Breaking News

କେମିତି ନବରାତ୍ରି ପୂଜା କରିଲେ ତାରା ତାରିଣୀ ର ତନୁଜା ଖୁଡୀ (Ranjita Panigrahi) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତକାଲି ସରି ଯାଇଛି ଦଶହରା । ଏହି ଦଶହରା ରେ ଅନେକ ଲୋକ ବିଭିନ୍ନ ସ୍ଥାନ କୁ ବୁଲିବା ପାଇଁ ଯାଇଥିଲେ ଓ ବହୁ ସାରା ମଜା ମସ୍ତି କରିଥିଲେ । ଭିନ୍ନ ଭିନ୍ନ ଲକ୍ଷ୍ୟ କୁ ନେଇ ସମସ୍ତେ ଏହି ଦଶହରା କୁ ବୁଲିବା ପାଇଁ ଯାଇଥିଲେ , ଭକ୍ତ ମାନେ ମଧ୍ୟ ନିଜ ମାଆ ଙ୍କୁ ଦେଖା କରିବା ପାଇଁ ଅନେକ ପୂଜା ମଣ୍ଡପ ବୁଲି ଥାଆନ୍ତି ।

ଦଶହରା ରେ ଲୋକ ମାନେ ବୁଲିବା ବହୁତ୍ ସାରା ମଜା ମସ୍ତି କରି ଥାଆନ୍ତି କାରଣ କେଉଁଠି ଲୋକ ମାନ ଙ୍କ ଭଜନ ସମାରୋହ ଆୟୋଜନ ହେଇଥାଏ ତ ଆଉ କେଉଁଠି ମେଲୋଡି ବିଭିନ୍ନ ସ୍ଥାନ ରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ଥାଆନ୍ତି । ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ନିଜ ଘରେ ମାଆ ଙ୍କ ପୂଜା ଅର୍ଚ୍ଚନା କରି ଥାଆନ୍ତି ।

ଆଉ କେହି ତ ନିଜ ଘରେ ଝିଅ ମାନ ଙ୍କୁ ପୂଜା କରି ଥାଆନ୍ତି । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଧାରାବାହିକ ଜଗତ ର ଜଣେ ଲୋକ ପରିଚିତ ଅଭିନେତ୍ରୀ ଏହି ନବରାତ୍ରି ଉପଲକ୍ଷେ ନିଜ ଘରେ ଏମିତି କିଛି ପୂଜା ଅର୍ଚ୍ଚନା କରି ଛନ୍ତି ଯେଉଁଥି ପାଇଁ ସେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ଆଜି ଆମେ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ । ଆମ ଓଡ଼ିଆ ଧାରାବାହିକ ଜଗତ ର ଆଗ ଧାଡ଼ି ର ଅଭିନେତ୍ରୀ , ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡ଼ିଶା ର ଘର୍ ଘରେ ପରିଚିତ । ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ଙ୍କୁ ଆପଣ ମାନେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ତନୁଜା ଖୁଡି ନାମ ରେ ବେଶ୍ ପରିଚିତ । ତରଙ୍ଗ ଟିଭି ରେ ପୂର୍ବ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତାରା ତାରିଣୀ ରେ ସେ ତନୁଜା ଖୁଡି ଚରିତ୍ର ରେ ଅଭିନୟ କରୁଥିଲେ , ଏହି ଅଭିନୟ ଆଜି ତାଙ୍କୁ ବେଶ୍ ଲୋକ ପରିଚିତ କରାଇ ପାରିଛି । ଏହି ଧାରାବାହିକ ଟି ସରି ଯାଇଥିଲେ ସେ ଆଉ ଏକ ନୂଆ ଧାରାବାହିକ ନଜର ଆସୁଛନ୍ତି ।


ତାହେଲେ ବର୍ତ୍ତମାନ୍ ସମୟ ରେ ରଞ୍ଜିତା ପାଣିଗ୍ରାହୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ସେ ଏହି ନବରାତ୍ରି ଦୁର୍ଗା ପୂଜା ଅବସର ରେ ସେ ନିଜ ଘରେ କିଛି କୁନି ଝିଅ ଙ୍କୁ ଡ଼ାକି ସେମାନ ଙ୍କୁ ପୂଜା ଅର୍ଚ୍ଚନା କରି ଭୋଜନ ଖାଇବାକୁ ଦେଇ ତାଙ୍କ ଠାରୁ ଆର୍ଶୀବାଦ ନେଇଛନ୍ତି ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *