Breaking News

ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା (Sailabhama Mahapatra) ତାଙ୍କ ପ୍ରେମିକ ବିଷୟରେ କହିଲେ ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସିଙ୍ଗର ଶୈଳଭାମା ମହାପାତ୍ର ବହୁତ ଭଲ ଭାବରେ ଜାଣିଥିବେ ସେ ତାଙ୍କ ଭଏସ୍ ରେ ବହୁତ ମିଠା ମିଠା ଗୀତ ଗାଇଛନ୍ତି । ସେ ବହୁତ ସାରା ଓଡ଼ିଆ ଆଲବମ୍ ସିନେମା ଭଜନ ଗୀତ ଗାଇ ଛନ୍ତି ଯାହା ଏବେ ବି ମନ ଭୀତ ରେ ଅଛି । ତେବେ ଶୈଳଭାମା ମହାପାତ୍ର ସୁନା ବେଡା ରେ ଜନ୍ମ ହୋଇଛନ୍ତି ଏବଂ କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା ରେ ସ୍ବତନ୍ତ୍ର ଛାପ୍ ଟିଏ ତିଆରି କରିଛନ୍ତି ।

ସେଠାକାର ଲୋକେ ଶୈଳଭାମା ମହାପାତ୍ର ଙ୍କୁ ବହୁତ ଭଲ ପାଆନ୍ତି । ପୁରୀ ରେ ଗୋଟିଏ ବିଗ ଫେଷ୍ଟିବାଲ୍ ରେ ଯାଇଥିଲେ ଶୈଳଭାମା ମହାପାତ୍ର ସିଙ୍ଗର ହିସାବ ରେ । ହୋଟେଲ ର ସବୁ ଓର୍ନର୍ ମାନେ ମିଶି ଏହି ଫେଷ୍ଟିବାଲ କରନ୍ତି ତେଣୁ ସେହି ସମୟ ରେ ଜଣେ ବାହାରୁ ଆସି ଥିଲେ ଯିଏ କି ପୁରୀ ହୋଟେଲ ରେ ରହୁଥିଲେ ।

ଆଉ ସେଠାରେ ଶୈଳଭାମା ମହାପାତ୍ର ଙ୍କ ପୋଗ୍ରାମ ଟିକୁ ଦେଖିଲେ । ଶୈଳଭାମା ମହାପାତ୍ର ଯେଉଁ ଗୀତ ଟିକୁ ଗାଇଲେ ସେହି ଗୀତ ଟିକୁ ଶୁଣି ସେ ବମ୍ବେ କୁ ଡାକି ଥିଲେ । ଆଉ ଗୋଟିଏ ଟେଲି ଫିଲ୍ମ ରେ କାମ କରିବାକୁ କହିଲେ । ଟେଲି ଫିଲ୍ମ ର ନାଁ ଥିଲା ଗୁରି ଦକ୍ଷିଣା । ନୂଆ ଜାଗା ନୂଆ ହେଡ଼ ଫୋନ କଣ ଜାଣି ନଥିଲେ ନୂଆ ମ୍ୟୁଜିକ୍ ଡାଇରେକ୍ଟର ତେଣୁ ସେଠାରେ ତାଙ୍କୁ ଚ୍ୟାଲେଞ୍ଜ୍ ଦେଲା ଭଳି ଲାଗିଥିଲା ।

କିନ୍ତୁ ସେଠାରେ ସେ ଭାଙ୍ଗି ନଜାଇ ସେ ଗୀତ ଗାଇଲେ ଆଉ ଗୀତ ସୁପରହିଟ ହେଲା । ତେଣୁ ତାଙ୍କୁ ସେଠାରେ ଆହୁରି ଗୀତ ଗାଇବା ପାଇଁ କହିଲେ ଆଉ ସେଠାରେ ସେଟେଲମେଣ୍ଟ୍ ହେବା ପାଇଁ ମଧ୍ୟ କହିଲେ କିନ୍ତୁ ସେତେବେଳେ ଶୈଳଭାମା ମହାପାତ୍ର ମନା କରି ଦେଇଥିଲେ ଆଉ ତାଙ୍କ ର ପାଠ ପଢା ବି ଚାଲୁଥିଲା ତେଣୁ କରି ସେ ଓଡିଶା କୁ ଫେରି ଆସିଥିଲେ ।

ଆଉ ଏହା ଥିଲା ଶୈଳଭାମା ମହାପାତ୍ର ଅଭୁଲା ମୁହୂର୍ତ । ତାହା ସହ ଶୈଳଭାମା ମହାପାତ୍ର କହିଛନ୍ତି ଯେ ସିଙ୍ଗର ମାନେ ନିଜ ଭଏସ ରେ ଗୀତ ଗାଇବା ସହିତ ଭଏସ କୁ ଆହୁରି କ୍ଲାରିଟ୍ ଆଣିବା ପାଇଁ ଟେକିନିକାଲ୍ କୁ ବ୍ୟବହାର କରୁଛନ୍ତି ତାହା କରିବା ଜମା ବି ଠିକ ନୁହଁ ଆଉ ତାହା ଯଦି ସୁବିଧା ନଥାଏ ତାହା ନଥିଲେ ଗୀତ ଗାଉ ନାହାନ୍ତି ସିଙ୍ଗର ମାନେ ଯାହା କରିବା ଠିକ ନୁହଁ । ନିଜ ଭଏସ ରେ ଗୀତ ଗାଇବା ଠିକ ହେବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *