Breaking News

ଖାଲି ପଡିଛି ଦୀପିକାଙ୍କ ଧାରଣାସ୍ଥଳ, କୁଆଡେ ଗଲେ ଦୀପିକା ? – ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆପଣ ଙ୍କୁ ଆମେ ଜଣାଇବାକୁ ଯାଉଥିବା ଖବର ଟି ହେଇଛି ସେହି ବ୍ରହ୍ମପୁର ର ଦେଶୀ ବେହେରା ସାହି ରେ ଯେଉଁଠି ଦୀପିକା ନାମକ ଜଣେ ମହିଳା ବସିଛନ୍ତି ତାଙ୍କ ନ୍ୟାୟ ପାଇଁ । ଦୀପିକା ଙ୍କ କୋଳ ରେ ଜନ୍ମିଥିବା ପୁଅ ଟି ପାଇଁ ବାପା ଙ୍କ ଦୁଆରେ ବସିଛନ୍ତି ଓ ସେ ଦାବି କରିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କ୍ ସହ ଶା-ରି-ରୀ-କ ସମ୍ପର୍କ ରଖିବା ପରେ ଏହି ପିଲା ଟି ଜନ୍ମ ହୋଇଛି ।

ଦୀପିକା ଙ୍କୁ ସେଠାରେ ପୋଲିସ ଜଗିଛି ଓ ଦୀପିକା ଙ୍କ ବିଶ୍ରାମ କରିବା ପାଇଁ ଏକ ଶଯ୍ୟା ତିଆରି ହୋଇଛି ଯେଉଁଠି କି ଦୀପିକା ରାତ୍ର ସମୟ ରେ ବିଶ୍ରାମ ନେ଼ଇ ଥାଆନ୍ତି । ଦୀପିକା ଦୀର୍ଘ ଦିନ ପର୍ଯ୍ୟନ୍ତ ନ୍ୟାୟ ପାଇବା ପାଇଁ ଦାବି ରେ ବସିଛନ୍ତି , ଦୀପିକା ଯେଉଁ ଅସ୍ଥାୟୀ ସର୍ଯ୍ୟା ରେ ବିଶ୍ରାମ କରୁଛନ୍ତି ତାହା ନିଜପାଇଁ ସୁରକ୍ଷିତ ନୁହେଁ ।

ଦୀପିକା ଙ୍କ ପାଖ ରେ ପୋଲିସ୍ ନିୟୋଜିତ ରହି ତାଙ୍କୁ ସୁରକ୍ଷା ଦେଉଛନ୍ତି ଓ ତାଙ୍କ ପାଖ ରେ ଏକ pcr ଭ୍ୟାନ ମଧ୍ୟ ଥିବାର ଦେଖିବାକୁ ମିଳିଛି । ଯେଉଁ ଭଳି ଭାବେ ବର୍ଷା ହେଉଛି ଘର୍ ବାହାରିବା ଟା କଷ୍ଟକର ହୋଇ ଯାଉଛି କିନ୍ତୁ ଦୀପିକା ସେହି ସ୍ଥାନ ରେ ରହୁଛନ୍ତି ଏହି ବର୍ଷା ଦିନ ରେ ।

ଏହି ଭଳି ଭାବେ ଆଉ କେତେଦିନ ହେବ ତାହା କହିବା ଟା ଅସମ୍ଭବ କାରଣ ଦୀର୍ଘ ଦିନ ହୋଇ ଗଲାଣି ଜଣେ ପତ୍ନୀ ତାର ସ୍ବାମୀ ଅଧିକାର ପାଇବା ପାଇଁ ଦାବି ରେ ବସିଛି ଓ ଅନ୍ୟ ପଟେ ଦୀପିକା ଓ ଦିନେଶ ପରଷ୍ପର କୁ ଭଲ ପାଈ ଶାରିରୀକ ସମ୍ପର୍କ ରଖି ଥିଲେ ଏଵଂ ପରେ ଦୀପିକା ଏକ ସନ୍ତାନ ଜନ୍ମ ଦେଇ ଥିଲେ ।

ଦୀପିକା ନିଜ ପିଲା ର ବାପା ଅଧିକାର ଦେବା ପାଇଁ ଦାବି ରେ ମଧ୍ଯ ଅଛନ୍ତି । ନିଜ ଶଶୁର ଘର ଆଗ ସାମ୍ନା ରେ ଥିଲେ ମଧ୍ୟ ଶଶୁର ଘରୁ କିଛି ବି ପ୍ରତିକ୍ରିୟା ଆସୁ ନାହିଁ । ଏହି ବିବାଦ ଟି ଆଉ କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା କହିବା ଟା ଅସମ୍ଭବ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସମାଜ ସେବୀ ପ୍ରମିଳା ତ୍ରିପାଠୀ ଦୀପିକା ଙ୍କ ଘଟଣା ବିଷୟ ରେ ଜାଣିବା ପରେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ତାଙ୍କ ନିକଟ କୁ ଚାଳି ଆସିଥିଲେ ଓ ଯାହାର ଦୃଶ୍ୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ୍ ସମୟ ରେ ଦୀପିକା ବିଶ୍ରାମ ନେଉଥିବା ଶର୍ଯ୍ୟା ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *