କୁନି ପୁଅ ସହ ଧୁମ ଧାମ୍ ରେ ଦୀପାବଳୀ ପାଳନ କଲେ ଓଡ଼ିଆ ଅଭିନେତ୍ରି ରଂଜିତା । ତେବେ ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଅଭିନେତ୍ରୀ ରଂଜିତା ପାଣିଗ୍ରାହୀ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ଗତ ଦିନ ମାନଙ୍କ ରେ ସେ ଏକ ରିୟାଲିଟ୍ ସୋ ବିଜେତା ହୋଇ ଓଲିଓଡ୍ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରି ଥିବାର ନଜର ରେ ଆସିଥିଲେ । ଆଉ ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଗଲା ପରେ ସେ କେବେବି ଆଉ ପଛ କୁ ଚାହିଁ ନାହାନ୍ତି ।
ରଂଜିତା ପାଣିଗ୍ରାହୀ ଜଣେ ଓଡ଼ିଆ ସିରିଏଲ ଜଗତ ରେ ଜଣେ ନାମିଦାମି କଳାକାର ଭାବରେ ପରିଚିତ ହୋଇ ପାରିଛନ୍ତି । ଦୀପାବଳୀ ରେ ସେ ନିଜ ପରିବାର ଲୋକ ଙ୍କ ସହ ଓ ତାଙ୍କ କୁନି ପୁଅ ଙ୍କ ସହିତ ଦୀପାବଳୀ ରେ ଫୁଲ୍ ମଜ୍ଜା ମସ୍ତି ରର ପାଳନ କରି ଥିବାର ନଜର ରେ ଆସିଛନ୍ତି ଅଭିନେତ୍ରୀ ରଂଜିତା ପାଣିଗ୍ରାହୀ । ଆପଣ ମାନେ ଜାଣି ଥିବେ ଏହି ଗତ କିଛି ଦିନ ପୂର୍ବେ ରଂଜିତା ଙ୍କ ବଡ଼ ଭଉଣୀ ଙ୍କ ର ବାହାଘର ହୋଇ ଥିଲା ।
ଆଉ ବାହାଘର ପରେ ତାଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି କୁନି ପୁଅ ସହିତ ଅଭିନେତ୍ରୀ ରଂଜିତା ପାଣିଗ୍ରାହୀ ଦୀପାବଳୀ ପାଳନ କରୁ ଥିବାର ନଜର ରେ ଆସିଛନ୍ତି । କେବଳ ରଂଜିତା ପାଣିଗ୍ରାହୀ ନୁହନ୍ତି ତାଙ୍କ ସହ ସମ୍ପୁର୍ଣ୍ଣ ପରିବାର ମଧ୍ୟ ବହୁତ ଧୁମ ଧାମ୍ ରେ ଦୀପାବଳୀ କୁ ପାଳନ କରୁ ଥିବାର ନଜର ରେ ଆସିଛନ୍ତି । ଆଉ ଏହା ଛଡା ରଂଜିତା ଙ୍କ ବଡ଼ ଭଉଣୀ ଦୀର୍ଘ 3 ମାସ ହେଇ ଯିବ ତାଙ୍କ ଘରେ ରହୁଛନ୍ତି ।
ତାଙ୍କ ଭଉଣୀ ଙ୍କ ର ପୁଅ ର ବହୁତ ଯତ୍ନ ନେଉଛନ୍ତି ରଂଜିତା । ରଂଜିତା ତାଙ୍କ ର ଭଉଣୀ ର ପୁଅ କୁ ବହୁତ ଭଲ ପାଆନ୍ତି । ଆଉ ସମସ୍ତେ ମିଶି ଏହି ଦୀପାବଳୀ ରେ ବହୁତ ଧୁମ ଧାମ ରେ ଦୀପ ଜଳେଇବା ସହିତ ବହୁତ ବାଣ ମଧ୍ୟ ଫୁଟଉଛନ୍ତି । ଆପଣ ମାନେ ରଂଜିତା ଙ୍କୁ ବହୁତ ସିରିଏଲ ରେ ଅଭିନୟ କରି ଥିବାର ଦେଖି ଥିବେ ନିଶ୍ଚୟ । ସେ ତାରା ତାରିଣୀ ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରୁଛନ୍ତି ।
ଆଉ ଏହି ସିରିଏଲ ରେ ସେ ତନୁଜା ଖୁଡି ଭୂମିକା ରେ ବହୁତ ସୁନ୍ଦର ଅଭିନୟ କରି ଥିବାର ନଜର ରେ ମଧ୍ୟ ଆସିଛନ୍ତି । ଆଉ ଏହି ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରି ଥିବାରୁ ତାଙ୍କୁ ବେଷ୍ଟ ସପୋର୍ଟିଙ୍ଗ୍ ଆୱାର୍ଡ ମଧ୍ୟ ମିଳି ଥିଲା । ତେବେ 2016 ମସିହା ରେ ସେ ରାଜ କୁଇନ ରେ ସେ ବିଜେତା ମଧ୍ୟ ହୋଇ ଥିଲେ ।
ଆଉ ପରବର୍ତୀ ସମୟ ରେ ତାଙ୍କୁ ସିରିଏଲ ରେ ସୁନ୍ଦର ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ମିଳି ଥିଲା । ଆଜି ପର୍ଯ୍ୟନ୍ତ ସେ ସିରିଏଲ ରେ ଅଭିନୟ ମଧ୍ୟ କରୁଛନ୍ତି । ସେ ବହୁତ ସୁନ୍ଦର ଅଭିନୟ କରି ସାରା ଓଡିଶା ର ଲୋକ ମାନଙ୍କ ପାଖ ରେ ପ୍ରଶଂସା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।