ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ମାନଙ୍କ ର ସମସ୍ତ ଙ୍କ ମନୋରଞ୍ଜନ ପାଇଁ ସିନେମା ସିରିଏଲ ଯାତ୍ରା ଆଲବମ୍ ଅଛି ଯାହା କୁ ଦେଖି ଆମର ମନୋରଞ୍ଜନ ହେଇ ଥାଏ । ଏ ସବୁ ଥିରେ ଅଭିନୟ କରିବା ପାଇଁ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ସିନେମା କୁ ଯେତେ ଲୋକ ମାନେ ଦେଖି ବାକୁ ଭଲ ପାଆନ୍ତି ସେତିକି ଯାତ୍ରା ମଧ୍ୟ ଦେଖିବାକୁ ଲୋକ ମାନେ ବହୁତ ଭଲ ପାଆନ୍ତି । ଆଜି ଆମେ ଆପଣ ମାନଂକୁ ଯାତ୍ରା ର ଜଣେ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ପାଅନ୍ତି ।
ଆଜି ଆମେ ଆପଣ ମାନଂକୁ ଏମିତି ଯାତ୍ରା କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାହେଲେ ଆପଣ ମାନେ ବିନୋଦ ନାଥ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ ।
ସେ ଏବେ ତାପସ ସାର ଙ୍କ ସହ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଯାହା କି ତାଙ୍କ କହିବା ଅନୁଯାୟୀ ବହୁତ ସୁପର ହେଇଚି ଏହି ନାଟକ ଟି ।ବିନୋଦ ନାଥ ବହୁତ ସାରା ନାଟକ ଅଭିନୟ କରିଛନ୍ତି ଆଉ ତାଙ୍କ ର ସବୁ ଠାରୁ ଅଧିକ ପସନ୍ଦ ର ନାଟକ ଥିଲେ ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ । ଆଉ ଏହି ନାଟକ୍ ଟି ବହୁତ ଦମଦାର ହୋଇ ଥିଲା ଆଉ ଏବେ ନୂଆ ନୂଆ ଜାଗା ରେ ନାଟକ କରୁଛନ୍ତି ଏବେ ଏହାର ଚର୍ଚ୍ଚା ବହୁତ ରହିଛି ।
ସବୁ ନାଟକ ରେ ବିନୋଦ ନାଥ ଙ୍କ ର ଅଲଗା ଅଲଗା ଭୂମିକା କେଉଁଠା ରେ ହିରୋ ତ ଆଉ କେଉଁ ଠାରେ ଭିଲିୟାନ୍ ରୋଲ ହେଲେ ସବୁ ଭୂମିକା କୁ ବହୁତ ଭଲ କରନ୍ତି ଆଉ ଅଭିନୟ କୁ ବହୁତ ଭଲ ପାଆନ୍ତି । ଆପଣ ମାନେ ଜାଣିଥିବେ ଆଗ ରୁ ରାତି ଯାକ ନାଟକ ହେଉଥିଲା କିନ୍ତୁ ଏବେ 3 ଘଣ୍ଟା ବା 4 ଘଣ୍ଟା ନାଟକ ହେଉଛି ତଥାପି କାହାଣୀ ଏମିତି କରା ଯାଉଛି ଯାହା ଦର୍ଶକ ମାନେ ବହୁତ ପସନ୍ଦ କରିବେ ।
କିଛି ଦର୍ଶକ ଅଛି ଯାହା କି ସେମାନେ କେବଳ ମେଲୋଡି ଦେଖୁଛନ୍ତି ଆଉ ଆଜି ବି ବହୁତ ଦର୍ଶକ ମାନେ ଅଛନ୍ତି ଯେଉଁ ମାନେ ଜାତ୍ରା କୁ ବହୁତ ଭଲ ପାଆନ୍ତି ଆଉ ପୁରା ରାତି ଅନିଦ୍ରା ହୋଇ ନାଟକ ଦେଖିବାକୁ ବସିଥାନ୍ତି । ଆଉ ବର୍ତମାନ ସମୟ ରେ ଏଣ୍ଟରଣ୍ଟେନ୍ମେଣ୍ଟ କହିଲେ ଯାତ୍ରା ଯାହାକି ଯାତ୍ରା ରେ ଅଭିନେତା ଓ ଅଭିନେତ୍ରୀ ମାନେ ଲାଇଭ୍ ରେ ଅଭିନୟ କରନ୍ତି ଯାହା କି ଦର୍ଶକ ମାନେ ବହୁତ ଭଲ ପାଅନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।