ଆମ ର ଓଡିଶା ର ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି ଯାହା କି ଆପଣ ମାନେ ଦେଖି ପାରୁଥିବେ ଏକ ରିୟାଲିଟ୍ ସୋ ମୁଁ ବି ନମିତା ଅଗ୍ରୱାଲ୍ ହେବି ସିଜିନ 2 । ଏହି ରିୟାଲିଟ୍ ସୋ ଟି ବହୁତ ଦର୍ଶକ ମାନଂକୁ ବି ପସନ୍ଦ ଆସିଛି ଆଉ ସମସ୍ତ ଙ୍କ ର ଏହା ଏକ ବହୁତ ବଡ଼ ପ୍ରିୟ ସୋ । ତେବେ ଏହି ସୋ ରେ ଓଡିଶା ପ୍ରତିଭା ମାନେ ନିଜ ର ସ୍ବର ବା ଗୀତ ଗାଇବା ର ପ୍ରତିଭା କୁ ଚୟନ କରା ଯାଉଛି ।
ଏବଂ ଏହି ସୋ ରେ ବହୁତ ବଡ଼ ବଡ଼ ସଙ୍ଗିତାକାର ତଥା ନମିତା ଅଗ୍ରୱାଲ୍ ,ମନ୍ମଥ୍ ସାର ଆଦି ଅନେକ ଜର୍ଜ ମଧ୍ୟ ରହିଛନ୍ତି । ଏହି ରିୟାଲିଟି ସୋ ରେ ହାସ୍ୟ ଅଭିନେତା ପପୁ ପମ ପମ ଗାଇ ଛନ୍ତି ଗୀତ ଯାହାର ଭିଡିଓ ଟି ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାକୁ ଲାଗୁଚି ଆଉ ଏହି ଖବର ବି ଦର୍ଶକ ମାନଙ୍କୁ ଜାଣିବା ପାଇଁ ବହୁତ ଉତ୍ସାହ୍ ଥିବ।
ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାୟାଇ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହାସ୍ୟ ଅଭିନେତା ପପୁ ପମ ପମ ବହୁତ ଭଲ ଅଭିନୟ କରନ୍ତି । ସେ ବହୁତ ଷ୍ଟେଜ୍ , ସିନେମା ଓ ସିରିଏଲ ଓ ଓଡ଼ିଆ ଆଲବମ୍ ରେ ମଧ୍ୟ ଅଭିନୟ କରି ଥିବାର ନଜର ରେ ଆସିଛନ୍ତି ।
କେବଳ ଭଲ ଅଭିନୟ ନୁହଁ ସେ ଭଲ ଗୀତ ମଧ୍ୟ ଗାଆନ୍ତି । ତାଙ୍କ ଗୀତ ରେ କିଛି ଅଲଗା ଯାଦୁ ଥାଏ ଯାହା ଦର୍ଶକ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ସେ ଏମିତି ବହୁତ ସାରା ଗୀତ ଗାଇ ଛନ୍ତି ଯାହା ସୁପରହିଟ୍ ମଧ୍ୟ ହୋଇସାରିଛି । ତେବେ ବନ୍ଧୁଗଣ ହାସ୍ୟ ଅଭିନେତା ପପୁ ପମ ପମ ମୁଁ ବି ହେବି ନମିତା ଅଗ୍ରୱାଲ୍ ରେ ଗେଷ୍ଟ୍ ହୋଇ ଯାଇଥିଲେ ଆଉ ସେଠାରେ ତାଙ୍କୁ ଗୀତ ଗାଇବା ପାଇଁ ଅନୁରୋଧ କରା ଯାଇ ଥିଲା ।
ଆଉ ତାଙ୍କ ଅନୁରୋଧ କୁ ରକ୍ଷା କରି ହାସ୍ୟ ଅଭିନେତା ପପୁ ପମ ପମ ଗୀତ ଗାଇଥିଲେ । ଆଉ ସେ ଗାଇ ଥିବା ଗୀତ ଟି ନମିତା ଅଗ୍ରୱାଲ୍ ଙ୍କ ଗୀତ ଟି ହିଁ ଥିଲା । ସେହି ଗୀତ ର ନାଁ ହେଉଛି ” ମହୁରିଆ ମହୁରିଆ ବଜା ମହୁରୀ ବଜା “ଏହି ଗୀତ ଟି ଗାଇ ଛନ୍ତି ଯାହା ନମିତା ଅଗ୍ରୱାଲ୍ ଙ୍କ ଗୀତ ଥିଲା ଆଉ ଏହି ଗୀତ ଟି ଏତେ ସୁନ୍ଦର ଭାବରେ ଗାଇ ଥିଲେ ଯାହା ଫୁଣି ଥରେ ନମିତା ଅଗ୍ରୱାଲ୍ ଗାଇଲା ଭଳି ସମସ୍ତ ଙ୍କୁ ବହୁତ ଭଲ ଲାଗିଥିଲା । ଯାହା କି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାକୁ ଲାଗୁଚି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।