Breaking News

କାହିଁକି ଜୟ ଶର୍ମା ହେଲେ ଜୟା କିଶୋରୀ? ଜାଣନ୍ତୁ କଣ ରହିଛି ରହସ୍ୟ.. – ଦେଖନ୍ତୁ ଭିଡିଓ

ଯୁବ ସନ୍ୟାସିନୀ ଜୟା କିଶୋରୀ ଯାହାର ବୟସ ବହୁତ କମ୍ ଆଉ ରହି ବୟସ ରେ ତାଙ୍କ ର ଲକ୍ଷେ ଲକ୍ଷେ ଭକ୍ତ । ତେବେ ଜାଣିବାକୁ ଚାହୁଁ ଛନ୍ତି କି କାହିଁକି ଜୟା ଶର୍ମା ହେଲେ ଜୟା କିଶୋରୀ । କହିଲେ ଏହା ପଛର ରହସ୍ୟ ନିଜେ ଜୟା କିଶୋରୀ । ସମସ୍ତ ଙ୍କ ର କିଛି ନା କିଛି ଲକ୍ଷ ଥାଏ କିନ୍ତୁ ପରିସ୍ଥିତି ରେ ପଡି କିମ୍ବା ସମାଜ ଦ୍ରୁତଗାମି ସ୍ରୋତ ରେ ପାଠ ପଢା ଚାକିରୀ ଆଉ କ୍ୟାରିଅର ଓ ବୈବାହିକ ଜୀବନ ରେ ଛନ୍ଦି ହେଇ ପଡ଼ୁ ।

ଏଥିରେ ଜଣେ କି ଦୁଇ ଜଣ ନୁହଁ ବହୁତ ପ୍ରତିଶତ ର ଲୋକେ ଏଥିରେ ପଥିକ କିନ୍ତୁ ଏଥିରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଭିଡ଼ ଭୀତ ରୁ ବାହାରି କିଛି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଜି ସେହି ଭଳି ଜୟା କିଶୋରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ । ଯିଏ ମାତ୍ର 21 ବର୍ଷ ବୟସ ରେ ସନ୍ୟାସିନୀ ହୋଇ ଲୋକ ମାନଙ୍କ ପାଖ ରେ ପହଞ୍ଚି ଯାଇଛନ୍ତି ।

ସେ ଏବେ ଜଣେ ପ୍ରତିଷ୍ଠିତ ପ୍ରବଚକ ଭଜନ ଗାଇକା ତଥା motivational speaker । ଜୟା କିଶୋରୀ ଙ୍କ ର ପୂର୍ବ ରୁ ନାଁ ଥିଲା ଜୟା ଶର୍ମା । ଜୟା 1996 ମହିସା ରେ କୋଲକତା ର ବ୍ରାହ୍ମଣ ପରିବାର ରେ ଜନ୍ମ ହୋଇ ଥିଲେ । ତେଣୁ ତାଙ୍କ ର ପିଲା ଦିନ ରୁ ଶ୍ଳୋକ ଉପରେ ବହୁତ ରୁଚି ଥିଲା ଆଉ ତାଙ୍କ ର ପାଟି ରୁ ସଂସ୍କ୍ରୁତ ହିଁ ଉଚ୍ଚାରଣ କରିଥିଲେ ।

ସେ ଗୋଟିଏ ସାକ୍ଷାତକାର ରେ କହିଛନ୍ତି ସେ ଭଜ୍ନ ଗାଇବା ଆରମ୍ଭ କରିଥିଲେ । ଏ ସବୁ ଯେତେବେଳେ ଆରମ୍ଭ କଲେ ସେତେବେଳେ ବହୁତ ଛୋଟ ଥିଲେ । ତାଙ୍କୁ ଆଧ୍ୟାତ୍ମିକତା ଦିଗରେ ନେବା ଦିଗ ରେ ସଂଗୀତ ତାଙ୍କ ର ପ୍ରଥମ ପଦକ୍ଷେପ ଥିଲା । ଯେତେବେଳେ ତାଙ୍କୁ 10 ବର୍ଷ ହୋଇ ଥିଲା ସେତେବେଳେ ସେ ସ୍ବାମିଜୀ ଙ୍କ ର କାହାଣୀ ଶୁଣନ୍ତି ।

ତାହା ଶୁଣି ସେ ଅନୁଭବ କଲେ ସେ ବି ମଧ୍ୟ ଏମିତି ସବୁ କାହାଣୀ ସମସ୍ତ ଙ୍କୁ କହି ଶୁଣେଇବେ । ଏହା ପରେ ଏହା ପ୍ରସ୍ତୁତ କରିବା ପାଇଁ ତାଙ୍କୁ ପ୍ରାୟ ଦେଢ଼ ବର୍ଷ ଲାଗି ଥିଲା । ଏହା ପରେ ସେ କେବେ ଜୟା ଶର୍ମା ରୁ ଜୟା କିଶୋରୀ ହୋଇ ଯାଇଥିଲେ ଏହା ବିଷୟ ରେ ସେ ଜାଣି ପାରି ନଥିଲେ ।
ଗୁରୁ ପଣ୍ଡିତ ଗୋବିନ୍ଦ ରାମଜୀ ମିଶ୍ର ତାଙ୍କ ର ନାମ କାରଣ କରି ଥିଲେ ।

ସେ ମଧ୍ୟ ସ୍ନେହ ରେ କିଶୋରୀ ବୋଲି ଡାକୁ ଥିଲେ । ଆଉ ପରେ ସମସ୍ତେ ତାଙ୍କୁ ଜୟା କିଶୋରୀ ବୋଲି ଜାଣିଲେ । ସେ କେବେ ବି ସାଧୁ କି ସନ୍ଥ ନୁହଁ ତାଙ୍କୁ ଘରୋଇ ଢଙ୍ଗ ରେ ରହିବାକୁ ଚାହାନ୍ତି ସେ ସମସ୍ତ ଙ୍କ ଭଳି ବିବାହ କରି ଘର ସଂସାର କରି ରହିବାକୁ ଚାହାଁନ୍ତି । ସେ ଏକଥା ବି କହି ଛନ୍ତି ଯେ ସେ କୋଲକତା ରେ ବିବାହ କରିବାକୁ ଚାହାଁନ୍ତି ।

କାରଣ ସେ କୋଲକତା ରେ ବିବାହ କଲେ ସେ ତାଙ୍କ ବାପା ମାଆ ଙ୍କ ର ଦାୟିତ୍ୱ ନେଇ ପାରିବେ । ଆଉ ତାହା ସହ କହିଛନ୍ତି କି ସେ ସାରା ଜୀବନ ଭକ୍ତି ର ମାର୍ଗ କୁ ଛାଡ଼ିବେ ନାହିଁ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *