Breaking News

କୋର୍ଟରେ ଜଜଙ୍କ ଆଗରେ ସବୁ କଥା କହିବା ପରେ ଅର୍ଚ୍ଚନା (Archana) କାନ୍ଦି କାନ୍ଦି ଜେଲକୁ ଫେରିଲେ – ଦେଖନ୍ତୁ ଭିଡିଓ

ଅର୍ଚ୍ଚନା ନାଗ ଙ୍କ ବିଷୟ ରେ ଆସିଛି ଆଉ ଏକ ଭିଡିଓ ଯେଉଁ ଭିଡିଓ ରେ ନଜର ରେ ଆସିଛନ୍ତି ଅର୍ଚ୍ଚନା ନାଗ କାନ୍ଦି କାନ୍ଦି ନେହୁରା ହେଉ ଥିବାର ଦେଖା ଯାଇଛି ତେବେ ଅର୍ଚ୍ଚନା କାନ୍ଦି କାନ୍ଦି ଜର୍ଜ ଙ୍କ ଆଗ ରେ ଗୋଟି ଗୋଟି କହିଲେ ଆଉ ତାହା ସବୁ ଶୁଣିଲେ ଜର୍ଜ । କିନ୍ତୁ ଏବେ କାନ୍ଦି କାନ୍ଦି ଅର୍ଚ୍ଚନା ଫେରିଛନ୍ତି ଝାଡପଡା ଜେଲ କୁ । ଆଉ ଜେଲ ରେ ପଶି ଅନୁତାପ କରି କାନ୍ଦୁଛନ୍ତି ଅର୍ଚ୍ଚନା ।

ଆଉ ତାଙ୍କ କଥା କୁ କେହି ଯେମିତି କିଛି ବି ବିଶ୍ବାସ କରୁ ନାହାନ୍ତି । ଆଉ ସମସ୍ତେ ପ୍ରମାଣ କୁ ବିଶ୍ବାସ କରୁଛନ୍ତି । ଯାହା ବି କିଛି ଅର୍ଚ୍ଚନା ଙ୍କ ବିପକ୍ଷ ରେ ରହିଛି ପ୍ରମାଣ ତାକୁ ନେଇ ଚାଲିଛି ତଦନ୍ତ । ଗତ କାଲି କୋର୍ଟ ରେ ପଗଞ୍ଚିଛନ୍ତି ଅର୍ଚ୍ଚନା । ଝାରପଡ଼ା ଜେଲ ରୁ ସିଧା ବାହାରି କି କୋର୍ଟ ଯାଇଥିଲେ ଅର୍ଚ୍ଚନା । ଗଲା ବେଳେ ବାରମ୍ବାର ସେ ଗଣମାଧ୍ୟମ କୁ କହୁଥିଲେ ମିଛ ଖବର କୁ ପ୍ରସାରଣ କର ନାହିଁ । ତେବେ ଯାହା କିଛି ପ୍ରମାଣ ଲାଗି ଥିଲା ସେହି ଆଧାର ରେ ବହୁତ ଖବର ପ୍ରସାରଣ ହୋଇ ଥିଲା ।

ଏମିତିକି ଅଭିଯୋଗ ଯାହା ଥାନା ରେ ହୋଇ ଥିଲା ଅର୍ଚ୍ଚନା କିଭଳି ନିଜ ରୋମ୍ ରେ ସିସି ଟିଭି ଲଗେଇ ଥିଲେ । ଆଉ ଶା-ରୀ-ରି-କ ସମ୍ପର୍କ ର ଗୋଟି ଗୋଟି ଦୃଶ୍ଯ କୁ କଏଦ୍ କରୁ ଥିଲେ । ଏହି ସବୁ କୁ ନେଇ ସେ ଭାଇରାଲ କରିଦେବେ ବୋଲି ଧମକ ଦେଇ ଟଙ୍କା ଆଦାୟ କରୁ ଥିଲେ । ଏ ସବୁ ଅଭିଯୋଗ କରା ହେଇ ଥିଲା ଆଉ ପରେ ସବୁ ସତ ସାମ୍ନା କୁ ମଧ୍ୟ ଆସି ଥିଲା ।

ବହୁତ ଚର୍ଚ୍ଚିତ ହନିଟ୍ରାପ୍ ବ୍ଲାକମେଲିଂ ମାମଲା ରେ ଛନ୍ଦି ହୋଇ ଥିବା ଅର୍ଚ୍ଚନା ନାଗ ବୁଧବାର ଦିନ କୋର୍ଟ ରେ ହାଜିର ହୋଇ ଥିଲେ । ତାଙ୍କୁ କଡା ସୁରକ୍ଷା ମଧ୍ୟ ରେ କୋର୍ଟ ରେ ହାଜିର କରା ଯାଇ ଥିଲା ଖଣ୍ଡଗିରି ଥାନା ମାମଲା ସହ ନୟାପଲ୍ଲୀ ଥାନା ରେ ହୋଇ ଥିବା ପ୍ରଜୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲା-କ-ମେ-ଲିଂ ମାମଲା ରେ ତାଙ୍କୁ ହାଜର କରା ଯାଇଥିଲା । ଏହି ଦୁଇଟି ମାମଲା ରେ ଅର୍ଚ୍ଚନା ଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ୍ କରି ଥିଲେ । କୋର୍ଟ ଏହି ଜାମିନ ଆବେଦନ୍ କୁ ସ୍ବକାର କରି ଏହି ଏହାର ସୁଣାଣି କରି ଥିଲେ ।

ଏବେ ରେ ସଂରକ୍ଷିତ ରହିଛି କିନ୍ତୁ ଅର୍ଚ୍ଚନା ଙ୍କୁ ଝାରପଡା ଜେଲ କୁ ଫୁଣି ପଠାଇ ଦିଆ ଯାଇଛି । ଆଉ ସେ କୁଆଡେ ସେହି ସମୟ ରେ କାନ୍ଦି କାନ୍ଦି ଜେଲ କୁ ଯାଉ ଥିଲେ । ତେବେ ଅର୍ଚ୍ଚନା ଙ୍କୁ ଚଳିତ ମାସ 6 ତାରିଖ ରେ ଖଣ୍ଡଗିରି ଥାନା ତରଫ ରୁ ତରଫରୁ ଗିରଫ କରା ଯାଇଥିଲା । ପ୍ରାୟ 20 ଦିନ ଧରି ସେ ଝାରପଡା ଜେଲ ରେ ରହିବା ପରେ ଗତ କାଲି କୋର୍ଟ ରେ ହାଜିର ହୋଇ ଥିଲେ । ତାଙ୍କୁ ସେଇଥି ପାଇଁ ଜେଲ ରୁ ବାହାର କରା ଯାଇଥିଲା ।

ପୂର୍ବ ରୁ ତାଙ୍କୁ ଭିଡିଓ କମ୍ଫେରିଏସ୍ ମାଧ୍ୟମ୍ ରେ କୋର୍ଟ ହ୍ମ୍ରେ ହାଜିର କରୁ ଥିବା ବେଳେ ତାଙ୍କୁ ସିଧା ସଳଖ କୋର୍ଟ ରେ ହାଜିର କରା ଯାଇଥିଲା । ଆଉ ଏହି ସମୟ ରେ ଯେତେବେଳେ ଅର୍ଚ୍ଚନା ବାହାରକୁ ଆସି ଲା ପରେ ଗଣ ମାଧ୍ୟମ ବାହୁର ପ୍ରସ୍ନ କରୁ ଥିଲେ । ଆଉ ସେତେବେଳେ କହି ଥିଲେ ମୁଁ ସବୁ କହିବି କିନ୍ତୁ ଗଣ ମାଧ୍ୟମ ଦ୍ବାରା କୌଣସି ଉତ୍ତର ଦେଉ ନଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *