ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କିଏ ଚଳଚିତ୍ର ଦୁନିଆ ରେ ଅଭିନୟ କରି ବେସ୍ ଲୋକ ପ୍ରିୟ ତ ଆଉ କିଏ ଧାରାବାହିକ ଜଗତ ରେ ଅଭିନୟ କରି ବେଶ୍ ଲୋକ ପରିଚିତ । ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ବେଶ୍ ସକ୍ରୀୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି କିଛି ଦୃଶ୍ୟ କୁ ନେଇ , ହଁ ବନ୍ଧୁ ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ ହେଉ ।
ବର୍ତ୍ତମାନ୍ ସମୟ ରେ ଠିକ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ । ଏହି ଅଭିନେତ୍ରୀ ଜଣକ ଧାରାବାହିକ ଜଗତ ର ଜଣେ ଲୋକ ପରିଚିତ ଅଭିନେତ୍ରୀ , ତାଙ୍କ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ ଯିଏ କି ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ତନୁଜା ଖୁଡି ନାମ ରେ ବେଶ୍ ପରିଚିତ ।
ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ତନୁଜା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ନିଜ ଜବରଦସ୍ତ ଅଭିନୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଧାରାବାହିକ ଜଗତ ରୁ ପାଇବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ତାଙ୍କ ଅଭିନୟ ବହୁ ସାରା ଧାରାବାହିକ ରେ ଦେଖିଥିବେ ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ରଜ କୁଇନି ରିଆଲିଟ ସୋ ର ବିଜେତା ହେବା ପରେ ଧାରାବାହିକ ଜଗତ ରେ ପାଦ ଦେଇଥିଲେ । ଏହି ଅଭିନେତ୍ରୀ ଜଣକ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ତାରା ତାରିଣୀ ରେ ତନୁଜା ଚରିତ୍ର ରେ ନଜର ଆସୁଥିଲେ ଓ ଏହି ଅଭିନୟ ପାଇଁ ସେ ସବୁଠି ଲୋକ ପ୍ରିୟ ହୋଇ ପାରିଥିଲେ ।
ତାରା ତାରିଣୀ ପରେ ଏହି ଅଭିନେତ୍ରୀ ଜଣକ ତାରିଣୀ ଆଖି ରେ ତାରା ଧାରାବାହିକ ରେ ନଜର ଆସୁଥିଲେ ଓ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ତରଂଗ ଟିଭି ଆସା ନାମକ ଏକ ଧାରାବାହିକ ରେ ନଜର ଆସୁଛନ୍ତି , ଏହି ଅଭିନେତ୍ରୀ ଜଣକ ସୁଟିଂ ସେଟ ରୁ ସମୟ ପାଇବା ପରେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି ଓ କିଛି ନା କିଛି ଫଟୋ କିମ୍ୱା ଭିଡିଓ ପୋଷ୍ଟ କରି ଥାଆନ୍ତି ।
ତାହେଲେ ବର୍ତ୍ତମାନ୍ ସମୟ ରେ ତନୁଜା ଖୁଡି ନିଜ ସୁଟିଂ ସେଟ ରୁ ସମୟ ପାଇବା ପରେ ନିଜ ପୁତୁରା କୁ ଧରି ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ବେଶ୍ ଚର୍ଚ୍ଚା ରେ ଅଛି ଏବଂ ଏହି ଭିଡିଓ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।