ବନ୍ଧୁଗଣ ଆପଣ ମାନେ ଆମ ଓଲିଓଡ୍ ର କ୍ୟୁଇନ୍ ଙ୍କ ବିଷୟ ରେ ବହୁତ କିଛି ଜାଣି ଥିବେ । ତେବେ ସେହି ଓଲିଓଡ୍ ର କ୍ୟୁଇନ୍ ବର୍ଷା ପ୍ରିୟଦର୍ସନି ଯେତେବେଳେ ସେ ବହୁତ ଛୋଟ ଥିଲେ ତାଙ୍କ ପାଖ ରେ ଯିଏ ରହୁଥିଲେ ମାନେ ତାଙ୍କୁ ଯିଏ ପାଳି ପୋଷି ବଡ଼ କରିଛନ୍ତି ସେ ହେଉଛନ୍ତି ଅର୍ଚ୍ଚନା ଦାସ କାନୁନଗୋ ।
ସେ ତାଙ୍କ ର କଣ ରଖିଛନ୍ତି ବର୍ଷା ପ୍ରିୟଦର୍ସନି ଙ୍କ ପ୍ରତି ପ୍ରତି କ୍ରିୟା ଆଉ କଣ ତାଙ୍କ ବିଷୟ ରେ ଜାଣିଛନ୍ତି ଆଉ ଦର୍ଶକ ମାନଂକୁ କହିବାକୁ ଚାହାନ୍ତି ଆସନ୍ତୁ ଜାଣିବା କିନ୍ତୁ ସମ୍ପୂର୍ଣ୍ଣ ବିବରଣି ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୂର୍ଣ୍ଣ ବିବରଣି ଟିକୁ ସଠିକ ରୂପ ରେ ଜାଣି ପାରିବେ ।
ବର୍ଷା ଛୋଟ ବେଳୁ ବହୁତ ଶାନ୍ତ ସ୍ବଭାବ ର ଝିଅ । ସେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରୀ ର ସୁପର ଡୁପର୍ ନାୟିକା ତାଙ୍କୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି । ବର୍ଷା ପ୍ରିୟଦର୍ସନି ଙ୍କ ର ବହୁତ ଭଲ ଗୁଣ ଅଛି ଯିଏ ତାଙ୍କ ସହ ମିଶିଛି ତାଙ୍କୁ କେବେ ବି ସେ ଭୁଲି ପାରିବନି । ବର୍ଷା ପ୍ରିୟଦର୍ସନି ବହୁତ କମ କଥା କୁହନ୍ତି ଆଉ ସେ ବହୁତ ମିଷ୍ଟ ଭାସି ।
ସେ କେବେ ବି କାହା ମନ କୁ କଷ୍ଟ ଦେଲା ଭଳି କଥା କୁହନ୍ତି ନାହିଁ । ସେ କେବଳ ସୁଟିଂ କିମ୍ବା ଅଭିନୟ ପାଇଁ ଦର୍ଶକ ମାନଙ୍କ ର ପ୍ରିୟ ତା ନୁହଁ ସେ ବହୁତ ଭଲ ଝିଅ ତା ସହ ସେ ସମାଜ ସେବା ମଧ୍ୟ କରନ୍ତି । ସବୁବେଳେ ବର୍ଷା ଅସହାୟ୍ ଲୋକ ଙ୍କୁ ସାହାଯ୍ୟ କରନ୍ତୁ ଆଉ ଦବୁ ଅସହାୟ ଲୋକ ଙ୍କ ପାଖ ରେ ରହି ସାହସ ମଧ୍ୟ ଦିଅନ୍ତି ।
ପ୍ରତ୍ୟେକ ମୋମେଂଟ ରେ କାହାର କଣ ଦରକାର ସେ ନେଇ ବି ସବୁବେଳେ ସର୍ତକ୍ ଥାଆନ୍ତି ବର୍ଷା । ବର୍ଷା ସବୁବେଳେ ସମସ୍ତ ଙ୍କ ଭଲ ଦେଖୁଛନ୍ତି । ଆପଣ ମାନେ ଜାଣି ଥିବେ ଜଣେ ଝିଅ ର ସ୍ବର ବହୁତ ଭାଇରାଲ ହୋଇ ଥିଲା ବହୁତ ଭଲ ଗୀତ ଗାଆନ୍ତି ବୋଲି ଆଉ ତାଙ୍କୁ ଲୋକ ନଜର କୁ ଆଣି ଥିଲେ ବର୍ଷା ପ୍ରିୟଦର୍ସନି । ସବୁବେଳେ ଚେଷ୍ଟା କରନ୍ତି ସମାଜ କୁ ଆଗକୁ ନବା ପାଇଁ ସମସ୍ତ ଙ୍କ ଅସୁବିଧା ସୁବିଧା ରେ ପରିଣତ କରିବା ପାଇଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।