ଆପଣ ମାନେ ଜାଣିଥିବେ ଯେଉଁଠି ସେହି ମାଟି କୁ ଯେଉଁଠି ଲକ୍ଷ୍ମଣ ନାୟକ ଙ୍କ କଥା କେବଳ ଲକ୍ଷ୍ମଣ ନାୟକ ନୁହଁ ବହୁତ ବୀର ପୁତ୍ର ଜନ୍ମ ହୋଇ ଛନ୍ତି ଏହି ମାଟିରେ । ଅନେକ କବି ଙ୍କୁ ଆନମନା କରିଛି ଏହି ମାଟି । ଲକ୍ଷ୍ମଣ ନାୟକ କହିଥିଲେ ଯଦି ସୂର୍ଯ୍ୟ ଚନ୍ଦ୍ର ସତ ତାହେଲେ ଏହି କଥା ମଧ୍ୟ ସତ ହେବ ଯେଉଁ ଦିନ ଦେଶ ସ୍ବାଧିନ ହେବ ।
ସେଥି ପାଇଁ ସାରା ଦେଶ ସ୍ବାଧିନତା ଦିବସ କୁ ପାଳନ କରୁଛି । ତେବେ ଆପଣ ମାନେ ଜାଣିଥିବେ ସେହି କୋରାପୁଟ ବିଷୟ ରେ ଯେଉଁଠି ଅପରୁପ୍ ଶୋଭା ଆଉ ଯେଉଁଠି କଫି ର ବାସ୍ନା ଓ ଅଳସି ଫୁଲ ର କ୍ଷେତ୍ । ଆମ ର ଗୋଟିଏ ଧର୍ମ ହେଉଛି ତାହା ଦେଶ ଆଉ ଗୋଟିଏ କର୍ମ ହେଉଛି ତାହା ହେଉଛି ଦେଶ ପ୍ରେମ ।
ଏହା କେବଳ ଆମ ର ଦେଶର ଯବାନ କରନ୍ତି କିନ୍ତୁ ଏହା କେବଳ ଦେଶର ଯବାନ ମାନଙ୍କ ର କାମ ନୁହଁ ଏହା ସମସ୍ତ ଭାରତୀୟ ମାନଙ୍କ ର କାମ ଅଟେ । ଆଉ ଦେଶ ଆଜି ପାଳନ କରୁଛି ପର୍ବ ଯାହା ହେଉଛି ସ୍ବାଧିନତା ର ପର୍ବ । ତେବେ ଆପଣ ମାନେ ଜାଣିଛନ୍ତି କି ଆମ ର ଦେଶ ର ଯବାନ ମାନେ କିପରି ଏହି ସ୍ବାଧିନତା ଦିବସ କୁ ପାଳନ କରନ୍ତି । ଆମ ଦେଶ ର ଜାଗୃତ ପ୍ରହରୀ ମାନେ କେବଳ ଦେଶ ର ସୀମା କୁ ପ୍ରହରୀ ଦିଅନ୍ତି ନାହିଁ ଏମାନେ ରାଜ୍ୟ ର ସୀମା କୁ ବି ସୁରକ୍ଷା ଦିଅନ୍ତି । ସେହି ମାନଙ୍କ ଠାରୁ ରକ୍ଷା କରନ୍ତି ଯେଉଁ ମାନେ ହେଉଛି ଏହି ଦେଶ ର ସୀମା ଭୀତ ରେ ଥିବା ଶତ୍ରୁ ।
ବିଏସଫ୍ ଯବାନ ମାନେ ଏପିଟି ଟ୍ରେନିଂ କରନ୍ତି ଯାହା ସେ 3 କିମି ଦୌଡିବାକୁ ପଡେ । ଏହେଉଛି ତାଙ୍କ ର ପ୍ରଥମ ରୁ ହିଁ ଆରମ୍ଭ ହୁଏ ଟ୍ରେନିଂ । ଏ ଟ୍ରେନିଂ କେବେ ବନ୍ଦ ହୁଏ ନାହିଁ ସେ ଖରା ବର୍ଷା ଓ ଶୀତ ହେଉ ପଛେ । କୌଣସି ଅପର୍ସେନ୍ ରେ ଯିବା ପୂର୍ବ ରୁ ସେମାନେ ଠିକ ପ୍ରସ୍ତୁତି କରନ୍ତି । ସେ ଟାକ୍ସ ଯେତେ କଷ୍ଟ ହେଉ ପଛେ ସେମାନେ ତାହା ସମ୍ପୁର୍ଣ୍ଣ କରିକି ହିଁ ରୁହନ୍ତି ।
ସେମାନେ ଗାଁ କୁ ଯାଇ ସେଠାକାର ସବୁ କିଛି ବୁଝନ୍ତି । ବିଏସଫ୍ ମାନେ ପାଖ ରେ ଥିବା ଗାଁ ଲୋକ ମାନଂକୁ ସାହାଯ୍ୟ କରିଛି ଆଉ ରାସ୍ତା ନଥିଲେ ରାସ୍ତା କରିଛି ଆଲୋକ ନଥିଲେ ଆଲୋକ ର ସୁବିଧା ମଧ୍ୟ କରି ଦେଇଛି । ବିଏସଫ୍ ମାନେ ଯେଉଁ ଏରିଆ କୁ ଜାଆନ୍ତି ସେହି ଏରିଆ ଥିବା ନକ୍ସଲ ମାନଂକୁ ପୁରା ବାହାର କରି ସରିଲା ପରେ ଯାଇ ସେମାନେ ଯେହି ଜାଗାରୁ ବାହାରନ୍ତି ନାହଁ ଯେଉଁ ପର୍ଯ୍ୟନ୍ତ ଏ କାମ ନ ନୁହଁ ସେ ପର୍ଯ୍ୟନ୍ତ ସେମାନେ ରୁହନ୍ତି ସେହି ଜାଗା ରେ ।
ଆପଣ ମାନେ ଜାଣନ୍ତି ବିଏସଫ୍ ମାନେ ଆମ କୁ ରକ୍ଷା କରିବା ପାଇଁ ସେମାନେ ତାଙ୍କ ପରିବାର କୁ ଛାଡି କି ଆସି ଆସନ୍ତି । ତେବେ ବିଏସଫ୍ କ୍ୟାମ୍ପ୍ କୁ ଆସିଛନ୍ତି କମେଡିଆନ୍ କିଙ୍ଗ ପପୁ ପମ ପମ ସେ ତାଙ୍କ କମେଡି ରେ ସେଠାରେ ଧମାଲ କରିଛନ୍ତି । ସେ ସୋ ଆରମ୍ଭ କରିବା ପୁର୍ବ୍ ରୁ କହିଦେଇ ଥିଲେ ଯବାନ ମାନକୁ କି ତାଙ୍କୁ ହିନ୍ଦୀ ଠିକ ରେ ଆସେନି ସେ ଏହି ସୋ ପୂର୍ବ ରୁ କେବେ ହିନ୍ଦୀ କହି ନଥିଲେ । ଯଦି ସେ କିଛି ଭୁଲ କହି ଦେବେ ତାହେଲେ ତାହା ସମସ୍ତେ କମେଡି ଭାବି କି ଗ୍ରହଣ କରିବେ ।
ପପୁ ପମ ପମ ସେଠାରେ ଗୋଟିଏ ଗୀତ ଗାଇ ଥିଲେ ଯବାନ ମାନଙ୍କ ପାଇଁ । ତାହା ସହ ସେ ଏକ ଆଧୁନିକ ଓଡିଆ ଗୀତ ଗାଇ ମଧ୍ୟ ଯବାନ ମାନଂକୁ ହସେଇ ଥିଲେ । କେବଳ ତାଙ୍କ ଗୀତ ରେ ନିଜ କୁ ହସେଇ ଯବାନ ମାନେ ବି ଗୀତ ଗାଇ ଥିଲେ ଆଉ ପପୁ ପମ ପମ ସହ ମିଶି ସବୁ ଯବାନ ମାନେ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।