Breaking News

ଓଡିଶା ପାଇଁ ଗାତ ଖୋଲିଥିଲା ନିଜେ ପଡିଲା ଛତିଶଗଡ, ମହାନଦୀ ପାଣିକୁ ଅଟକାଇ କଳା କର୍ମର ଫଳ ଭୋଗୁଛି ଛତିଶଗଡ – ଦେଖନ୍ତୁ ଭିଡିଓ

ବେଆଇନ୍ ଭାବରେ ଡ୍ୟାମ ନିର୍ମାଣ କଲା ଆଉ ଏବେ ପାଣି ଘେର ରେ ଅଧା ରାଜ୍ୟ । ଛୋଟ ବଡ଼ ଡ୍ୟାମ କରି ପାଣି ଅଟକାଇବା ପାଇଁ କରିଛି ମାଷ୍ଟର୍ ମାଇଣ୍ଡ ପ୍ଲାନ୍ । ଅନ୍ୟ ପାଇଁ ଖୋଲିଥିବା ଗାତ ରେ ନିଜେ ପଡିଛି ଛତିଶଗଡ ରାଜ୍ୟ । ସାରା ରାଜ୍ୟ ରେ ବନ୍ୟା ପରିସ୍ଥିତି । ସରକାର ଙ୍କ ର ଖାମାଖାଲି ନୀତି ପାଇଁ ଏବେ ରାଜ୍ୟ ଉବୁଟୁବୁ ହେଇ ସାରିଛି ।

କେନ୍ଦ୍ର ଜଳ ଆୟୋଗ ବା ସିଡବ୍ଲୁ୍ସି ର ବିନା ଅନୁମତି ରେ ସରକାରୀ ଯେଉଁ ବେଆଇନ୍ ପ୍ରକଳ୍ପ ନିର୍ମାଣ କରିଛନ୍ତି ତାର ପରିଣାମ ଭୋଗୁଛନ୍ତି ଛତିଶିଗଡ଼ ବାସୀ । ଓଡିଶା ମଧ୍ୟ ବିନା ଅନୁମତି ରେ ଷ୍ଟକ୍ଚର୍ କରିଛି । ଯାହା କୁ ନେଇ ଉଭୟ ଛତିଶଗଡ ଏବଂ ଓଡିଶା ଅନେକ ଥର ମୁହାଁ ମୁହିଁ ହୋଇଥିଲେ ସେତେବେଳେ ବଡ଼ ଭାଇ ଓ ସାନ ଭାଇ କଥା କହିଥିଲେ ତତ୍କାଲିନ ଛତିଶିଗଡ଼ ସରକାର ।

କେନ୍ଦ୍ର ରେ ଏହାକୁ ନେଇ ହେଲା ଅନେକ ତୁମ୍ବି ତୋଫାନ ଶେଷ ରେ ଏବେ ତାର ଫଳ ଭୋଗୁଛି ଛତିଶିଗଡ଼ । ଏହା ନେଇ ହୀରାକୁଦ ଡ୍ୟାମ ର ମୁଖ୍ୟ ମନ୍ତ୍ରୀ ଆନନ୍ଦ ସାହୁ ମଧ୍ୟ କହିଛନ୍ତି । ଛତିଶଗଡ ରେ ବିନା ସିଡବ୍ଲୁ୍ସି ର ପରାମର୍ଶ ରେ କିମ୍ବା ତଳେ ଯେଉଁ ମାନେ ଉପକାର ପାଇବେ ତଳ ଷ୍ଟେଟ୍ ରେ ଅଛି ତାଙ୍କ ଏଗ୍ରିମେଣ୍ଟ ଙ୍କ ହିସାବ ରେ ତାଙ୍କ ବିନା କନ୍ସଲ୍ସେଟ୍ ରେ ଆମ ଷ୍ଟେଟ୍ କୁ କରିକି ଯାହା ବି ଛତିଶଗଡ ରାଜ୍ୟ ସରକାର ଯାହା ଷ୍ଟଚର୍ କରିଛନ୍ତି ।

ଏହା ପୂର୍ବ ରୁ ଆମ ଷ୍ଟେଟ୍ ମଧ୍ୟ ମନା କରିଥିଲେ ବିନା ସିଡବ୍ଲୁ୍ସି ର କିନ୍ତୁ ସେମାନେ ନ ମାନି ଷ୍ଟକ୍ଚର୍ କରିଛନ୍ତି । ତେଣୁ ସେତେବେଳେ ସେମାନେ ଚିନ୍ତା କରିବା ନିହାତି ଦରକାର ଥିଲା । ଅନ୍ତରଜ୍ୟ ହୋଇ ଥିବାରୁ ରାଜ୍ୟ କୁ ନେଇ ବିକଳ୍ପ କରିବା ଉଚିତ । ମହାରଷ୍ଟ୍ର , ଝାଡଖଣ୍ଡ , ମଧ୍ୟ ପ୍ରଦେଶ ରାଜ୍ୟ ର ବି ଅନୁମତି ନେବା ଜରୁରୀ ଥିଲା । ମନ ଇଚ୍ଛା ଚେକ ଡ୍ୟାମ ବ୍ୟାରେଜ୍ ନିର୍ମାଣ କରି ଅଣ ମୌସୁମୀ ସମୟ ରେ ମହାନଦୀ ପାଣି ଅଟକାଇବା ପାଇଁ ସିଳ୍ପ୍ ସଂସ୍ଥା କୁ ଟେକି ଦେଇଥିଲା ରାଜ୍ୟ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *