ଥାନା କୁ ଗଲେ ସିରିଏଲ ଜଗତ ର ଜଣାସୁଣା ଅଭିନେତ୍ରୀ ନୁପୁର୍ ମହାପାତ୍ର । ତେବେ ଦର୍ଶକ ବନ୍ଧୁ କ’ଣ ଘଟିଲା ତାଙ୍କ ସହ ଆଉ କାହିଁକି ଗଲେ ଥାନା କୁ ଓଡ଼ିଆ ସିରିଏଲ ଜଗତ ଜଣା ଶୁଣା ଅଭିନେତ୍ରୀ ନୁପୁର୍ ମହାପାତ୍ର । ଯଦି ଏହି ବିଷୟ ରେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣି ବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ର ଏହି ଆର୍ଟିକିଲ୍ ଟିକୁ ସମ୍ପୁର୍ଣ୍ଣରୂେପ ପଢ଼ନ୍ତୁ । ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ଖବର ଟିକୁ ଜାଣି ପାରିବେ ।
ଆପଣ ମାନେ ନୁପୁର ମହାପାତ୍ର ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ବହୁତ ଗୁଡିଏ ସିରିଏଲ ରେ ଅଭିନୟ କରିଥିବାର ନଜର ରେ ଆସି ସାରିଛନ୍ତି । ଲୋକପ୍ରିୟ ଚ୍ୟାନେଲ୍ ତରଙ୍ଗ ଚ୍ୟାନେଲ ହେଉ କିମ୍ବା ସାର୍ଥକ ଚ୍ୟାନେଲ ହେଉ ସବୁଥିରେ ସେ ତାଙ୍କ ଦକ୍ଷତା କୁ ଦେଖେଇ ପାରିଛନ୍ତି । ତେବେ ନୁପୁର୍ ମହାପାତ୍ର ନିକଟ ରେ ନଜର ରେ ଆସିଥିଲେ ଝିଲ୍ଲୀ ସିରିଏଲ ର ଟିନା ଙ୍କ ର ମାଆ ଙ୍କ ଭୂମିକା ରେ ।
ଯାହାକୁ ସେ ବହୁତ ସୁନ୍ଦର ଭାବରେ କରିଥିଲେ । ସେ ନେଗେଟିଭ୍ କ୍ୟାରକ୍ଟର୍ ରେ ନିଜର ଭୂମିକା କୁ ବହୁତ ସୁନ୍ଦର ଭାବରେ ନଜର ରେ ଆସିଥିଲେ ଲୋକ ମାନଙ୍କ ଆଗରେ । ବହୁତ ଭଲ ଅଭିନୟ କରନ୍ତି ନୁପୁର୍ ମହାପାତ୍ର । ଏବେ ନଜର ରେ ଆସିଛନ୍ତି ନୁପୁର୍ ଥାନା କୁ ଯିବାର । ସେ ମଞ୍ଚେଶ୍ଵର ଥନା ରେ ହାଜର ହୋଇଛନ୍ତି ନୁପୁର୍ ମହାପାତ୍ର । କାହିଁକି ନା ସେ ଏକ ଗାଡି ଫେସବୁକ୍ ରୁ କିଣିବାକୁ ଚାହୁଁଥିଲେ ଏବଂ ଏହି ଗାଡି ଟିକୁ କିଣିଲା ବେଳେ ତାଙ୍କ ର ସେଥିରେ ୱର୍ନରସିପ୍ ଚେଞ୍ଜ୍ ହୋଇ ନାହିଁ ।
ଏବଂ ଯେଉଁ ଲୋକ ଟି ତାଙ୍କୁ ଗାଡି ଦେବାକୁ କହିଥିଲା ତାଙ୍କ ସହ ଖେଳିବା ସହିତ ନୂଆ ଗାଡି କହି କି ଭଙ୍ଗା ଗାଡି ଟି ଦେଇ ଥିଲା । ଯାହାର ଏୟାର୍ ବ୍ୟାଗ୍ ନାହିଁ ବୋଲି କହିଛନ୍ତି ନୁପୁର୍ ମହାପାତ୍ର । ସେ ଲୋକ ଟି ତାଙ୍କ ସହ ଖେଳିବା ସର୍ତ୍ତେ ନାରାୟଣୀ ମୋଟରସ୍ ଗାଡି ଆଣିବା କଥା କହିଥିଲେ । ଏବଂ ଏହା ପରେ ପରେ ନୁପୁର୍ କହିଥିଲେ ଆଉ ଏହି ଲୋକ ଟିକୁ ଧରି ଥାନା ରେ ହାଜିର ହୋଇଛନ୍ତି ନୁପୁର୍ ମହପାାତ୍ର ।
ନୁପୁର୍ ମହାପାତ୍ର ଙ୍କ କହିବା ଅନୁସାରେ ସେ 3ଲକ୍ଷ 50 ହଜାର ଦେଇ ଆଣିଥିଲେ । ଏବଂ ଏହି ଗାଡି ତୀର ୱର୍ନରସିପ୍ ଚେଞ୍ଜ କରିବା ପାଇଁ ତାଙ୍କୁ ସେ ଯେତେ କହିଥିଲେ ବି ସେ ଶୁଣି ନଥିଲେ । ଏହା ପରେ ପରେ ସେ ଜାଣିବାକୁ ପାଇଲେ ଯେ ଏହି ଗାଡି ଟି ନୂଆ ନୁହଁ । ଏହି ଗାଡି ସହ ଏକ ବଡ଼ ଆକ୍ସିଡେଣ୍ଟ ମଧ୍ୟ ହୋଇ ସାରିଛି ତେଣୁ ସେ ଏହି ଗାଡି ଟିକୁ ନେବାକୁ ଚାହୁଁ ନାହାନ୍ତି । ଆଉ ତାଙ୍କ ପଇସା ଫେରେଇ ନେବା ପାଇଁ କହୁଛି । ଏହି ସବୁ କହି ସେ ଅଭିଯୋଗ କରିଛନ୍ତି ।
ଆଉ ଏହି ଅଭିଯୋଗ ଯୋଗୁଁ ମଞ୍ଚେଶ୍ଵର ଥାନା IIC କେସ୍ ଚଲେଇଛନ୍ତି । ତେବେ ଏହା ଆଗକୁ ଜଣା ପଡିବ ନୁପୁର୍ ମହାପାତ୍ର ଙ୍କୁ ପଇସା ମିଳିବ କି ନାହିଁ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।