Breaking News

କିଶୋର ଭାଇ କହୁଛନ୍ତି ସେଠି ଆଉ ଦୋକାନ ନାହିଁ ଏଠିକି ଆସ, ଅଳ୍ପ ମଟନ ଅଛି ଶୀଘ୍ର ଆସ ନହେଲେ ସରିଯିବ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ କିଶୋର ମଟନ ଭଙ୍ଗା ଯାଇଛି ସେବେଠୁ କିଶୋର ମଟନ କୁ ନେଇ ନାନା କଥା ଚର୍ଚ୍ଚା ହେଉଛି । କିନ୍ତୁ ଏବେ ଆଉ ଏକ ନୁଆ ଖବର। ସାମ୍ନା କୁ ଆସୁଛି ତାହା ଫୁଣି କିଶୋର ମଟନ କୁ ନେଇ । କିଶୋର ମଟନ ଖାଲି ଓଡିଶା ରେ ପ୍ରସିଦ୍ଧ ନଥିଲା ଓଡିଶା ବାହାରେ ମଧ୍ୟ ଏହା ର ଚର୍ଚ୍ଚା ଥିଲା । ସବୁ ଦିନ ସକାଳେ ହେଲେ ଓଡିଶା ବାହାରୁ ମଧ୍ୟ୍ ଆସୁଥିଲେ କିଶୋର ମଟନ ଖାଇବା ପାଇଁ । ଯେଉଁ ମାନେ ଏବେ ବି ଆସୁଛନ୍ତି ।

ଆଉ କିଶୋର ମଟନ ନ ପାଇବା ରୁ ନିରାଶ ହେଇ ଫେରୁଛନ୍ତି । ଯେଉଁ ମାନଂକୁ କିଶୋର ମଟନ ର ସ୍ବାଦ ଭଲ ଲାଗୁଥିଲା ସେମାନେ ଏବେ ବି କିଶୋର ମଟନ ଖାଇବାକୁ ଆସୁଛନ୍ତି ଆଉ ନିରାଶ ହେଇ ଫେରୁଛନ୍ତି । କିନ୍ତୁ ଫେରିବା ପୂର୍ବ ରୁ ଅଖ ପାଖ ଲୋକ ଙ୍କୁ ପଚାରୁଛନ୍ତି କିଶୋର ଭାଇନା ଙ୍କ ମଟନ ହୋଟେଲ କେଉଁଠାକୁ ଉଠି ଯାଇଛି ।

ତାଙ୍କ ର କିଛି ଫୋନ ନମ୍ବର ମିଳିବ କି । ଏମିତି କିଛି ପ୍ରଶ୍ନ ସାଧାରଣ ଲୋକ ଙ୍କୁ ପଚାରୁଥିବା ମଧ୍ୟ ନଜର କୁ ଆସିଛି । ଆଉ ଶେଷ ରେ କିଶୋର ଭାଇନା ଙ୍କ ହାତ ରନ୍ଧା ମଟନ ନପାଇ ମନ ଉଣା କରି ଘରକୁ ଫେରୁଛନ୍ତି ଗ୍ରାହକ । ଆଉ କେହି କେହି କିଶୋର ଭାଇନା ଙ୍କ ନମ୍ବର ପାଖ ରେ ରଖିଥାନ୍ତି ।

ଯେଉଁ ମାନେ ସେଠାରେ ରହନ୍ତି ସେମାନେ କିଶୋର ଭାଇନା ଙ୍କୁ ଫୋନ କରନ୍ତି । ଯେଉଁ ଟି ପୂର୍ବ ରୁ କିଶୋର ଭାଇନା ଙ୍କ ଦୋକାନ ଥିଲା । ଦିନ କୁ କାଠ ଓ ଚୁଲି ରେ 200 କେଜି ଦିନ କୁ ସେଠରେ ରୋଷେଇ ହୋଇ ଥିଲା । ଆଉ ହଜାର ହଜାର ଲୋକ ବସି ଖାଉ ଥିଲେ । ଆଉ ବିଏମିସ୍ ଯେଉଁ ଥି ଡୁଜର୍ ବୁଲେଇ ସେ ଦୋକାନ ଙ୍କୁ ଭାଙ୍ଗି ଦେଲା । ସେହି ଜାଗା ରେ ରହି କିସର୍ ଭାଇନା ଙ୍କୁ ଫୋନ କରୁଛନ୍ତି ।

ଫୋନ କରୁଛନ୍ତି ଗ୍ରାହକ ଆଉ ପଚାରୁଛନ୍ତି କାହିଁକି ଦୋକାନ ଙ୍କୁ ଭାଙ୍ଗି ଦେଲେ । ଏବେ ଆପଣ କେଉଁଠା ରେ ହୋଟେଲ ଦେଇଛନ୍ତି ସେଠାକାର ଠିକଣା କୁହନ୍ତୁ । ଆଉ ସେମାନଙ୍କୁ ବୁଝେଇ ଦେଉଛନ୍ତି କିଶୋର ଭାଇନା । ବେଳେ କିଶୋର ଭାଇନା ତାଙ୍କ ଫାଷ୍ଟ ଫୋଡ୍ ଦୋକାନ ର ଠିକଣା ମଧ୍ୟ ଦେଉଛନ୍ତି । ଆଉ ସେଠାରେ ପ୍ରସ୍ତୁତ ଥିବା ଅଳ୍ପ କିଛି ମଟନ ତାଙ୍କ୍ ଗ୍ରାହକ କୁ ଦେଇ ସନ୍ତୁଷ୍ଟ କରୁଛନ୍ତି କିଶୋର ଭାଇନା ।

ଆଉ ବୁଝେଇ କହୁଛନ୍ତି କି ଆଉ ଗୋଟିଏ ଜାଗା ଠିକ କରିବା ପର୍ଯ୍ୟନ୍ତ ଆପଣ ମାନେ ଏଠାକୁ ଆସି ପାରିବେ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *