ଓଡ଼ିଆ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇ ରାଲ୍ ହେଉଛି । ଭିଡ଼ିଓ ରେ ଅଭିନେତା ବାବୁଶାନ୍ କେହି ଜଣକୁ ରାଗରେ କିଛି କଥା କହୁଛନ୍ତି। ଆଉ ସେ କାହା ଉପରେ ଏମିତି ରଗୁଛନ୍ତି ବୋଲି ସମସ୍ତଙ୍କ ମନରେ ଏଇ ଗୋଟିଏ ପ୍ରଶ୍ନ ଚାଲିଛି। ହେଲେ ଆମେ ଆପଣ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଅଭିନେତା ବାବୁଶାନ୍ ମହାନ୍ତି କାହା ଉପରେ ରାଗି ନାହାନ୍ତି ।
ସେ ହେଉଛି ତାଙ୍କର ଏକ ସିନେମା ର ଡାଇଲଗ୍। ଯାହା କି ସେ ତାଙ୍କ ଫ୍ୟାନ୍ସ୍ ମାନଙ୍କ ପାଇଁ କହିଛନ୍ତି । ଅଭିନେତା ବାବୁଶାନ୍ ଅନେକ ସୁପର୍ ହିଟ୍ ସିନେମା ଓଡ଼ିଆ ଦର୍ଶକ ମାନଙ୍କୁ ଉପହାର ଦେଇ ଆସିଛନ୍ତି। ଆଉ ନିକଟରେ ତାଙ୍କର ଏକ ସିନେମା ଦମନ ବିଶ୍ଵ ପ୍ରସିଦ୍ଧ ଲାଭ କରିଛି। ସିନେମା ରେ ଅଭିନେତା ବାବୁଶାନ୍ ମହାନ୍ତି ସୁନ୍ଦର୍ ଅଭିନୟ କରି ପୁରସ୍କୃତ ହୋଇଛନ୍ତି ।
ଆଉ ତାଙ୍କର ପୁଣି ଏକ ନୂଆ ସିନେମା ର ସୁଟିଂ ଚାଲିଛି ସିନେମା ର ନାଁ ହେଉଛି ମାଲ୍ୟାଗୀରି। ଏହି ସିନେମା ରେ ପ୍ରଥମ ଥର ପାଇଁ ଅଭିନେତା ବାବୁଶାନ୍ ମହାନ୍ତି ଏବଂ ଅଭିନେତା ଅମ୍ଲାନ ଦାସ୍ ଏକା ସାଙ୍ଗରେ ନଜର ଆସିବେ । ଆଉ ଏହି ନୂଆ ସିନେମା କୁ ନେଇ ଏବେ ଅଭିନେତା ବାବୁଶାନ୍ ମହାନ୍ତି ବ୍ୟସ୍ତ ରହିଛନ୍ତି ।
ନିକଟରେ ହୋଲି ରେ ସେ ସମସ୍ତଙ୍କ ସହିତ ମିଶି ରଙ୍ଗ ଖେଳିଛନ୍ତି । ଆଉ ତାଙ୍କ ଫ୍ୟାନ୍ସ୍ ମାନଙ୍କୁ ହୋଲି ପାଇଁ ଶୁଭେଛା ଜଣାଇ ଛନ୍ତି । ଅଭିନେତା ବାବୁଶାନ୍ ରୋମିଓ ଦ ଲଭର୍ ବୟେ ସିନେମା ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଆଉ ବର୍ତ୍ତମାନ ସେ ପାଞ୍ଚ ହଜାର ରୁ ଅଧିକ ସିନେମା ରେ ଅଭିନୟ କରି ସାରିଛନ୍ତି ।
ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଦେଶ ବାହାରେ ମଧ୍ୟ ପରିଚିତ ହୋଇ ପାରିଛନ୍ତି। ଏବଂ ତାଙ୍କ ଆଗାମୀ ସିନେମା କୁ ନେଇ ସେ ବର୍ତ୍ତମାନ ସୁଟିଂ ରେ ବ୍ୟସ୍ତ ରହିଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।