Breaking News

କେମିତି ଷ୍ଟେଜରେ କଳି ଲାଗିଲେ ନମିତା ଅଗ୍ରୱାଲ (Namita Agrwal) ଓ ଆଙ୍କର ସ୍ଵୀଟଲୋରିଆ (Sweetloria) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି , ତେବେ ଗାୟିକା ମାନେ ତାଙ୍କ ଜବରଦସ୍ତ ଗୀତ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ସେହିଭଳି ଏକ ଗାୟିକା ଙ୍କ ବିଷୟ ରେ ଜାଣିବା , ଆସନ୍ତୁ ଜାଣିବା

ଏହିହି ଗାୟିକା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ଓ ଘର୍ ଘରେ ପରିଚିତ ନମିତା ଅଗ୍ରୱାଲ । ବର୍ତ୍ତମାନ୍ ସମୟ ରେ ନମିତା ଅଗ୍ରୱାଲ ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜାଣିଛନ୍ତି ।

ଏହି ଗାୟିକା ଜଣକ ଏତେ ଲୋକ ପ୍ରିୟ ହୋଇଥିଲେ ମଧ୍ୟ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ । ଆଜି ଆମେ ସେହି ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ଜାଣିଥିବେ ଯେ ନମିତା ଅଗ୍ରୱାଲ ବହୁ ସାରା ଓଡିଆ ଗୀତ ଗାଇଛନ୍ତି ଓ ସବୁଠାରୁ ଅଧିକ ଗୀତ ଗାଇଛନ୍ତି ଭଜନ ଓ ତାଙ୍କ ସମସ୍ତ ଭଜନ ସୁପର ହିଟ ହୋଇଛି ଓ ବର୍ତ୍ତମାନ ସମୟ ରେ ମଧ୍ଯ ବେଶ ଲୋକ ପ୍ରିୟ ।

ଦର୍ଶକ ମାନ ଙ୍କୁ ସେ ଅନେକ ଗୀତ ଦେଇଛନ୍ତି । ନମିତା ଅଗ୍ରୱାଲ ଙ୍କ ଗୀତ ବେଶ୍ ହୃଦୟସ୍ପର୍ଶୀ ।ବନ୍ଧୁଗଣ ନମିତା ଅଗ୍ରୱାଲ ଗୀତ ଗାଇବା ସହ ନିଜର ଅନେକ ଚ୍ୟାନେଲ ଖୋଲିଛନ୍ତି ଯାହାକି ସିଦ୍ଧାର୍ଥ ନାମ କୁ ନେଇ ହୋଇଛି । ବର୍ତ୍ତମାନ୍ ସମୟ ରେ ଏହି ଗାୟିକା ଜଣକ ବେଶ୍ ଚର୍ଚ୍ଚା ରେ ଅଛନ୍ତି

ନମିତା ଅଗ୍ରୱାଲ ମୁଁ ବି ହେବି ନମିତା ଅଗ୍ରୱାଲ ରିୟାଲିଟ ଷ୍ଟେଜ ସୋ ରେ ଆଙ୍କର ସ୍ଵୀଟଲୋରିଆ ଙ୍କ ସହ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଏହି ଯୁବତୀ ଜନକ ସିଦ୍ଧାର୍ଥ ଟିଭି ର ଏକ ରିଆଲିଟ ସୋ ଷ୍ଟେଜ ଉପରେ ରାଗ ଅଭିମାନ କରି କିଛି ଭିଡିଓ କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *