Breaking News

କାର୍ ଭିତରେ ସ୍ୱାମୀଙ୍କ ସହ ଅନ୍ୟ ଯୁବତୀଙ୍କୁ ଦେଖି ପଚାରିଲେ ଇଏ କିଏ ? ଆଉ ତାପରେ ଯାହା ହେଲା ଦେଖିଲେ ଆପଣ …

ଦର୍ଶକ ବନ୍ଧୁ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ବହୁ ପରିମାଣ ରେ ଭାଈରାଲ ହୋଇଥାଏ । ଏହି ଭାଈରାଲ ଭିଡିଓ କୁ ଆପଣଙ୍କ ନିଶ୍ଚୟ ଦେଖିଥିବେ । ଆଜି ଆମେ ସେହିଭଳି ଏକ ଖବର ବିଷୟ ରେ ଜାଣିବା ଯାହା କି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତାହେଲେ ଆସନ୍ତୁ ଜାଣିବା

 

ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ ଜାଣିବା ସେ ହେଉଛନ୍ତି ଜଣେ ଜଣା ଶୁଣା ଚଳଚ୍ଚିତ୍ର ନିର୍ମାତା । ଏହି ଫିଲ୍ମ ନିର୍ମାତା ଙ୍କ ନାମ ହେଉଛି କମଳ ମିଶ୍ରା , କମଳ ମିଶ୍ରା କେଉଁ ଆଡେ କାର ଭିତରେ ଅନ୍ୟ ଜଣେ ଯୁବତୀ ଙ୍କ ସହ ରୋମାନ୍ସ କରୁଥିବା ସମୟ ରେ ଏହି ଦୃଶ୍ୟ ଟି ଦେଖି ଦେଲେ ତାଙ୍କ ପତ୍ନୀ । ନିଜ ସ୍ତ୍ରୀ ଯେତେବେଳେ ସ୍ୱାମୀ ଙ୍କ ପାଖ କୁ ଗଲେ

 

ପଚାରି ଥିଲେ ଯେ ଏହି ଯୁବତୀ ଜଣକ କିଏ ବୋଲି , ଏହା ପରେ ଯାହା ବି କିଛି ହେଲା ତାହା ଆମେ ଆପଣ ଙ୍କୁ ଦେଖାଇ ପାରିବୁ ନାହିଁ କି କହି ପାରିବୁ ନାହିଁ । ଖାଲି ଆପଣ ଙ୍କୁ ଏତିକି କହି ରଖୁଛୁ ଯେ ନିଜ ସ୍ତ୍ରୀ ଉପରେ କାର ଚଢାଇ ଦେଈ ଥିବାରୁ କମଳ ମିଶ୍ରା ଙ୍କ ନାମ ମାମଲା ରୁଜ୍ଜୁ ହୋଇଛି । ସ୍ତ୍ରୀ କୁ କାର ଚଢାଇ ବାର କାରଣ ହେଲା ଯେ

 

ସେ କାର ଭିତରେ ସ୍ବାମୀ ଙ୍କ ସହ ଅନ୍ୟ ଏକ ମହିଳା ଙ୍କୁ ଦେଖିଥିଲେ ଆଉ ଯାଇଥିଲେ ତାଙ୍କ ସ୍ଵାମୀ କୁ ପଚାରିବା ପାଇଁ । ତା ପରେ ସ୍ବାମୀ ଗାଡି ନେଇ କେଉଁ ଆଡ଼େ ସଙ୍ଗେ ସଙ୍ଗେ ପଳାଇ ଯାଇଥିଲେ , ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି , ବନ୍ଧୁଗଣ ଏହି ଭଳି ଘଟଣା ଟି ଘଟିଛି ମହାରାଷ୍ଟ୍ର ର ଏକ ପାର୍କିଂ ସ୍ଥାନ ରେ ।

 

ଫିଲ୍ମ ପ୍ରଯୋଜକ ମିଶ୍ରା ଙ୍କ ପତ୍ନୀ , ଙ୍କ ଅଭିଯୋଗ ଅନୁସାରେ କାର ଭିତରେ ସ୍ବାମୀ ଙ୍କ ସହ ଆଉ ଜଣେ ସ୍ତ୍ରୀ ଲୋକ କୁ ଦେଖିଥିଲେ ସେଥିପାଇଁ ସେ କାର ପାଖ କୁ ଯାଇଥିଲେ ଓ ସେଠାରୁ ସ୍ତ୍ରୀ ଠାରୁ ଖସି ଯିବା ପାଇଁ ଚେଷ୍ଟା କରିଥିଲେ କମଳ । ଯାହା ଫଳ ରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା ଓ ସେ ମେଡିକାଲ ରେ ଅଛନ୍ତି ।।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *