ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତକାଲି ସରି ଯାଇଛି ଦଶହରା । ଗତକାଲି ଦଶହରା ରେ ଯେଉଁ ସ୍ଥାନ ରେ ଦଶହରା ବେଶ୍ ଧୁମ୍ ଧାମରେ ପାଳନ କରା ଯାଇ ଥାଏ ସେହି ସ୍ଥାନ ରେ ସମସ୍ତ ଲୋକ ମାନେ ବୁଲିବାକୁ ସହ ପୂଜା ମଣ୍ଡପ ରେ ମାଆ ଙ୍କ ଦର୍ଶନ କରି ଦଶହରା ମଜା ନେଉଥିଲେ । ଖାଲି ସେତିକି ନୁହେଁ ଲୋକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା ।
ଏହି ପୂଜା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ , ସଜାସଜୀ ରେ ସୁନ୍ଦର୍ ଭାବେ ହୋଇଥାଏ ଓ ଲାଇଟ୍ ମଧ୍ୟ ବହୁ ପରିମାଣ ରେ ଲଗା ଯାଇଥାଏ ଯାହାକି ଅନ୍ଧାର ର କୁ ଦୂର କରି ଆଲୋକିତ କରିଥାଏ ,ଓ ଲୋକ ମାନେ ରାତିସାରା ବୁଲିଥାନ୍ତି । ଖାଲି ସେତିକି ନୁହେଁ ବନ୍ଧୁଗଣ ଲୋକ ମାନ ଙ୍କ ପାଇଁ ବିଭିନ୍ନ ସ୍ଥାନ ରେ କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ ।
ଅନେକ କାର୍ଯ୍ୟକ୍ରମ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସି ଥାଆନ୍ତି । ଗତକାଲି ଏକ କାର୍ଯ୍ୟକ୍ରମ ରେ ନଜର ଆସିଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା , ସେଠାରେ ରାନୀ ପଣ୍ଡା ଙ୍କୁ ଦେଖିବା ପାଇଁ ଅନେକ ଦର୍ଶକ ଯାଇଥିଲେ ଓ ରାନୀ ପଣ୍ଡା ମଧ୍ୟ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଅନେକ କିଛି କରିଥିଲେ ।
ହଁ ବନ୍ଧୁ ଦର୍ଶକ ମାନ ଙ୍କ ପାଇଁ ନାଚ କରିବା ସହ ଗୀତ ଗାଇଥିଲେ ଓ ପରେ ଅଭିନୟ କରିଥିଲେ । ଦର୍ଶକ ମାନ ଙ୍କ ପାଇଁ ସେ ଅଭିନୟ କରିଥିଲେ , ଏହି ଅଭିନୟ ରେ ସେ ଅନେକ କଥା କଥା କହିଥିଲେ କାନ୍ଦି କାନ୍ଦି , ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।
ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ ଦେଖି ବେଶ୍ ଦୁଃଖିତ ଅନୁଭବ କରିଥିଲେ । ଆପଣ ମାନେ ଜାଣିଥିବେ ଯେ ରାନୀ ପଣ୍ଡା ନିଜ ଜବରଦସ୍ତ ଅଭିନୟ ଓ ନାଚ ପାଇଁ ସେ ବେଶ୍ ଲୋକ ପ୍ରିୟ ହେବା ସହିତ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବ ରେ ବେଶ୍ ପରିଚିତ । ଅଭିନେତ୍ରୀ ରାନୀ ପଣ୍ଡା ଜଣକ ଅନେକ ବିବାଦ ସାମ୍ନା କରି ବେଶ୍ ଲୋକ ପରିଚିତ ହୋଇପାରିଥିଲେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଦଶହରା କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦର୍ଶକ ମାନ ଙ୍କ ପାଇଁ ସେ ଯେଉଁ ଅଭିନୟ କରିଥିଲେ ତାହା ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ଏହି ଭିଡିଓ ସେ ନିଜେ ନିଜକୁ ଅନେକ କଥା କହିଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।