6 ବର୍ଷ ପୁରୁଣା 2016 ରେ ଅଭିନୟ କରୁଥିବା ବହୁ ଚର୍ଚ୍ଚିତ କମେଡି କିଙ୍ଗ୍ ଅଭିନେତା ପପୁ ପମ୍ ପମ୍ ଙ୍କ ବିରୁଦ୍ଧରେ କା-ଷ୍ଟିଂ କା-ଉ-ଚ ର ଯେଉଁ ଅଭିଜୋଗ ମାମଲାଆସିଥିଲା ସେଥିରୁ ତାଙ୍କୁ ନିର୍ଦୋଷ ରେ ଖୋଲାସ୍ କରା ଯାଇଛି । ଫିଲ୍ମ ରେ ରୋଲ ଦେବା କହି ଅ-ସ-ଦା-ଚ-ର-ଣ କରିଥିଲେ ନା-ବା-ଳି-କା ଙ୍କ ସହିତ । ଏହି ଭଳି ଏକ ଅଭିଯୋଗ ଦେଇ ଥିଲେ ନା-ବା-ଳି-କା ।
ତେବେ ସ୍ବତନ୍ତ୍ର ଭାବେ ଏବେ ପପୁ ପମ୍ ପମ୍ ଖୋଲାସ୍ ପାଇଛନ୍ତି । 6 ମାସ ତଳେ ନାବାଳିକା ଦେଇଥିବା ଅଭିଯୋଗ କୁ ନିଜେ ଖଣ୍ଡନ କରି ଦେଇଥିଲେ । ଆଉ ପାଲଟି ଯାଇଥିଲେ ନିଜର ଅଭିଯୋଗରୁ । ନିର୍ଦ୍ଦୋସ୍ ପରେ ପପୁ ପମ୍ ପମ ଙ୍କ ର ଏ ନେଇ ଗଣମାଧ୍ୟମ ରେ ପ୍ରତିକ୍ରିୟା ସାମ୍ନା କୁ ଆସିବାକୁ ଲାଗିଛି ।
ଯେଉଁଠି ରେ ପପୁ ପମ୍ ପମ କହିଛନ୍ତି ଯେ ରାଜନୈତିକ ଅବିସନ୍ଧି ରଖି ତାଙ୍କର ଅନେକ ସାରା ଶତ୍ରୁ ହୋଇ ଥିଲେ । ସେ ବହୁତ ସଫଳତା ର ସହ ଚାଲୁ ଥିଲେ ତେଣୁ ଅନେକ ଲୋକ ତାଙ୍କୁ ଚ-କ୍ରା-ନ୍ତ୍ ରେ ଫସି ଯାଇଥିଲେ । ଆଉ ଏହି ଚ-କ୍ରା-ନ୍ତ୍ ରେ ଯାଇଥିଲେ ଜେଲ କୁ । ଯେଉଁଠି ରେ ତାଙ୍କୁ 3 ଦିନ ଭୀତ ରେ ବେଳ ମିଳିବା କଥା ସେହି ଥିରେ 43 କାଳ ଜେଲ ଭୀତ ରେ ରଖା ଯାଇଥିଲା । ଆଉ ଅଭିଯୋଗ ପରେ ସବୁ ସତ କଥା ଏବେ ସାମ୍ନା କୁ ଆସୁଛି ।
ପପୁ ପମ୍ ପମ ଙ୍କ କହିବା କଥା ଏବେ ସବୁ ଠିକ ହୋଇ ଯାଇଛି କ୍ଷୀର କୁ କ୍ଷୀର ଆଉ ପାଣି କୁ ପାଣି ହେଇ ଯାଇଛି । ଛୋଟ କଥା କୁ ଏବେ ବଡ଼ କରି ଦେଖା ଗଲା ପରେ ଓ ଅଭିଯୋଗ ପରେ ବି ତାଙ୍କୁ ଜେଲ ରେ ରହିବାକୁ ପଡିଲା । ମିଡ଼ିଆ ରେ ତାଙ୍କୁ ଅନେକ ଲୋକ ଅନେକ କଥା କହିଲେ ଓ ତାଙ୍କ ନାଁ ରେ ସିନେମା ହୋଇ ଗଲା ଆଉ ତାଙ୍କ ଚରିତ୍ର କୁ ଖରାପ କରା ଗଲା । ଆଉ ନା-ବା-ଳି-କା ଙ୍କ ଠାରୁ ସାଧା କାଗଜ ରେ ସିଗ୍ନେଚର୍ ବି କରା ଗଲା । ତେବେ ଏହି ସବୁ କଥା ନାବାଳିକା ନିଜେ କହିଥିଲେ ।
ସଫଳତା ପରେ ଅନେକ ଶତ୍ରୁ ସୃଷ୍ଟି ହୁଅନ୍ତି ଆଉ 6 ବର୍ଷ ପରେ ସତ କଥା ପଦା କୁ ଆସିଛି । ଆଉ ତାଙ୍କୁ ବହୁତ ବ-ଦ-ନା-ମ କରି ଦିଆ ଯାଇଛି । କେବଳ ସେ ନୁହେଁ ତାଙ୍କ ପରିବାର ଓ ତାଙ୍କ ସାଙ୍ଗ ସାଥି ସମସ୍ତେ ଭାଗୀ ଦାର ହୋଇ ଛନ୍ତି । ତେବେ ସେ କହିଛନ୍ତି ସେ ଦୋଷୀ ନୁହନ୍ତି । ସେ ହେଉଛନ୍ତି ସୁନା ମୁଣ୍ଡା । ଏହି ଭଳି ଭାବ ରେ ନିଜ ର ପ୍ରତିକ୍ରିୟା ରଖିଛନ୍ତି ସମସ୍ତ ଙ୍କ ସାମ୍ନା ରେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।