ଫୁଣି ଥରେ ରାନୀ ପଣ୍ଡା ଙ୍କ ଭିଡିଓ ହେଲା ଭାଇରାଲ ।ଆପଣ ମାନେ ଜାଣିଥିବେ ପୂର୍ବ ଯାତ୍ରା ରେ କିପରି ଭାବରେ ଯାତ୍ରା କରିଥିଲେ ଖଣ୍ଡଗିରି ରେ । ତେବେ ଆସନ୍ତୁ ଜାଣିବା ରାନୀ ପଣ୍ଡା ଙ୍କ ର ଏ ନୂଆ ଭିଡିଓ ସେ କଣ ନୂଆ କଥା ଆଣି ଛନ୍ତି । ତେବେ ସମ୍ପୁର୍ଣ୍ଣ ଭିଡିଓ ଟିକୁ ଜାଣିବାକୁ ହେଲା ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ଆପଣ ମାନେ ଜାଣିଥିବେ କି ଏବେ ରାନୀ ପଣ୍ଡା ଙ୍କ ର ନୁଆ ଯାତ୍ରା ଆସିଛି ଯାହାର ନାଁ ହେଉଛି ଘୋଡା ହାତୀ ଗଣ୍ଡା ଙ୍କୁ ଗଣ୍ଡା ଏକା ଲଢ଼ିବ ରାନୀ ପଣ୍ଡା । ଖଣ୍ଡଗିରି ରେ ରାନୀ ପଣ୍ଡା ଙ୍କୁ ପୁରା ବ୍ୟାନ କରିଦେଇଛନ୍ତି ଯାତ୍ରା କରିବା ପାଇଁ ।ରାନୀ ପଣ୍ଡା ଯେଉଁ ଅନୁଷ୍ଠାନ ପାଇଁ କାମ କରିବେ ସେ ଅନୁଷ୍ଠାନ ଖଣ୍ଡଗିରି ଯାତ୍ରା ପଡିଆ କୁ ଆସି ପାରିବ ନାହିଁ । କିନ୍ତୁ ଏ ବର୍ଷ ରାନୀ ପଣ୍ଡା ଏମିତି ଆସା ରଖୁ ନାହାନ୍ତି ଆଉ ଏହି ଆସ ରଖି କହିଛନ୍ତି ଯେ ରାନୀ ପଣ୍ଡା ଙ୍କ ଅନୁଷ୍ଠାନ ସେ ଜାଗା କୁ ଯାଉ ତାର ପ୍ରତିଭା ଦେଖାଉ ଆଉ ରାନୀ ପଣ୍ଡା ଙ୍କୁ ମଧ୍ୟ ଏକ ସୁଯୋଗ ମିଳୁ ତା କଳା ର ଟ୍ଯାଲେଣ୍ଟ ଦେଖାଇବା ପାଇଁ ।
ଏହି ନାଟକ ଟି ରାନୀ ପଣ୍ଡା ଙ୍କ ଜୀବନୀ ଉପରେ ଏକ କାହାଣୀ ଖଣ୍ଡଗିରି ଯାତ୍ରା ପଡିଆ ଟି ବଡ଼ ଯାହା କି ସେଠାରେ ଅଧିକ ଲୋକ ହୁଅନ୍ତି ଦେଖିବା ପାଇଁ ତେଣୁ ସେ ଚାହୁଁ ଛନ୍ତି ସେଠାରେ ତାଙ୍କ ନାଟକ ପଡିବା ପାଇଁ ଅନୁମତି ଦିଆ ଯାଉ ।ଏହି ନାଟକ ରେ ରାନୀ ପଣ୍ଡା ଅଭିନୟ କରୁଛନ୍ତି ଆଉ ତାଙ୍କ ଅଭିନୟ ଦେଖିବା ପାଇଁ ସେ ଅନୁରୋଧ କରି କହିଛନ୍ତି ।
ଏତେ ଅନୁରୋଧ କଲା ପରେ ମଧ୍ୟ ଯଦି ତାଙ୍କ ଯାତ୍ରା ବା ସ୍ବର୍ଣ୍ଣ ମନ୍ଦିର ଆସିବା ପାଇଁ ମନା ତାହେଲେ ରାନୀ ପଣ୍ଡା ଏମିତି କିଛି କରିବେ ଯାହା ପାଇଁ ଟ୍ରାଫିକ୍ ଜାମ୍ ହେବ ଆଉ କଣ ପାଇଁ ହେଲା ଆଉ ସେ କହିବେ ନାହିଁ ତାହା ସେ ସମୟ କହିବ । ରାନୀ ପଣ୍ଡା କାହାକୁ ବି ଭୟ କରନ୍ତି ନାହିଁ ସେ ଯାହା କହିବେ ମୁହଁ ରେ କହିବେ ସେ କାହାରିକୁ ଡରନ୍ତି ନାହିଁ ।
ସମସ୍ତେ ବହୁତ ଅଭିନୟ କରୁଛନ୍ତି ତାଙ୍କୁ କଣ ପାଇଁ କିଛି କୁହ ଯାଉନି କି କିଛି ବ୍ୟାନ୍ କରା ହେଉନି କିନ୍ତୁ କେବଳ ରାନୀ ପଣ୍ଡା ଙ୍କୁ ହିଁ ବ୍ୟାନ୍ କରା ଯାଉଛି ଯଦି ସେ ଦେଶ ଦ୍ରୋହି କାମ କରିବେ ତାହେଲେ ରାନୀ ପଣ୍ଡା ଙ୍କୁ ବ୍ୟାନ କରି ଜେଲ ରେ ପୁରେଇଲେ କିଛି ଅସୁବିଧା ନାହିଁ କିନ୍ତୁ ଏଠି ରାନୀ ପଣ୍ଡା କହୁଛନ୍ତି ତାଙ୍କ୍ କଳା କୁ କେହି ଅପମାନ ନଦିଅନ୍ତୁ । ତାହା ସହ ରାନୀ ପଣ୍ଡା କହିଲେ କି ଯଦି ସେ ପ୍ରକୃତ ରେ ଲୋକ ମାନଙ୍କ ର ସାହାଯ୍ୟ କରୁଛନ୍ତି ଗରିବ ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଉଛନ୍ତି ତାହେଲେ ସେ କେବେ ବି କେଉଁ ଅସୁବୁଧା ରେ ପଡିବେ ନାହିଁ । ଆଉ ଭଗବାନ ତାଙ୍କୁ ବହୁତ ସାହାଯ୍ୟ କରିବେ ।