Breaking News

କାଇଁକି ଅଛନ୍ତି ଦୁଃଖରେ ଲେଡି ଭିଲିଆନ ମିନୁ ମହାପାତ୍ର କହିଲେ ସତ – ଦେଖନ୍ତୁ ଭିଡିଓ

ଯାତ୍ରା ଅଭିନେତ୍ରୀ ମିନୁ ମହାପାତ୍ର ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ ।ଅଭିନେତ୍ରୀ ମିନୁ ମହାପାତ୍ର ଙ୍କ ର ଯାତ୍ରା ଜଗତ ରେ ବେସ୍ ନାଁ ରହିଛି । ବହୁତ୍ ସୁନ୍ଦର୍ ଅଭିନୟ କରନ୍ତି ଅଭିନେତ୍ରୀ ମିନୁ ମହାପାତ୍ର। ତାଙ୍କ ସୁନ୍ଦର୍ ଅଭିନେତ୍ରୀ ଭାବରେ ଦର୍ଶକ ମାନେ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଛନ୍ତି । ତାଙ୍କ ଅଭିନୟ ଦର୍ଶକ ମାନଙ୍କ ର ବେସ୍ ପସନ୍ଦ। ସୋସିଆଲ ମିଡ଼ିଆ ଜରିଆରେ ଯାତ୍ରା ଅଭିନେତ୍ରୀ ମିନୁ ମହାପାତ୍ର ଙ୍କ ର ସାକ୍ଷାତକାର ନିଆ ଯାଇଛି।

ଅଭିନେତ୍ରୀ ମିନୁ ମହାପାତ୍ର ଯାତ୍ରା ଅପେରା ରେ ଅନେକ ସୁପରହିଟ ନାଟକ ରେ ଅଭିନୟ କରିଛନ୍ତି। ତାଙ୍କର ସୁପରହିଟ ନାଟକ ବଦନାମ୍ ଗଳିର ଝିଅ ରେ ସେ ଅଭିନୟ କରିଥିଲେ । ତାଙ୍କର ଅଭିନୟ ସେହି ନାଟକ ରେ ବେସ୍ ଚମତ୍କାର ଥିଲା । ସାରା ଓଡ଼ିଶାରେ ଏହି ନାଟକ ଟି ଚହଳ ସୃଷ୍ଟି କରିଥିଲା । ଯାତ୍ରା ଅଭିନେତ୍ରୀ ମିନୁ ମହାପାତ୍ର ଙ୍କ ଅଭିନୟ ସେହି ନାଟକ ରେ ଉଚ୍ଚ କୋଟୀର ରହିଥିଲା ।

ସେ ସେହି ନାଟକ ରେ ତାଙ୍କ ଚରିତ୍ର କୁ ଜୀବନ୍ତ ର ରୂପ ଦେଇଥିଲେ । ସେହି ନାଟକ ରେ ହିରୋ ଚରିତ୍ର ରେ ଅଭିନୟ କରିଥିଲେ ଅଭିନେତା ସୂର୍ଯ୍ୟ ମହାପାତ୍ର । ତାଙ୍କ ଯୋଡ଼ି କୁ ମଧ୍ୟ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ଆଉ ଏବେ ଅଭିନେତ୍ରୀ ମିନୁ ମହାପାତ୍ର ବହୁତ୍ ଦୁଃଖରେ ଅଛନ୍ତି । କାରଣ ହେଉଛି ଅଭିନେତା ସୂର୍ଯ୍ୟ ମହାପାତ୍ର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ନାହିଁ । ଆଉ ସେଥିପାଇଁ ଅଭିନେତ୍ରୀ ମିନୁ ମହାପାତ୍ର ବହୁତ୍ ଦୁଃଖରେ ଅଛନ୍ତି ।


ସେ ସାରା ଓଡ଼ିଶା ବାସୀ ଙ୍କୁ କହିଛନ୍ତି ଯେ ସମସ୍ତେ ଆଶୀର୍ବାଦ କରନ୍ତୁ ଯେମିତି ସୂର୍ଯ୍ୟ ମହାପାତ୍ର ଖୁବ୍ ଶୀଘ୍ର ଭଲ ହୋଇଯିବେ । ଆଉ ପୁଣି ଥରେ ସେ ଯାତ୍ରା ପେଣ୍ଡାଲ ରେ ଆସି ଅଭିନୟ କରିବେ । ପୁଣି ଥରେ ତାଙ୍କର ପ୍ରିୟ ଦର୍ଶକ ମାନଙ୍କ ର ମନୋରଞ୍ଜନ କରି ପାରିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *