Breaking News

କାଲି ପିନ୍ଧିଥିଲେ କ୍ରିମ୍ କ୍ରିମ୍, ଆଜି ରେଡ୍ ଆଉ ହ୍ୱାଇଟ ପିନ୍ଧି ଜଗାଦର୍ଶନ କଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା …

ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କାଲି ବିବାହ ସରିଯାଇଛି । ଆଉ ଆଜି ସେ ପୁରୀ ଆସିଛନ୍ତି କାଳିଆ ଙ୍କୁ ଦର୍ଶନ କରିବା ପାଇଁ ।ନିଜ ପତ୍ନୀ ଙ୍କ ସହିତ ବିବାହ ର ପର ଦିନ ଆସିଛନ୍ତି ପୁରୀ ।ଆଉ ଜଗନ୍ନାଥଙ୍କୁ ଦର୍ଶନ କରି ନିଜର ବୈବାହିକ ଜୀବନ ସୁଖମୟ ହେବା ପାଇଁ ଜଣାଇଛନ୍ତି ଠାକୁର ଙ୍କୁ ।ବିଧାୟକ ଦିବ୍ୟ ଶଙ୍କର ମିଶ୍ର ବିବାହ କରିଛନ୍ତି ଭବାନୀ ଅଗସ୍ତି ଙ୍କ ଝିଅ ପ୍ରିୟଙ୍କା ଅଗସ୍ତି ଙ୍କୁ ।ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ସିଉଳା ରୀସର୍ଟ ରେ ତାଙ୍କର ଗତ କାଲି ବିବାହ ଅନୁଷ୍ଠିତ ହୋଇଛି।

ଆଉ ଆଜି ଜଗା ଙ୍କ ର ଦର୍ଶନ କରିବାକୁ ଆସିଛନ୍ତି ।ପୂର୍ବରୁ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଅନ୍ୟ ଜାଗାରେ ବିବାହ କରିଥିଲେ ।ଆଉ ପାରିବାରିକ ସମସ୍ୟା ରୁ ସେ ଛାଡ଼ପତ୍ର ନେଇଛନ୍ତି ।ଆଉ ସେପଟେ ପ୍ରିୟଙ୍କା ଅଗସ୍ତି ମଧ୍ୟ ଆଗରୁ ବିବାହ କରିଥିଲେ ।ଏହି ଦ୍ଵିତୀୟ ବିବାହ ଦୁଇ ଜଣଙ୍କ ପାଇଁ ଦ୍ଵିତୀୟ।ପ୍ରିୟଙ୍କା ଅଗସ୍ତି ହେଉଛନ୍ତି ଜଣେ ସଫ୍ଟୱୟର ଇଞ୍ଜିନିୟର।ପ୍ରିୟଙ୍କା ଭୁବନେଶ୍ଵର ର ଗୋଟିଏ ସଫ୍ଟୱେର କମ୍ପାନୀ ରେ କାମ କରୁଛନ୍ତି ।

ତାଙ୍କର ଦ୍ଵିତୀୟ ବିବାହ କୁ ନେଇ ସବୁଠି ଏବେ ଚର୍ଚ୍ଚା ଚାଲିଛି। ଏବଂ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିବାହ କୁ ନେଇ ଅନେକ ଭିଡ଼ିଓ ମଧ୍ୟ ପୋଷ୍ଟ ହୋଇଛି ।ନୂଆ କରି ପୁଣି ଥରେ ସଂସାର କରିବାକୁ ଯାଉଛନ୍ତି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା ଅଗସ୍ତି ।ଏବଂ ଜୀବନରେ ଘଟି ଯାଇଥିବା ଖରାପ ଦିନ ଗୁଡ଼ିକର ପୁନରାବୃତ୍ତି ନ ହେଉ ବୋଲି ପୁରୀ କାଳିଆ ଠାକୁର ଙ୍କୁ ଦର୍ଶନ କରିଛନ୍ତି ।ବିବାହ କୁ ନେଇ ଦୁହେଁ ବେସ୍ ଖୁସୀ ଥିବାର ନଜର ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ବିବାହ ର ଫୋଟୋ ଓ ଭିଡ଼ିଓ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାକୁ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *