Breaking News

କୋଟିପତି ଅର୍ଦ୍ଧେନ୍ଦୁ ମାଗିଲେ ସାହାଯ୍ୟ ! କଣ ଅସୁବିଧା ହେଲା ଅର୍ଦ୍ଧେନ୍ଦୁଙ୍କର (Ardhendu) – ଦେଖନ୍ତୁ ଭିଡିଓ

ଓଲିଉଡ଼ ଅଭିନେତା ଅର୍ଧେନ୍ଦୁ ଙ୍କୁ ନେଇ ସୋସିଆଲ ମିଡିଆରେ କିଛି ଭିଡ଼ିଓ ଦେଖି ବାକୁ ମିଳିଛି । ଭିଡ଼ିଓ ରେ ସେ ସାରା ଓଡ଼ିଶା ବାସି ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଅଭିନେତା ଅର୍ଧେନ୍ଦୁ ଙ୍କ ପାଖରେ ଟଙ୍କା ର ଅଭାବ ନାହିଁ। ସେ ହେଉଛନ୍ତି କୋଟି କୋଟି ଟଙ୍କା ର ମାଲିକ । ହେଲେ ସେ ଆଶୀର୍ବାଦ ଭିକ୍ଷା କରୁଛନ୍ତି ଏହାର କାରଣ ହେଉଛି ଅଭିନେତା ଅର୍ଧେନ୍ଦୁ ଙ୍କ ବାପା ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ନାହିଁ।

ଅଭିନେତା ଅର୍ଧେନ୍ଦୁ ଙ୍କ ବାପା ଅସୁସ୍ଥ ଅଛନ୍ତି । ସେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଅଭିନେତା ଅର୍ଧେନ୍ଦୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସାରା ଓଡ଼ିଶା ବାସୀ ଙ୍କୁ ତାଙ୍କୁ ଆଶୀର୍ବାଦ କରିବା ପାଇଁ କହିଛନ୍ତି । ଆଉ ସେ ଆଶୀର୍ବାଦ ରେ ତାଙ୍କ ବାପା ସୁସ୍ଥ ହୋଇ ପାରନ୍ତି ବୋଲି କହିଛନ୍ତି ।

ଅଭିନେତା ଅର୍ଧେନ୍ଦୁ ଓଲିଉଡ଼ ରେ ଅନେକ ସୁପରହିଟ ସିନେମା ରେ ଅଭିନୟ କରିଛନ୍ତି । ସେ ଖାଲି ସିନେମା ରେ ନୁହେଁ ରିଅଲ୍ ଲାଇଫ ରେ ମଧ୍ୟ ଜଣେ ହିରୋ । ସେ ଜଣେ ସମାଜ ସେବୀ। ବହୁତ୍ ଲୋକ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି । ସେ ହେଉଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ର ଏକମାତ୍ର ଜ୍ବାଇଁ । ତାଙ୍କର ନିଜର ବିଜନେସ ରହିଛି ।

ତାଙ୍କ ବିଜନେସ ରେ ସେ କୋଟି କୋଟି ଟଙ୍କା ଇନକମ୍ କରନ୍ତି । ଆଉ ତାଙ୍କୁ ଯେ କେହି ବି ସାହାଯ୍ୟ ମାଗେ ତାଙ୍କୁ ସାହାଯ୍ୟ କରନ୍ତି । ଲୋକ ମାନଙ୍କର ଅସୁବିଧା ରେ ସାହାଯ୍ୟ କରନ୍ତି । ନିକଟରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ସେ ଦଶ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ । ଦୁର୍ଭାଗ୍ୟ ବଶତଃ ତାଙ୍କର ମୃତ୍ୟୁ ହୋଇଗଲା ।

ହେଲେ ସେ ତା ପରେ ବି ସାହାଯ୍ୟ କରିବେ ବୋଲି କହିଥିଲେ । ଓଲିଉଡ଼ ରେ ଅନେକ ସିନେମା ରେ ସେ ଅଭିନୟ କରିଛନ୍ତି । ଆଉ ଅଭିନେତା ଅର୍ଧେନ୍ଦୁ ହେଉଛନ୍ତି ଜଣେ ରିଅଲ ହିରୋ। ସାରା ଓଡ଼ିଶା ବାସୀ ତାଙ୍କୁ ବହୁତ୍ ଭଲ ପାଇବା ଦେଇଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *