ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ସୁଟିଂ ସେଟ ରୁ ଭଲ ପାଈ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।
ଆଜି ଆମେ ସେହିଭଳି ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ନିଜ ଅଭିନୟ ଜାରି ରଖିବା ସହ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ରୁହନ୍ତି ଓ ଯାହାକି ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା ,
ଏହି ଯୋଡି ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ପ୍ରଜ୍ଞା ଖଟୁଆ ଓ ଅଭିନେତ୍ରୀ ସୁନନ୍ଦା । ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଜଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଓ ଅଭିନେତ୍ରୀ । ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବିଶେଷ କରି ଅଭିନେତା ପ୍ରଜ୍ଞା ଯିଏ କି ନିଜ ଅଭିନୟ ମାଧ୍ୟମ ରେ ଲୋକ ମାନ ଙ୍କ ପେଟ ଦରଜ କରାଇ ଦେଇଥାନ୍ତି ହସାଇ ହସାଇ ।
ତାହେଲେ ବନ୍ଧୁଗଣ ଆପଣ ମାନେ ପ୍ରଜ୍ଞା ଓ ସୁନନ୍ଦା ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଦେଖିଥିବେ । ଅଭିନେତ୍ରୀ ସୁନନ୍ଦା ମଧ୍ୟ ନିଜ ଜବରଦସ୍ତ କମେଡି ପାଇଁ ଆଜି ଓଡିଶା ର ଘର୍ ଘରେ ପରିଚିତ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ପ୍ରଜ୍ଞା ଓ ଅଭିନେତ୍ରୀ ସୁନନ୍ଦା ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ ଯାହାକି ଆଜି ଆମେ ଜାଣିବା
ତାହେଲେ ବନ୍ଧୁଗଣ ଜି ସାର୍ଥକ ଟିଭି ତରଫ ରୁ ଏକ ସୋ କରା ଯାଇଥିଲା ଯାହାର ନାମ ଥିଲା ଜି ସାର୍ଥକ ସଂସ୍କାର ଆୱାର୍ଡ଼ । ଏହି ସୋ ରେ ଅଭିନେତା ପ୍ରଜ୍ଞା ଓ ଅଭିନେତ୍ରୀ ସୁନନ୍ଦା ନଜର ଆସିଥିଲେ ଓ ସୁନନ୍ଦା ଏହି ସୋ ରେ ଜବରଦସ୍ତ ନାଚ କରି ସମସ୍ତ ଙ୍କ ମନୋରଞ୍ଜନ କରାଇଛନ୍ତି ଓ ପ୍ରଜ୍ଞା ମଧ୍ୟ କିଛି କହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ସୋ ରେ ପ୍ରଜ୍ଞା ଓ ସୁନନ୍ଦା ଜି ସାର୍ଥକ ସଂସ୍କାର ଆୱାର୍ଡ଼ ପାଇ ଛନ୍ତି ଓ ଆୱାର୍ଡ଼ ପାଇବା ପରେ ବେଶ୍ ଖୁସି ଅଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଦୃଶ୍ୟ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ବିବାହ ପରେ ମଧ୍ୟ ଉଭୟ ବେଶ୍ ଖୁସି ରେ ରହିବା ସହ ନିଜ ଅଭିନୟ କୁ ଜାରି ରଖିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।