ଗାଁ କୁ ଫେରି ଆସିଛନ୍ତି କିଶୋର ଭାଇନା । ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କିଶୋର ଭାଇନା ଙ୍କୁ ଆଉ କିଶୋର ଭାଇନା ମଟନ କୁ ମଧ୍ୟ ଖାଇ ଥିବେ । ଭୁବନେଶ୍ଵର ରେ ସେ ଏକ ମଟନ ଦୋକାନ ଦେଇଥିଲେ । ତାହା ବହୁତ ଭଲ ଭାବରେ ମଟନ ସେଠାରେ ବିକ୍ରି ହେଉଥିଲା । ପ୍ରତିଦିନ 200 କିଲୋ ରୁ ଅଧିକ ମଟନ ବିକ୍ରି ହେଉଥିଲା ।
ଆଉ ସେଠାରେ ବହୁତ ରୋଜଗାର ମଧ୍ୟ ହୋଇ ଥିଲା କିଶୋର ଭାଇନା ଙ୍କ ର । ଭୁବନେଶ୍ଵର ଲୋକ ଙ୍କୁ ବହୁତ କମ୍ ରେଟ ରେ ମଧ୍ୟ ଖାଇବାକୁ ଦେଉଥିଲେ । ଆପଣ ମାନେ ଜାଣିଥିବେ ସବୁଆଡେ 250 ଟଙ୍କା ରୁ 300 ଟଙ୍କା ରୁ ପରେ ଦେଉଥିବେ କିନ୍ତୁ କିଶୋର ଭାଇନା ସେଠାରେ 200 ଟଙ୍କା ମଟନ ପ୍ଲେଟ ଦେଉଥିଲେ । ଆଉ ମଟନ ର ଝୋଳ ର ମଧ୍ୟ ଲୋକ ମାନେ ଖାଇବାକୁ ଅଧିକ ପସନ୍ଦ କରନ୍ତି ।
ସେଥି ପାଇଁ କିଶୋର ଭାଇନା ଙ୍କ ଦୋକାନ ରେ ବହୁତ ବଡ଼ ଲାଇନ ଲଗିଥାଏ ତାଙ୍କ ଦୋକାନ ରେ ମଟନ ଖାଇବାକୁ । ଆଉ 200 କେଜି ମଟନ ସବୁ ବେଳେ ସେଲ୍ ହୋଇ ଥାଏ । ବିଏମସି ର ରେଡ ପରେ କିଶୋର ଭାଇନା ଙ୍କ ଦୋକାନ ଙ୍କୁ ଭଙ୍ଗା ଯାଇଥିଲା । ଆଉ ମିଡ଼ିଆ ଆଗରେ କହିଥିଲେ କିଶୋର ଭାଇନା କି ସେ ଆଉ ଏବେ ଭୁବନେଶ୍ଵର ରେ ରହିବେ ନାହିଁ ସେ ଏବେ ତାଙ୍କ ଗାଁ କୁ ଚାଲି ଯିବେ ।
ଆଉ ସେଇଠି ପଚରା ଯାଇଥିଲା ସେ ଗାଁ ରେ ବି କଣ ମଟନ ଦୋକାନ ଦେବେ ସେ କହି କହି ଥିଲେ ହଁ ସୁବିଧା ହେଲା ସେ ନିଶ୍ଚୟ ମଟନ ଦୋକାନ ଖୋଲିବେ । ଆଉ ସେ ଏବେ ଗାଁ କୁ ଫେରି ଆସିଛନ୍ତି ଆଉ ସେଠାରେ ସେ ଏକେ ମଟନ ଦୋକାନ କରିବେ । ଆଉ ସେ ଯଦି ମଟନ ଦୋକାନ ଦେବେ ତାହେଲେ ଲୋକ ମାନେ ମଧ୍ୟ କହିଛନ୍ତି ସେମାନେ ମଧ୍ୟ ସେଠାକୁ ଯିବେ ମଟନ ଖାଇବାକୁ ।
ଆଉ କିଶୋର ଭାଇନା ମଧ୍ୟ କହିଛନ୍ତି ସେ ଭୁବନେଶ୍ଵର ସମସ୍ତ ଙ୍କ ଆଗରେ ପ୍ରିୟ୍ ହୋଇ ପାରିଛନ୍ତି 200 ଟଙ୍କା ପ୍ଲେଟ ରେ ତାହେଲେ ସେ ଏବେ ମଧ୍ୟ ସମସ୍ତ ଙ୍କର ପ୍ରିୟ ଓ ହାଇ ଲାଇଟ ହେବେ 50 ଟଙ୍କା ପ୍ଲେଟ ରେ ମଟନ ଦେବେ ଆଉ ଆଗ ଭଳି ଲୋକ ମାନେ ରାଙ୍କ ଦୋକାନ ରେ ଲାଇନ ଲଗାଇବେ ବୋଲି କିଶୋର ଭାଇନା କହିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।