ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସରକାର୍ ନିୟମ ବଦଳାଇଲେ , ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ରେ , ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ୍ ୧୧ ତମ କିସ୍ତି ର ଟଙ୍କା ପଠା ଯାଇଛି । ବର୍ତ୍ତମାନ୍ ସମୟ ରେ ଚାଷୀ ଭାଇ ମାନେ ୧୨ ତମ କିସ୍ତି ଟଙ୍କା କେବେ ଆସିବ ସେ ନେଇ ଅପେକ୍ଷା କରିଛନ୍ତି । ଆଜି ଆମେ ଜାଣିବା ପିଏମ୍ କିସାନ୍ ର ୧୨ ତମ କିସ୍ତି କେବେ ଆସିବ ଜାଣିବା
ତାହେଲେ ବନ୍ଧୁଗଣ ଏହି ଯୋଜନା ମାଧ୍ୟମ ରେ ବର୍ଷ କୁ ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ୍ ଙ୍କୁ ୬ ହଜାର ଟଙ୍କା ଯାଉଛି । ପ୍ରତି ୪ ମାସ ରେ ଥର ଟିଏ ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ୍ ରେ ୨୦୦୦ ଟଙ୍କା ପଠା ଯାଇଥାଏ । ଗତ ମେ ମାସ ରେ ୧୧ ତମ କିସ୍ତି ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ୍ କୁ ପଠା ଯାଇଥିଲା । ଏହି ଯୋଜନା ଟି ରେ ଅନେକ ଚାଷୀ ଭାଇ ମାନେ ଉପକୃତ ହେଉଛନ୍ତି ।
ଏହି ଯୋଜନା ରେ ଅନ୍ତର୍ଭୁକ୍ତ ଥିବା ପ୍ରକୃତ ହିତାଧିକାରୀ ଙ୍କ ଆକାଉଣ୍ଟ୍ କୁ ୨ ହଜାର ଟଙ୍କା ଆସିଥାଏ । ଏହି ପିଏମ କିଷାନ ଯୋଜନା ରେ କିଛି ଅଯୋଗ୍ୟ ହିତାଧିକାରୀ ମାନେ ରହି ଲାଭ ଉଠାଉ ଥିଲେ ଏହାର ସମାଧାନ ପାଇଁ ସରକାର ekyc ର ସୁବିଧା ସୁଯୋଗ କରାଇଛନ୍ତି । ଯେଉଁ ମାନେ ekyc କରିଛନ୍ତି ସେମାନଙ୍କ ଆଗାମୀ କିସ୍ତି ଟଙ୍କା ଆସିବାକୁ ଯାଉଛି ।
ଯେଉଁ ମାନେ ekyc କରି ନାହାଁନ୍ତି ସେମାନ ଙ୍କ ଆକାଉଣ୍ଟ୍ ଟଙ୍କା ଆଦୌମ ଯିବ ନାହିଁ । ସେଥିପାଇଁ ଆପଣ ମାନେ ଖୁବ୍ ଶୀଘ୍ର ଆପଣ ଙ୍କ kyc କରି ନିଅନ୍ତୁ । ତାହେଲେ ଆସନ୍ତା ଅକ୍ଟୋବର ୧୭ ତାରିଖ ରେ ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ୍ କୁ ଟଙ୍କା ଆସିଯିବ । ସବୁଠୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଯେ କିଶାନ ଯୋଜନା ରେ ରାସନ୍ କାର୍ଡ ପଞ୍ଜିକରଣ କରିବା ବାଧ୍ୟତାମୂଳକ ।
ଯଦି ଆପଣ କିଷାନ୍ ଯୋଜନା ର ହିତାଧିକାରୀ , ତେବେ ପିଏମ କିଶାନ୍ ପୋର୍ଟାଲ ରେ ରାସନ୍ କାର୍ଡ ନମ୍ୱର୍ ପଞ୍ଜିକରଣ କରିବା ବାଧ୍ୟତାମୂଳକ । ଏହି ସବୁ ଡକୁମେଣ୍ଟ ଦେଇ ଦେବା ପରେ ଚାଷୀ ଭାଇ ଙ୍କୁ ଦୁଇ ହଜାର ଟଙ୍କା ମିଳିବ , ଓ ୪ ହଜାର ଟଙ୍କା ମଧ୍ୟ ମିଳିବ , ହଁ ବନ୍ଧୁ ଯେଉଁ ଚାଷୀ ଭାଇ ମାନେ ୧୧ ତମ କିସ୍ତି ପାଇ ନ ଥିଲେ ସେମାନେ ୧୧ ତମ କିସ୍ତି ଓ ୧୨ ତମ କିସ୍ତି ଏକକାଳୀନ ପାଇବେ ବୋଲି ସୂଚନା ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।