ଆପଣ ମାନେ ଭାଇରାଲ ଭିଡିଓ ମାଧ୍ୟମ ରେ ଦେଖି ପାରୁ ଥିବେ କି ସ୍କୁଲ ଭୀତ ରେ ଜବରଦସ୍ତ ଡ୍ୟାନ୍ସ ହେଲା ତେବେ ଏମିତି ଡ୍ୟାନ୍ସ ହେଇଚି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ୟ୍ଯ ହୋଇ ଯିବେ । ଆପଣ ମାନେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆକ୍ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଡ୍ୟାନ୍ସ ଆଉ ଗୀତ ସମସ୍ତ ଙ୍କୁ ବହୁତ ଭଲ ଲାଗେ । ଯାହାକୁ ଦର୍ଶକ ମାନେ ଦେଖିବାକୁ ଖୁବ ପସନ୍ଦ କରି ଥାନ୍ତି । ଏବେ ତ ବହୁତ କିଛି ଡେଭ୍ଲପମେଣ୍ଟ ହୋଇ ସାରିଛି ଏବେ ଯେଉଁ ଥେ ଯାହା ବି ହେଉଛି ତାହା ଖୁବ ଶୀଘ୍ର ଭାଇରାଲ ହେବାକୁ ଲାଗୁଛି ଆଉ ଥରେ ଭିଡିଓ ଭାଇରାଲ ହୋଇ ଗଲେ ଭିଡିଓ ଟିକୁ ସମସ୍ତ ଦେଖି ପାରିବେ ।
ଆଜି କାଲି ସମସ୍ତ ଙ୍କ ହାତ ରେ ମୋବାଇଲ ଛୋଟ ହେଉ କିମ୍ବା ବୟସ୍କ ଲୋକ ଯଦି ପାଖ ରେ ସ୍ମାଟ ଫୋନ୍ ଟିଏ ଅଛି ତାହେଲେ ମନ ତ ହେବ ଗୋଟିଏ ଭିଡିଓ ରେକର୍ଡ କରିବା ପାଇଁ ଆଉ ଯଦି ଥରେ ଭିଡିଓ ଟି ସୋସିଆଲ୍ ମିଡ଼ିଆ ରେ ସେୟାର ହୋଇ ଯାଉଛି ତାହେଲେ ତାହା ସମସ୍ତେ ଦେଖିବାକୁ ପାଇବେ ଭିଡିଓ ଗୁଡିକୁ ।
ଆଉ ତାପରେ ଭିଡିଓ ଟି ବହୁତ କମ ସମୟ ରେ ଭାଇରାଲ ହୋଇ ଯାଇଥାଏ । ତେବେ ନିଆଁ ଲଗେଇଲା ଭଳି ଏକ ଡ୍ୟାନ୍ସ ଦେଖିବାକୁ ମିଳିଛି । ସ୍କୁଲ ରେ ଏକ ଡ୍ୟାନ୍ସ ପୋଗ୍ରାମ୍ ହୋଇ ଥିଲା ଯେଉଁ ଥିରେ ଛୋଟ ଛୋଟ ପିଲା ମାନେ ଭାଗ ନେଇଥିଲେ ଡ୍ୟାନ୍ସ କରିବା ପାଇଁ ।
ଆଉ ସେଥିରେ ଗୋଟିଏ ଛୋଟ ଝିଅ ଟେ ଭାଗ ନେଇଛି ଡ୍ୟାନ୍ସ କରିବା ପାଇଁ ଆଉ ସେ ଡ୍ୟାନ୍ସ କଲା ପରେ କେହି ବିସ୍ବାସ କରି ନଥିଲେ କି ସେ ଏତେ ସୁନ୍ଦର ଡ୍ୟାନ୍ସ କରିବେ ବୋଲି । ସେହି ସ୍କୁଲ ର ପଢୁ ଥିବା ଜଣେ ଛାତ୍ରୀ ସେହି ଷ୍ଟେଜ୍ ରେ ପ୍ରଫୋମ୍ କରିବାକୁ ଲାଗିଲେ ଆଉ ତାଙ୍କ ଡ୍ୟାନ୍ସ ଦେଖି ସମସ୍ତ ବହୁତ ଏଞ୍ଜଏ କରିଛନ୍ତି ।
ଆଜ୍ଞା ହଁ ବନ୍ଧୁଗଣ ସେହି ଝିଅ ଟି ଷ୍ଟେଜ୍ ରେ ଜବରଦସ୍ତ ଡ୍ୟାନ୍ସ କରିଥିବାର୍ ନଜର ରେ ଆସିଥିଲା । ଯାହା କି ଏବେ ସେହି ଭିଡିଓ ଟି ନିଆଁ ଭଳି ଭାଇରାଲ ହେବାକୁ ଏହା ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବା ପରେ ସବୁ ଦର୍ଶକ ମାନେ ମଧ୍ୟ ବହୁତ ଭଲ କମ୍ପ୍ଲିମେଣ୍ଟ ଦେଇଛନ୍ତି କି ଝିଅ ଟି ବହୁତ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ବୋଲି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।