Breaking News

କୁମ୍ଭୀରକୁ ପିଠିରେ ପକାଇ ଚାଲୁଛି ବାଳକ, ବେତାଳ ଭଳି କାନ୍ଧରେ ଓହଳିଛି କୁମ୍ଭୀର – ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆ ରେ ଗୋଟିଏ ଭିଡ଼ିଓ ଦେଖିବାକୁ ମିଳିଛି ।ଭିଡ଼ିଓ ଟି ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ।ଏମିତି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ ହେଉଛି ଯାହାକୁ ଦେଖିଲେ ମଧ୍ୟ ବିଶ୍ୱାସ କରି ହେଉ ନାହିଁ। ନିକଟରେ ଫେସ୍ ବୁକ୍ ପେଜ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଏକ କୁମ୍ଭୀର କୁ ପିଠିରେ ପକାଇ ନେଉଛନ୍ତି।କୁମ୍ଭୀର ହେଉଛି ଏକ ହିଂ-ସ୍ର ପ୍ରାଣୀ ।ଯାହାର ଖାଦ୍ୟ ହେଉଛି ମାଂସ ।

କୁମ୍ଭୀର କୁ ସମସ୍ତେ ଡରି ଥାଆନ୍ତି।ହେଲେ ଏହି ଭିଡ଼ିଓ ରେ ଯୁବକ ଜଣଙ୍କ ସେ କୁମ୍ଭୀର କୁ ଡରୁନାହାନ୍ତି।ଆଉ ତାକୁ ନିଜ ପିଠିରେ ପକାଇ ନେଇ ଯାଉଛନ୍ତି।ଆଉ କୁମ୍ଭୀର ଟି ମଧ୍ୟ ଦେ ଯୁବକ ଙ୍କ ର କିଛି ବି ଅନିଷ୍ଟ କରୁନାହିଁ।ଯେମିତି ଆମେ କାହାଣୀ ରେ ସୁନିଛେ ଯେ ରାଜା ବିକ୍ରମ ବେତାଳ କୁ ପିଠିରେ ପକାଇ ଚାଲୁଥିଲେ ଏଠି ଠିକ୍ ସେମିତି ହିଁ ହୋଇଛି।

ଆଉ ଯୁବକ ଜଣଙ୍କ କୁମ୍ଭୀର କୁ ତାଙ୍କ ପିଠିରେ ପକାଇ ଚାଲିଛନ୍ତି।କିଛି ଲୋକ କମେଣ୍ଟ କରିଛନ୍ତି ଯେ ସେ କୁମ୍ଭୀର କୁ ଯୁବକ ଜଣଙ୍କ ପାଳିଛନ୍ତି ।ଆଉ ତା ଦେହ ଖରାପ୍ ହୋଇ ଯାଇଛି ସେଥିପାଇଁ ସେ ତାକୁ ପିଠି ରେ ପକାଇ ନେଉଛନ୍ତି।


ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ।ଯୁବକ ଜଣକ ଙ୍କ ର ଉଚ୍ଚତା ଯେତିକି କୁମ୍ଭୀର ର ମଧ୍ୟ ଉଚ୍ଚତା ସେତିକି ।କୁମ୍ଭୀର ର ଆଗ ଦୁଇ ହାତକୁ ଧରି ଯୁବକ ଜଣଙ୍କ ତାକୁ ପିଠିରେ ପକାଇ ଛନ୍ତି ଆଉ ଚାଲିଛନ୍ତି ଆଉ ହିଂ-ସ୍ର ଜନ୍ତୁ ହେଲେ ମଧ୍ୟ କୁମ୍ଭୀର ଟି ତାଙ୍କର କୌଣସି କ୍ଷତି କରୁନାହିଁ।ଆଉ ଏହି ଭିଡ଼ିଓ କୁ କେହି ଜଣେ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଥିଲେ।ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *