ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆଜି ଆମେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବ୍ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ।
ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ପ୍ରତିଭା ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆଜି ଆମେ ପ୍ରତିଭା ପଣ୍ଡା ଙ୍କ ବିଷୟ ରେ କିଛି ଜାଣିବା ଆମର ଏହି ପେଜ ମାଧ୍ୟମ ରେ ଯାହାକି ସେ ନିଜେ ଏକ ସାକ୍ଷାତକାର ରେ କହିଛନ୍ତି । ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଅଭିନୟ ଦେଖିଥିବେ ବହୁ ସାରା ଚଳଚ୍ଚିତ୍ର , ଧାରାବାହିକ ରେ ,
ଏହା ସହ ସେ ବହୁ ସାରା ଭଜନ କରିଛନ୍ତି । ବର୍ତ୍ତମାନ୍ ସମୟ ରେ ସେ ନିଜ ଅଭିନୟ ଜାରି ରଖିଛନ୍ତି ଓ ସେ ମାଆ ଚରିତ୍ର ରେ ନଜର ଆସୁଛନ୍ତି । ସେ ଜଣେ ଭଲ ଓଡିଶୀ ନୃତ୍ୟଶିଳ୍ପୀ କରନ୍ତି ଓ ଛୋଟ ବେଳୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ନେଉଥିଲେ । ବନ୍ଧୁଗଣ ସେ ଯେତେବେଳେ ହିରୋଇନ୍ ଚରିତ୍ର ରେ ଅଭିନୟ କରୁଥିଲେ ସେ ସେତେବେଳ ଚୌଦ୍ଵାର କଲେଜ କୁ ଅତିଥି ହୋଇ ଯାଇଥିଲେ ।
ଫେରୁଥିବା ସମୟରେ ସେ ଦୁର୍ଘଟଣା ର ଶିକାର ହୋଇଥିଲେ ଓ ତାଙ୍କ ମୁଣ୍ଡ ମାଡ ହୋଇ ଯାଇଥିଲା , ସେ କାହାକୁ ବି ଚିହ୍ନି ପାରୁ ନ ଥିଲେ । ବହୁତ୍ ଦିନ ର ଚିକିତ୍ସା ପରେ ତାଙ୍କ ମେମୋରି ଆସିବା ପରେ ସବୁକିଛି ଜାଣି ପାରିଥିଲେ, ବନ୍ଧୁଗଣ ଏହି ଦୁର୍ଘଟଣା ରେ ତାଙ୍କ ମୁହଁ ରେ ୧୭ ଟି ଷ୍ଟିଜ୍ ପଡିଥିଲା । ତାଙ୍କ୍ ନାମ ହେଉଛି ପ୍ରତିଭା ସାହୁ ସେ ପ୍ରତିଭା ସାହୁ ରୁ ପ୍ରତିଭା ପଣ୍ଡା ହେଉଥିଲେ ।
ସେ ତାଙ୍କ ସ୍ବାମୀ ଙ୍କୁ ଦେଖିଥିଲେ ସର୍ଵ ପ୍ରଥମେ ତାଙ୍କ ଚଳଚ୍ଚିତ୍ର ଦାଦାଗିରି ରେ ଓ ଏହି ଚଳଚ୍ଚିତ୍ର ରେ ପ୍ରତିଭା ପଣ୍ଡା ହିରୋଇନ୍ ହୋଇଥିଲେ । ସେ ଏହି ଚଳଚ୍ଚିତ୍ର ପ୍ରଡ୍ୟୁସର୍ ହୋଇଥିଲେ ପରେ ଚଳଚ୍ଚିତ୍ର ସୁଟିଂ ସରିବା ପରେ ସେ ଫ୍ରେଣ୍ଡସିପ କରିଥିଲେ । ପରେ ପ୍ରତିଭା ଙ୍କ ଦୁର୍ଘଟଣା ହେବା ପରେ ସେ ତାଙ୍କୁ ଆସି ସାହାର୍ଯ୍ୟ କରିଥିଲେ ଓ ତାଙ୍କ ଚିକିତ୍ସା କରାଇଥିଲେ ।
ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ର କନ୍ୟା ସନ୍ତାନ ରହିଛି । ବନ୍ଧୁଗଣ ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଭଳି ଭାବେ ଅନେକ କଥା କହିଥିଲେ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଥିବା ଦୃଶ୍ୟ ଟି ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।