Breaking News

କମେଡିଆନ ସନ୍ତୁ ନିଜେ କେମିତି ତାଙ୍କ ପରିଚୟ ସୃଷ୍ଟି କରିଲେ ଶୁଣନ୍ତୁ ତାଙ୍କ ମୁହଁରୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ସୋସିଆଲ ମିଡିଆ ବେସ ଲୋକ ପ୍ରିୟ ହୋଇପାରିଛି , ହଁ ବନ୍ଧୁ ଏହି ସୋସିଆଲ ମିଡିଆ ରେ ମଣିଷ ସବୁକିଛି ପାଇ ପାରୁଛି ଯେମିତି କି ପରିଚୟ ଠାରୁ ଭଲ ଅର୍ଥ ଉପାର୍ଜନ । ସୋସିଆଲ ମିଡିଆ ରେ ଭିଡିଓ ପୋଷ୍ଟ କରି ବେସ ଭାଇରାଲ ହୋଇଥାନ୍ତି ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ବ୍ୟକ୍ତି ଭଲ ଟଙ୍କା ମଧ୍ୟ ଇନିକମ କରି ପାରୁଛନ୍ତି you tube ଆପ ମାଧ୍ୟମ ରେ । ଏହି ଆପ ରେ ବହୁ ବ୍ୟକ୍ତି ଭାଇରାଲ ହୋଇ ବେସ ଲୋକ ପ୍ରିୟ ହୋଇଥାନ୍ତି ଓ ଭଲ ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଆପ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ତାହେଲେ ବନ୍ଧୁଗଣ ଯେମିତି କି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସନ୍ତୁ କି ବର୍ତ୍ତମାନ ସମୟରେ ସାରା ଓଡିଶା ର ଘର ଘରେ ପରିଚିତ । ଆଜି ଆମେ ଶନ୍ତୁ ଙ୍କ ବିଷୟ ରେ ଆଉ କିଛି ଜାଣିବା , you tube ରେ ଭଲ ଟଙ୍କା ରୋଜଗାର କରୁଛନ୍ତି । ପୂର୍ବ ରୁ ସେ ୯ ଟା ରୁ ୫ ଟା ଯାଏ ପରିଶ୍ରମ କରି ଯେତିକି ଟଙ୍କା ପାଉଥିଲେ ସେ you tube ରୁ ତା ଠୁ ଭଲ ଟଙ୍କା ରୋଜଗାର କରୁଛନ୍ତି ଓ ବେଶୀ ଖର୍ଚ୍ଚ ହେଇ ଯାଉଛି ସୁଟିଂ ପାଇଁ ।

ଏହି ଅଭିନେତା ଜଣକ ବାସ୍ତବିକ୍ ଜୀବନ ରେ ଭଲ ମଣିଷ , ସେ ଭିଡିଓ କରୁଥିବା ସମୟରେ ତାଙ୍କୁ ଅନେକ ଲୋକ ଖରାପ୍ କମେଣ୍ଟ କରି ଥାଆନ୍ତି ତାଙ୍କ ଭିଡିଓ ପାଇଁ । ବର୍ତ୍ତମାନ୍ ସମୟ ରେ ଗାଳି କରୁଥିବା ଲୋକ ସନ୍ତୁ ଙ୍କୁ ପ୍ରଶଂସା କରୁଛନ୍ତି । ଆପଣ ମାନେ ଜାଣିଛନ୍ତି ସେ କଣ ପାଇଁ ତାଙ୍କ ନାମ ସନ୍ତୁ ନିଜେ ବୋଲି ରଖିଛନ୍ତି ।

ତାହେଲେ ବନ୍ଧୁଗଣ ସନ୍ତୁ ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥିଲା ଓ ଏହି ଭିଡିଓ ରେ ତାଙ୍କ ନାମ ଥିଲା ସନ୍ତୁ ନିଜେ । ଏହି ଭିଡିଓ ପାଇଁ ସେ ସନ୍ତୁ ନିଜେ ନାମ ରେ ପରିଚିତ ହୋଇ ପାରିଥିଲେ । ଏହି ଭିଡିଓ ରେ ସେ ଅନେକ କଥା କହିଥିଲେ , ସବୁଠୁ ଭଲ କଥା କହିଥିଲେ ଯେ ତାଙ୍କ ଚ୍ୟାନେଲ ନାମ ଟି କଣ ବଦମାସ୍ ଟୋକା ସେ ଦେଇଛନ୍ତି ।

ଦର୍ଶକ ମାନ ଙ୍କୁ ଏମିତି ମନୋରଂଜନ କରାଉ ଥାଆନ୍ତୁ ଆହୁରି ଉପର କୁ ଯାଆନ୍ତୁ ସାନ୍ତୁ ନିଜେ , ସଂତୁ ନିଜେ ମଧ୍ୟ ଦର୍ଶକ ମାନ ଙ୍କ ଆର୍ଶୀବାଦ ଚାହିଁଛନ୍ତି । ଏହି ଲାଇନ୍ ରେ ଆସିବା ପରେ ବହୁତ୍ ଲୋକ ତାଙ୍କ ଅଭିନୟ କୁ ପସନ୍ଦ କରୁଛନ୍ତି ଓ ବହୁ କମ୍ ଲୋକ ତାଙ୍କ ଭିଡିଓ ଖରାପ୍ କମେଣ୍ଟ ଦିଅନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *