ବନ୍ଧୁଗଣ ଆପଣ ମାନେ ହିରୋ ବବି ମିଶ୍ର ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ଜଣେ ଜଣାଶୁଣା ଅଭିନେତା ହେବା ସହ ସେ ଖୁବ ଲୋକପ୍ରିୟ ମଧ୍ୟ । ତାଙ୍କ ର ଚର୍ଚ୍ଚା ସବୁବେଳେ ରହି ଆସିଛି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ତାଙ୍କ ମଧ୍ୟ ରୁ ବବି ମିଶ୍ର ମଧ୍ୟ ଜଣେ ଚର୍ଚ୍ଚିତ ଅଭିନେତା ।
ସେ ତାଙ୍କ ଅଭିନୟ ରେ ସମସ୍ତ ଙ୍କୁ ବହୁତ ଭଲ ପାଇବା ଦେଇ ଆସିଛନ୍ତି ଆଉ ବବି ମିଶ୍ର ଙ୍କ ଅଭିନୟ ରେ ସବୁ ଦର୍ଶକ ମାନେ ମଧ୍ୟ ତାଙ୍କୁ ଭଲ ପାଇବା ଦେଇଛନ୍ତି । ବବି ମିଶ୍ର ବହୁତ ସିନେମା ଓ ସିରିଏଲ ରେ ଅଭିନୟ କରିଥିବାର ନଜର ରେ ଆସିଛନ୍ତି । କେବଳ ସିନେମା ଓ ସିରିଏଲ ରେ ନୁହଁ ସେ ଓଡ଼ିଆ ଆଲବମ୍ ରେ ମଧ୍ୟ ନିଜର ଅଭିନୟ ଆରମ୍ଭ କରିଥିଲେ ।
ସେ ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ ଏହି ଅଭିନୟ ରୁ ଆଉ ସେ ସଫଳତା ମଧ୍ୟ ପାଇଛନ୍ତି । ବହୁତ ଖ୍ୟାତି ଅଛି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବବି ମିଶ୍ର ଙ୍କ ର । ତେବେ ବର୍ତ୍ତମାନ ସମୟରେ ବବି ମିଶ୍ର ତାଙ୍କ୍ ର ପୁରୁଣା ସ୍ମୁତି ବିଷୟ ରେ କହିଛନ୍ତି ଯାହା ଏବେ ନଜର ରେ ଆସିଛି ଆଉ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାକୁ ଲାଗୁଚି ତେବେ ଜାଣିବା କଣ କହିଛନ୍ତି ବବି ମିଶ୍ର ।
ତାଙ୍କ ର ପୁରୁଣା ଆଲବମ୍ ବିଷୟ ରେ କହୁ ଥିଲେ ସେ ବହୁତ ଷ୍ଟଗଲ୍ କରିକି ହିଁ ଏବେ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଏଣ୍ଟ୍ରି କରିଥିଲେ ଆଉ ଯାହା କି ଏବେ ତାହା ଏତେ ବି କରିବାକୁ ପଡ଼ୁ ନାହିଁ । କିନ୍ତୁ ସେତେବେଳେ ଯାହା ଖୁସି ଥିଲା ସେହି ଖୁସି ବର୍ତ୍ତମାନ ଆଦୌ ନାହିଁ । ବବି ମିଶ୍ର ଯେତେବେଳେ ଏଣ୍ଟ୍ରି କଲେ ସେତେବେଳେ ସେ ବହୁତ ପତଳା ଥିଲେ ଆଉ ଦେଖିବାକୁ ବହୁତ ଖରାପ ଲାଗୁଥିଲେ ଆଉ ସେତେବେଳେ ବବି ମିଶ୍ର ଙ୍କ ଜ୍ୟୋତିନ୍ ଓ ଜେପି ଭାଇ ହିସାବରେ ହେବେ ସେ ବବି ମିଶ୍ର ଙ୍କୁ ନେଇ ଜୟ ପ୍ରକାଶ ମହାନ୍ତି ଙ୍କ ସହ ଦେଖା କରାଇ ଥିଲେ ଅଭିଜିତ ସାର ଗୋଟିଏ ଗୀତ ଗାଇ ରଜନୀଗନ୍ଧା ସେହି ଗୀତ ରେ ପ୍ରଥମ କରି ଅଭିନୟ କରି ଥିଲେ ବବି ମିଶ୍ର ଯାହାକୁ ବବି ମିଶ୍ର ଏବେ ଯାଏ ଭୁଲି ପାରି ନାହାନ୍ତି ।
ବବି ମିଶ୍ର ତାଙ୍କ ଜୀବନ ରେ ବହୁତ ବଡ଼ ବଡ଼ ଚାନ୍ସ୍ କୁ ହରେଇ ଦେଇ ଥିଲେ କିନ୍ତୁ ବର୍ତ୍ତମାନ ବବି ମିଶ୍ର ଭଗବାନ ଙ୍କୁ ଧନ୍ୟଵାଦ ଦେଉଛନ୍ତି କି ସେ ଏବେ କନ୍ନଡ ସିନେମା କରିବେ ଛତିଶଗଡ ରେ ଗୋଟିଏ ସିନେମା କରିବେ ତାହା ସହ ସେ ଜର୍ଜ ଅଛନ୍ତି ବେଙ୍ଗୋଲି ଟିଭି ର ରିୟାଲିଟ୍ ସୋ ରେ । ବବି ମିଶ୍ର ଙ୍କୁ ସବୁ ଭୂମିକା ବହୁତ ଭଲ ଲାଗେ ସେ ସବୁ ବେଳେ ଚାହାନ୍ତି ନିଜ ଭୂମିକା କୁ ସବୁ ଠାରୁ ଭଲ କରିବା ପାଇଁ । ସେ ବହୁତ ସାରା ଭୂମିକା ରେ ଅଭିନୟ କରିଛନ୍ତି ହିରୋ ହେଉ ଭିଲିଆନ୍ ହେଉ କି କମେଡିଆନ୍ ହେଉ ସେ ନିଜ ର ଅଭିନୟ କୁ ସବୁବେଳେ ଜୋର ସୋର ରେ ରଖିଛନ୍ତି ।
ଆପଣ ମାନେ ତାଙ୍କ ର ଏକ ଗୀତ ମାନେ ରଖି ଥିବେ ଯେଉଁ ଗୀତ ଟି ହେଲା “ମନ ତୋତେ ଦେଇ ଦେଲି ଦେବାର ଥିଲା ” ଏହି ଗୀତ ଟି ବବି ମିଶ୍ର ତାଙ୍କ ସ୍ତ୍ରୀ ଙ୍କ ସହ କରିଥିଲେ ବର୍ଷା ହେବାର ଥିଲା ସେଥି ପାଇଁ ତରତର ହେଇ କରିଥିଲେ କିନ୍ତୁ ଏହି ଗୀତ ଟି ଶୁଣିଲେ ଏବେ ବି ବହୁତ ଫ୍ରେସ୍ ଲାଗେ ବବି ମିଶ୍ର କହି ଥିବାର ନଜର ରେ ଆସେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।