Breaking News

କାହିଁକି ଓ କେତେବେଳେ ମ-ଦ ପିଅନ୍ତି ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା (Rani Panda), କଣ କହିଲେ ରାନୀ ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ ଯାତ୍ରା ଦୁନିଆ ବିଷୟ ରେ ଖୁବ ଭଲ ଭାବରେ । ଯାତ୍ରା ହେଉଛି ସିରିଏଲ ଆଉ ଫିଲ୍ମ ଠାରୁ ସମ୍ପୁର୍ଣ୍ଣ ଅଲଗା । କିନ୍ତୁ ଏହା ଲୋକ ମାନେ ଦେଖିବାକୁ ବହୁତ ପସନ୍ଦ କରି ଥାଆନ୍ତି । ଆଉ ଏବେ ଯାତ୍ରା ରେ ଅଭିନୟ୍ କରୁଥିବା କଳା କାର ମାନେ କଉ ସିନେମା ର କଳା କାର ଙ୍କ ଠାରୁ କିଛି କମ ନୁହଁ । ଯାତ୍ରା ଦୁନିଆ ର ଅଭିନେତ୍ରୀ ରାନୀ ପଣ୍ଡା । ଏହି ନାଁ ଟିକୁ ସମସ୍ତେ ଜାଣନ୍ତି ।

ସେ ତାଙ୍କ ଅଭିନୟ ପାଇଁ ସାରା ଓଡିଶା ରେ ସୁପରିଚିତ ଅଛନ୍ତି । ସେ ଓଡିଶା ର ଯାତ୍ରା ଦୁନିଆ ର ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଆପଣ ମାନେ ଜାଣିଥିବେ ସବୁ ବେଳେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ରାନୀ ପଣ୍ଡା ଙ୍କ ର । ରାନୀ ପଣ୍ଡା ଙ୍କ ଭିଡିଓ ସୋସିଆଲ ମିଡ଼ିଆ ରେ ଅଧିକ ରୁ ଅଧିକ ମତ୍ରା ରେ ଭାଇରାଲ ହୁଏ ।

ଛୋଟ ରୁ ବଡ଼ ସମସ୍ତେ ଚିହ୍ନି ଛନ୍ତି ରାନୀ ପଣ୍ଡା ଙ୍କୁ ସେ ତାଙ୍କ ଅଭିନୟ ରେ ସବୁ ବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ବର୍ତ୍ତମାନ ସମୟରେ ରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ । ରାନୀ ପଣ୍ଡା ଏହି ଭିଡିଓ ରେ ନିଜ ବିଷୟ ରେ ସୁଚନା ଦେଇଥିବାର ନଜର ରେ ଆସିଛନ୍ତି ।

ରାନୀ ପଣ୍ଡା ଏହି ଭିଡିଓ ରେ କହିଛନ୍ତି କି ସେ ଏତେ ଖରାପ ଝିଅ ନୁହଁ ଯେ ସେ ମ-ଦ ପିଇ ମାତାଲ୍ ହେଇ ରାସ୍ତା ରେ ଗଡିବେ । ସେ କେବେ କାହାକୁ ଅ-ସ-ଭ୍ୟ ଭାଷାରେ କହି ନିଜ କୁ ତଳେ ପକାଇ ଛୋଟ ହେଇଯିବା କେବେ ବି ସେ ଚେଷ୍ଟା କରି ନାହାନ୍ତି । ସେ ଏକଥା କହି ମାନିଛନ୍ତି କି ହେଇ ପରେ ସେ କୌଣସି ପାର୍ଟି କି ସାଙ୍ଗ ସହ ମିଶିଲେ କିଛି ଡ୍ରି-ଙ୍ଗ୍ସ୍ କରୁଛନ୍ତି ।

କିନ୍ତୁ ଏହା ଏବେ ବହୁତ କମନ ହୋଇ ସାରିଲାଣି କାରଣ ଏହା କେବେଳ ରାନୀ ପଣ୍ଡା ନୁହଁ ବହୁତ ସେଲିବ୍ରିଟି ଓ ସାଧାରଣ ଝିଅ ଅଛନ୍ତି ଯେଉଁ ମାନେ ମଦ ପିଇଛନ୍ତି । କିନ୍ତୁ ରାନୀ ପଣ୍ଡା ପିଉଛନ୍ତି ହେଲେ କେବେ ମ-ଦ ପିଇ ମ-ଦୁ-ଆ-ଣି ଭଳି ବ୍ୟବହାର୍ କରି ନାହାନ୍ତି । କେବେ କେବେ ସେ କ୍ଲବ ପାର୍ଟି ଏ ସବୁ କୁ ଗଲେ ଡ୍ରି-ଙ୍ଗ୍ସ୍ କରନ୍ତି ତା ମାନେ ନୁହଁ କି ସେ ମ-ଦ ପିଇ କାହାକୁ ଅ-ସ-ଭ୍ୟ ଭାଷାରେ କଥା ହେଇଛନ୍ତି କି ରାସ୍ତା ରେ ଗଡୁଛି ।

ତାହା ସହ ରାନୀ ପଣ୍ଡା କହିଲେ ସେ ତାଙ୍କ ଜୀବନ କୁ ବହୁତ ସଙ୍ଗର୍ସ ର ସହ ଲଢିଛନ୍ତି ଯଦି କିଏ ତାଙ୍କ ଜୀବନ କୁ ଯାଇ ଜିଇଁବ ତାହେଲେ ବୁଝି ପାରିବ ରାନୀ ପଣ୍ଡା କେତେ କଷ୍ଟ ରେ ରହୁଛନ୍ତି । ତାହା ସହ ରାନୀ ପଣ୍ଡା କହିଲେ ତାଙ୍କ ଠାରୁ ଶିକ୍ଷିତ ତାଙ୍କ ଠାରୁ ସରଳ ,ସୁନ୍ଦର, ଦରଦୀ ମଣିଷ , ଗୋଟିଏ ଖୋଲା ହୃଦୟ ମଣିଷ , ଏମିତି ରାନୀ ପଣ୍ଡା ଙ୍କ ଭଳି ଭଲ ମଣିଷ ଏ ଦୁନିଆ ରେ ଖୋଜି ଲେ ବି ମିଳିବନି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *