Breaking News

କୁ-କୁ-ର ସହିତ ବିବାହ କରିଲା ସୁନ୍ଦରୀ ଝିଅ, ଚଉଠି ରାତିରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ସାମ୍ନା କୁ ଆସିଛି ଏକ ଅଜବ ଧାରଣ ର ଖବର । 18 ବୟସ ଝିଅ ର ବାହାଘର ହେଇଚି ଗୋଟିଏ କୁକୁର ସହିତ । କିନ୍ତୁ ଚଉଠି ରାତି ରେ ଯାହା ଘଟିଲା ତାହା ଯଦି ଆପଣ ମାନେ ଜାଣିବେ ତାହେଲେ ଆପଣ ମାନେ ମଧ୍ୟ ଅଶ୍ଚର୍ୟ୍ଯ ହୋଇ ଯିବେ । ତେବେ ଏହି ଆଶ୍ଚର୍ୟ୍ଯ ଜଣକ ଘଟଣା ଟିକୁ ଜାଣି ବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଭାରତ ରେ ଜଣେ 18 ବୟସ ର ବାଳିକା ଜଣେ କୁକୁର କୁ ନିଜ ର ସ୍ବାମି କରିଛନ୍ତି । ଏହି କୁକୁର ଟି କୁ ସେ ଗୃହ ପାଳିତ୍ ପଶୁ ଭାବରେ ପାଳନ କରିଥିଲେ ଏହି କୁକୁର ର ନାମ ହେଲା ସେରୁ । ଝିଅ ତୀର ନାମ ହେଉଛି ମଙ୍ଗଲି ମୁଣ୍ଡା । କିନ୍ତୁ ଚଉଠି ରାତି ରେ ଯାହା ଘଟଣା ଘଟିଲା ତାହା ଜାଣିବା ପରେ ସବୁ ଆଶ୍ଚର୍ୟ୍ଯ ହୋଇ ଗଲେ ।

ମଙ୍ଗଲି ମୁଣ୍ଡା ପୂର୍ବ ଭାରତୀୟ ଝାଡଖଣ୍ଡ ରେ ଏକ ସୁଦୁର ଗାଁ ଯେଉଁ ଥାରେ ସ୍ଥାନୀୟ ବୟସ୍କ ଲୋକ ମାନେ ଏକ ଅପ୍ରତ୍ୟସ୍ଥିତ୍ ବିବାହ କରିଥିଲେ କାରଣ ସ୍ଥାନୀୟ ଗୁରୁ କିଶୋରୀ ଙ୍କ ପିତା ମାତା ଙ୍କୁ ଭବିଷ୍ୟବାଣି କରିଥିଲେ କି ଝିଅ ର ଦୋଷ ଅଛି ସେଥି ପାଇଁ ସେ ଯାହା କୁ ବିବାହ କରିବ ସେ ଅଳ୍ପ ଦିନ ରେ ମୃତ୍ଯୁ କରିବ ।

ଏକ ପୁରୁଷ ସହ ବିବାହ କରିବା ପରିବାର ପାଇଁ ବିନାଶ ହେବ ବୋଲି ଜଣା ଥିଲା ତେଣୁ ସେରୁ କୁ ବିବାହ କରିବା ଦ୍ବାରା ସିଏ ସେହି ଝିଅ ପାଇଁ ଏକ ଦେବ ଦୂତ ସାଜି କି ଆସିଛି । ସେ କହିଛନ୍ତି ସେ ଜଣେ କୁକୁର କୁ ବିବାହ କରୁଛନ୍ତି କାରଣ ଗାଁ ର ପ୍ରାଚିନ୍ ମାନେ ବିସ୍ବାସ କରନ୍ତି ଯେ ତାଙ୍କ ମଣ୍ଡ ଦୋଷ କୁକୁର କୁ ଦିଆଜିବ୍ ।

ଏହା ସରିବା ପରେ ସେ ଯେଉଁ ବ୍ୟକ୍ତି କୁ ବିବାହ କରିବେ ସେ ଦୀର୍ଘ ଜୀବନ ପାଇବ । ଯେତେବେଳେ ତାଙ୍କୁ ସେରୁ ବିବାହ କରିବ ବୋଲି କୁହା ଗଲା ସେତେବେଳେ ସେ ଖୁସି ନଥିଲେ । କାରଣ ସେ ଜାଣିଥିଲେ ତାଙ୍କ ବାପା ମାଆ ସାଙ୍ଗ ସାଥି ଓ ଗାଁ ଲୋକ କଥା ଅନୁସରଣ କରୁଥିଲେ । ଯେଉଁ କାରଣ ରୁ ସିଏ କୁ-କୁ-ର କୁ ବିବାହ କରିଥିଲେ ।

ସେ କହିୱ୍ହନ୍ତି ମୋ ଗ୍ରାମ୍ ବାସି କୁହନ୍ତି ମୋ ପରେ ଅନେକ ଝିଅ ଏ ରୀତି ନୀତି କୁ ଅନୁସରଣ କରିଛନ୍ତି । ଆଉ ସେମାନେ ତାଙ୍କ ର ମଙ୍ଗଳ ଦୋଷ ରୁ ମୁକ୍ତି ପାଇଛନ୍ତି । ଏବଂ ବର୍ତ୍ତମାନ ସମୟରେ ସେମାନେ ସୁଖ ମୟ ଜିବନ୍ ଅତି ବାହିତ କରୁଛନ୍ତି । ଏହି ପରି ଅନେକ ବିବାହ ତାଙ୍କ ଗାଁ ରେ ଓ ଆଖ ପାଖ ଗାଁ ରେ ଏଭଳି ବିବାହ ଅନୁଷ୍ଠାନ ହେଇ ସାରିଛି ।

ଏହା ଏକ ପ୍ରଥା ଯାହାକୁ ସେ ବହୁତ ବିଶ୍ବାସ କରନ୍ତି । କୁ-କୁ-ର କୁ ଏକ ମଣିଷ ଭଳି ବ୍ୟବହାର କରି ସ୍ଥାନୀୟ ଲୋକ ମାନେ ତାଙ୍କୁ ଅନୁଷ୍ଠାନିକ ଆଦିବାସି ବସ୍ତ୍ର ପିନ୍ଧାଇ ଥିଲେ ଏବଂ ତାଙ୍କ ସହିତ ପାରମ୍ପାରିକ୍ ଭାବରେ ବିବାହ କରିଥିଲେ । ଯେମିତି ସମସ୍ତେ ସାଧାରଣ ବର କୁ ସମ୍ମାନ ଦିଅନ୍ତି ସେହଭଳି ଏ କୁକୁର ବର କୁ ମଧ୍ୟ ସମ୍ମାନ ଦିଅନ୍ତି । ସୁଚନା ଅନୁଯାୟୀ ଏହି ଝିଅ ର ପରିବାର ରେ ସାଧାରଣତ 70 ଜଣ ସମ୍ପର୍କୀୟ ଏହି ସମାରହ ରେ ଯୋଗ ଦେଇଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଯୁବକ ପ-ର ସ୍ତ୍ରୀ ସହ ଚୋରା ପୀ-ର-ତି କରୁଥିବା ସମୟରେ ଧରି ନେଲେ ଗାଁ ଲୋକ ତାପରେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ଅନେକ କିଛି ଘଟୁଛି ଓ ଦୁନିଆ ରେ ଯାହା …

Leave a Reply

Your email address will not be published. Required fields are marked *