ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ଙ୍କ ବେଶ୍ ମନୋରଂଜନ କରାଇ ଥାଆନ୍ତି ଓ ଯାହା ଫଳ ରେ ସେଲୋକ ପ୍ରିୟ ହୋଇ ପାରି ଥାଆନ୍ତି ।

ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଅଭିନୟ କରିବା ସହ ଆଉ କିଛି କଳା ରହିଥାଏ । ହଁ ବନ୍ଧୁ କିଏ ଅଭିନୟ ସହ ଗୀତ ଓ ନାଚ କରି ତ ଆଉ କିଏ ଜବରଦସ୍ତ ଆଙ୍କରିଂ କରି ବେଶ୍ ଲୋକ ପ୍ରିୟ । ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଯିଏ କୁ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ହେବା ସହ ଲୋକ ପ୍ରିୟ ଆଙ୍କର ଭାବେ ବେଶ୍ ପରିଚିତ ।


ଆଜି ଆମେ ଏହି ପେଜ ମାଧ୍ୟମ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଅଭିନୟ ଅପେକ୍ଷା ଆଙ୍କରିଙ୍ଗ କରି ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ଏହି ଅଭିନେତ୍ରୀ ଜନକ ହେଉଛନ୍ତି ଗୁନଗୁନ । ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସାରା ରିଆଲିଟ ସୋ ରେ ଜବରଦସ୍ତ ଆଙ୍କରୀଙ୍ଗ କରି ଥିବାର ଆପଣ ମାନେ ଦେଖିଥିବେ ।

ନିଜ ଆଙ୍କରୀଙ୍ଗ ପାଇଁ ସେ ବେଶ୍ ଲୋକ ପରିଚିତ । ଅଭିନେତ୍ରୀ ଜଣକ ଅଭିନୟ କରିବା ରେ ମଧ୍ୟ ବେଶ୍ ପାରଙ୍ଗମ , ସେ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି । ସେ କିଛି ଆଲବମ୍ ରେ ମଧ୍ୟ ନଜର ଆସିଛନ୍ତି , ଆପଣ ମାନେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ ବହୁ ସାରା ଚଳଚ୍ଚିତ୍ର ରେ ।

ସେ ନିଜ ଅଭିନୟ ଅପେକ୍ଷା ନିଜ ଆଙ୍କରିଙ୍ଗ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଘର୍ ଘରେ ପରିଚିତ । ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଭଲ ଆଙ୍କର ମଧ୍ୟ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ ବିବାହ ପରେ ନିଜ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ।

ତାହେଲେ ଗୁନଗୁନ୍ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ଛାଡ଼ି ନିଜ ସ୍ବାମୀ ଙ୍କ ସହ ରାଜସ୍ଥାନ ଯାଇଛନ୍ତି ଓ ସେଠାରେ ବୁଲା ବୁଲି କରିବା ସହ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗୁନଗୁନ୍ ଙ୍କ ସ୍ୱାମୀ ଙ୍କ ନାମ ହେଉଛି ଅଭିସ୍ମିତ । ଉଭୟ ବର୍ତ୍ତମାନ୍ ସମୟ ରେ ବେଶ୍ ଖୁସି ରେ ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *