ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ ଲୋକ ପ୍ରିୟ । ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ଅନେକ ହାସ୍ୟ ଅଭିନେତା ଅଛନ୍ତି । ଏହି ଅଭିନେତା ମାନେ ନିଜ ଜବରଦସ୍ତ କମିଡି ପାଇଁ ବେସ ଲୋକ ପରିଚିତ ।
ତାହେଲେ ଆଜି ଆମେ ସେହିଭଳି ଜଣେ ହାସ୍ୟ ଅଭିନେତା ମାନ ଙ୍କ ବିଷୟ ରେ ଜାଣିବା । ଏହି ହାସ୍ୟ ଅଭିନେତା ଜଣକ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିଛନ୍ତି । ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ପପୁ ପମପମ । ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ପପୁ ପମପମ ବେସ ଚର୍ଚ୍ଚା ରେ ଅଛନ୍ତି ।
ନିଜ ଜବରଦସ୍ତ କମେଡି କୁ ନେଇ ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଆପଣ ମାନେ ଜାଣିଥିବେ ଯେ ପପୁ ପମପମ ଜଣେ ହାସ୍ୟ ଅଭିନେତା ହୋଇଥିଲେ ମଧ୍ୟ ସେ କିଛି ଚଳଚିତ୍ର ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଛନ୍ତି । ଦର୍ଶକ ମାନେ ପପୁ ଙ୍କ କମେଡି କୁ ବହୁ ସାରା ଭଲ ପାଇବା ଦେଇଛନ୍ତି । ନିଜ ଅଭିନୟ ମାଧ୍ୟମ ରେ ସେ ଅନେକ ଲୋକ ଙ୍କୁ ହସାଇ ହସାଇ ତାଙ୍କ ପେଟ ଦରଜ କରିଛନ୍ତି ।
ସେ ଦର୍ଶକ ମାନ ଙ୍କୁ ତାଙ୍କ ଜବରଦସ୍ତ କମେଡି ଅନେକ ବର୍ଷ ହେବ ଦେଖାଇ ଆସୁଛନ୍ତି ।ଆପଣ ମାନେ ତାଙ୍କ ରିଅଲିଟ ସୋ ଏକ୍ସ କ୍ୟୁଜ ମି ଯାହା କହିବି ସତ କହିବି ଆପଣ ଏଥିରେ ତାଙ୍କ ଜବରଦସ୍ତ କମେଡି ନିଶ୍ଚୟ ଦେଖି ଥିବେ । ବହୁତ୍ ଷ୍ଟେଜ ସୋ ରେ ମଧ୍ୟ ପପୁ ପମପମ୍ ଜବରଦସ୍ତ କମେଡି କରି ଦର୍ଶକ ମାନ ଙ୍କୁ ବେଶ୍ ମନୋରଂଜନ କରାଇ ଥାଆନ୍ତି ।
ବର୍ତ୍ତମାନ୍ ସମୟ ରେ ଏକ ଷ୍ଟେଜ ରେ ସୋ ପପୁ ପୁଣି କମେଡି କରି ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ପପୁ କହିଛନ୍ତି ଯେ ବର୍ତ୍ତମାନ୍ ସମୟ ରେ ଭଗବାନ ୧୪ ଟି ଅବତାର ରହିଛି , ୧୦ ଅବତାର ସରିଯିବା ପରେ ଆଉ ୪ ଅବତାର ଗୁଡ଼ିକ ହେଉଛି – ଏ-ଡ୍ସ , ଏହି ରୋଗ ରେ ଅନେକ ପାପି ଖଲାସ , ସ୍ୱାଇଁ ଫ୍ଲୁ , ବାର୍ଡ ଫ୍ଲୁ ପୁରା ଖଲାସ , ତା ପରେ କରୋନା ସବୁ ଖଲାସ ।
ବର୍ତ୍ତମାନ୍ ସମୟ ରେ ୧୪ ନମ୍ୱର୍ ଅବତାର ହେଉଛି ପ-ର-କ୍ରି-ୟା ପ୍ରୀତି ରୋଗ । ଏହି ରୋଗ ଟି କଣ ତାହା ସେ ଭଲ ଭାବରେ କହିଛନ୍ତି ସ୍ୱାମୀ ସ୍ତ୍ରୀ ଙ୍କୁ ନେଇ , ଯେଉଁ ମାନେ ଏହି ଭଳି କାର୍ଯ୍ୟ କରୁଛନ୍ତି ସେମାନ ଙ୍କୁ ପପୁ ପମପମ୍ କହିଛନ୍ତି ଓ ଅନ୍ୟ ଲୋକ ମାନେ ତାହାର ମଜା ନେଉଛନ୍ତି , ଏହି ରୋଗ କୁ ନେଇ ସେ ଏକ ଭଲ ଷ୍ଟୋରି ଟିଏ ମଧ୍ୟ କହିଛନ୍ତି , ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।