ଆପଣ ମାନେ ୟୁଟ୍ୟୁବ୍ ରେ ମିଷ୍ଟର ରାଉତ୍ ଙ୍କୁ ନିଶ୍ଚୟ ଜାଣିଥିବେ ଏବଂ ତାଙ୍କର ଭିଡ଼ିଓ ନିଶ୍ଚିତ ଭାବରେ ଦେଖିଥିବେ।ସେ ଅନେକ ବ୍ଲଗ୍ ଭିଡ଼ିଓ ମଧ୍ୟ ବନେଇଛନ୍ତୀ। ଏବଂ ଅନେକ ଭିଡ଼ିଓ ସଙ୍ଗ ରେ ଡାନ୍ସ ମଧ୍ୟ କରିଛନ୍ତି।ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି।ସେ ସୋସିଆଲ ମିଡିଆରେ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ବିଷୟରେ କିଛି କହିଛନ୍ତି।ସେ କହିଛନ୍ତି ଯେ ସେ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ବହୁତ୍ ଭଲ ପାଆନ୍ତି। ଏବଂ ଖାଲି ସେ ନୁହେଁ ତାଙ୍କ ଘର ଲୋକ ବି ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ବହୁତ୍ ପସନ୍ଦ୍ କରନ୍ତି।
ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ର କମେଡି ଭିଡ଼ିଓ ଦେଖି ସମସ୍ତେ ବହୁତ୍ ହସନ୍ତି।ତାଙ୍କ ନଜର ରେ ହାସ୍ୟ ଅଭିନେତା ପପୁ ପମପମ୍ ଜଣେ ବହୁତ୍ ଭଲ କଳାକାର। ଏବଂ ଜଣେ ବହୁତ୍ ଭଲ ମଣିଷ।ସେ ତାଙ୍କୁ ବହୁତ୍ ଭଲ ପାଆନ୍ତି।ଆଉ କିଛି ଲୋକ ଅଛନ୍ତି ଯେଉଁ ମାନେ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ବିଷୟରେ ବହୁତ୍ ଖରାପ୍ କଥା କହିଥାନ୍ତି।ହେଲେ ପପୁ ପମପମ୍ ବହୁତ୍ ବଢିଆ କମେଡି କରନ୍ତି ଏବଂ ତାଙ୍କ କମେଡି କୁ ଓଡ଼ିଆ ଦର୍ଶକ ମାନେ ପସନ୍ଦ କରିଛନ୍ତି।
ମିଷ୍ଟର୍ ରାଉତ୍ ଜଣେ ବ୍ଲୋଗର।ସେ ତାଙ୍କ ୟୁଟ୍ୟୁବ୍ ପେଜ ରେ ଅନେକ ବ୍ଲଗ୍ ଭିଡ଼ିଓ ଅପଲୋଡ଼ କରିଛନ୍ତି। ଏବଂ ତାଙ୍କର ଅନେକ ଫୋଲୋର୍ସ୍ ମଧ୍ୟ ରହିଛନ୍ତି ଇନସ୍ଟାଗ୍ରାମ୍ ସୋସିଆଲ ଆପ ରେ । ଏବଂ ଅନେକ ସୁନ୍ଦର୍ ସୁନ୍ଦର୍ ଭିଡ଼ିଓ ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ କରିଛନ୍ତି। ଏବଂ ୟୁଟ୍ୟୁବ୍ ରେ ମଧ୍ୟ ତାଙ୍କର ଅନେକ ସବସ୍କ୍ରାଇବର୍ ରହିଛନ୍ତି।ଜଣେ ଫେମସ୍ ବ୍ଲୋଗର୍ ହେଉଛନ୍ତି ମିଷ୍ଟର ରାଉତ୍।ତାଙ୍କର ସବୁ ଭିଡ଼ିଓ ଗୁଡ଼ିକ ବହୁତ୍ ସୁନ୍ଦର ହୋଇଛି। ଏବଂ ଦର୍ଶକ ମାନେ ତାଙ୍କ ଭିଡ଼ିଓ କୁ ପସନ୍ଦ କରୁଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।