ବନ୍ଧୁଗଣ ଆଜି ଆମେ ଆପଣ ମାନଂକୁ ଏମିତି ଏକ ସେଲିବ୍ରିଟି ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆମ ଓଡିଶା ବାସୀ ମାନେ ବା ଆପଣ ମାନେ ବହୁତ ଭଲ ପାଆନ୍ତି ଆଉ ସେ ଘରେ ଘରେ ସୁପରିଚିତ୍ । ସେ ଜଣେ ସିଙ୍ଗର ଆଉ ତାଙ୍କ ଗୀତ ର ଚାହିଦା ଏତେ ଅଧିକ ଯେ ତାହା କହିଲେ ନସରେ ।
ସେ ବହୁତ ସୁନ୍ଦର ଗୀତ ଗାଆନ୍ତି । ସେ ସମସ୍ତ ଙ୍କ ର ପ୍ରିୟ ମଣ୍ଟୁ ଛୁରିଆ ।ତେବେ ଆଜି ଆମେ ଆପଣ ମାନଙ୍କ ର ପ୍ରିୟ ମଣ୍ଟୁ ଛୁରିଆ ଙ୍କ ବିଷୟ ରେ କହିବାକୁ ଯାଉଛି ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ମଣ୍ଟୁ ଛୁରିଆ ଏତେ ସୁନ୍ଦର ଗୀତ ଗାଇ ମଧ୍ୟ କେବେ ବି ସେ ନିଜ କୁ ଶ୍ରେୟ୍ କରନ୍ତି ନାହିଁ ସବୁବେଳେ ସେ ଦର୍ସକ୍ ମାନଙ୍କ ଅର୍ସିବାଦ ରୁ ହିଁ ଆଗକୁ ବଢ଼ି ପାରୁଛନ୍ତି ବା ସୁନ୍ଦର ଗୀତ ଗାଇ ପାରୁଛନ୍ତି ବୋଲି କୁହନ୍ତି । ମଣ୍ଟୁ ଛୁରିଆ ଙ୍କ ସମ୍ବଲପୁରୀ ଗୀତ ଶୁଣିଲେ ଦର୍ଶକ ମାନେ ମଜ୍ଜି ଜାଆନ୍ତି ତାଙ୍କ ଗୀତ ରେ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ପ୍ରାୟ ସିଙ୍ଗର ଗୀତ ଶିଖି ଶିଖି କିମ୍ବା କେଉଁଠି ପ୍ରଫୋମାନ୍ସ୍ କରି ଆସିଛନ୍ତି ।
କିନ୍ତୁ ମଣ୍ଟୁ ଛୁରିଆ ଙ୍କ ର ପ୍ରଥମ ସୁଯୋଗ ମିଳି ଥିଲା କିର୍ତ୍ତନ୍ ଠାରୁ । ସେ ପ୍ରଥମେ ଗାଁ ଗାଁ କିର୍ତ୍ତନ୍ କରି ଯାଉଥିଲେ । ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ ତାଙ୍କ ଦାଦା । ତାଙ୍କ ଗୀତ ଶୁଣି ସମସ୍ତ ଙ୍କୁ ଭଲ ଲାଗି ଥିଲା ତା ପରେ ସେ ସିଙ୍ଗର ଜର୍ନି ଆରମ୍ଭ କଲେ । ତାଙ୍କ ର୍ ଏ ଜର୍ନି ରେ ତାଙ୍କ ପରିବାର ତାଙ୍କୁ ବହୁତ ସାହାଯ୍ୟ ଓ ସପୋର୍ଟ କରିଥିଲେ ।
ମଣ୍ଟୁ ଛୁରିଆ ଏତେ ବଡ଼ ସେଲିବ୍ରିଟି ହେଲା ପରେ ମଧ୍ୟ ସେ ସାଧାରଣ ଲୋକ ଙ୍କ ଭଳି ରୁହନ୍ତି ଠିକ ଯେମିତି ଜଣେ ସାଧାରଣ। ଲୋକ ର ଦିନ କାଟେ ଆଉ ରାତି ସାରେ ଠିକ ସେମିତି ମଣ୍ଟୁ ଛୁରିଆ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।