Breaking News

ଖୋଲୁଛି ଅର୍ଚ୍ଚନାର ଗୁମର – ଅର୍ଚ୍ଚନା କଳାହାଣ୍ଡିରୁ ଆସି କେମିତି ହେଲେ କୋଟି କୋଟି ଟଙ୍କାର ମାଲିକାଣୀ? ଦେଖନ୍ତୁ ଭିଡିଓ

ବାଟ ଘାଟ ଠାରୁ ଆରମ୍ଭ କରି ସୋସିଆଲ୍ ମିଡ଼ିଆ ସବୁଠି ବାସ ଗୋଟିଏ ଚର୍ଚ୍ଚା କଳାହାଣ୍ଡି ରି ଆସି କେମିତି କ-ଳା ସାମ୍ରାଜ୍ୟ୍ ବନେଇଲେ ଅର୍ଚ୍ଚନା । କୋଟି କୋଟି ଟଙ୍କା ର ମାଲିକିଆଣି ଅର୍ଚ୍ଚନା ଙ୍କ ସହ ରାଜନେତା ଙ୍କ ଠାରୁ ଆରମ୍ଭ କରି ପତିଷ୍ଠିତ୍ ବ୍ୟକ୍ତି ବିଶେଷ ସହ ସମ୍ପର୍କ ରଖୁଥିବା କଥା ଧୀରେ ଧୀରେ ସାମ୍ନା କୁ ଆସୁଛି ।

ମେସେଞ୍ଜର ଆଦି ରେ ଚ୍ୟାଟିଙ୍ଗ୍ କିଭଳି କରୁଥିଲେ କିଭଳି କରୁଥିଲେ ବ୍ଲା-କ-ମେ-ଲି-ଙ୍ଗ୍ ତାହାର ସବୁ ଧୀରେ ଧୀରେ ଗୁମର ଖୋଲିଚି । ସ୍ବାମି ର ଅସୁସ୍ଥତା ର ଫଟୋ ଛାଡି ଧନୀ ଲୋକ ଙ୍କ ସହ ସମ୍ପର୍କ ବନାଇବା ପାଇଁ ଉଦ୍ୟମ କରୁଥିଲେ ଅର୍ଚ୍ଚନା । ବଡ଼ ବ୍ୟବସାୟ ର ପରିଚୟ୍ ଦେଇ ଧନୀ ପ୍ରତିଷ୍ଠିତ୍ ବ୍ୟକ୍ତି ଙ୍କୁ ଟଙ୍କା ମାଗୁଥିଲେ ।

ଧୀରେ ଧୀରେ ସମ୍ପର୍କ ବଢିଉ ଥିଲେ ସୁଯୋଗ ଦେଖିବ ଘର କୁ ଡାକୁ ଥିଲେ । ଘର କୁ ଖାଇବା ପାଇଁ ନିମନ୍ତ୍ରଣ ମଧ୍ୟ କରୁଥିଲେ । ଆଉ ଯଦି ଧନୀ ବ୍ୟକ୍ତି ଜଣକ ଅର୍ଚ୍ଚନା ଙ୍କ ମାୟା ଜାଲ ରେ ପଡି ଥରେ ଚାଲି ଆସୁଥିଲେ ତାହେଲେ ସେଥିରୁ ମୁକୁଳିବା କଷ୍ଟ କର ହୋଇ ପଡୁଥିଲା । ଅନ୍ୟ ଯୁବତୀ ଙ୍କ ସହ ସମ୍ପର୍କ ବଢାଇବା କୁ ପ୍ର-ଲୋ-ଭି-ତ୍ କରୁଥିଲେ ।

ଆଉ ଏଠି ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରୁଥିଲେ । ଆଉ ସମ୍ପର୍କ ବଢ଼ି ଯିବା ପରେ ସେମାନଙ୍କ ର ଅ-ନ୍ତ-ର-ଙ୍ଗ ମୁହୁର୍ତ୍ତ ର ଫଟୋ ଓ ଭିଡିଓ ସୁଟିଂ କରୁଥିଲେ । ଆଉ ମୋଟା ଅଙ୍କର ଟଙ୍କା ମାଗି ବ୍ଲା-କ-ମେ-ଲି-ଙ୍ଗ୍ କରୁଥିଲେ । ସବୁଠାରୁ ବଡ଼ କଥା ହେଉଛି କି ଅର୍ଚ୍ଚନା କାହା ବଳ ରେ ଏତେ ବଳିଆନ୍ ହେଉଥିଲା । ଆଉ କାହା ସାହସ ରେ ଏଭଳି କାମ କରିବା ପାଇଁ ସାହସ ହେଲା ।

ତାଙ୍କ ରି ଏଭଳି କଳା ସାମ୍ରାଜ୍ୟ୍ ପଛ ରେ ରହିଛି କାହାର ହାତ । ସେପଟେ ତାଙ୍କ ଲ୍ୟାପଟପ୍ ରେ ଥିବା ପ୍ରତିଷ୍ଠିତ ଲୋକ ଙ୍କ ଫଟୋ ଆଉ କେଉଁ ମାନଙ୍କ ଭିଡିଓ ରହିଛି । ଏ ଦିଗ ରେ ପୋଲିସ କଣ ପଦକ୍ଷେପ ନେବ । ଏଭଳି ଅନେକ ପ୍ରଶ୍ନ କୁ ନେଇ ଏବେ ଚାରିଆଦେ ଚାଲିଛି ଚର୍ଚ୍ଚା ।

ଆଉ ନେଇ ବହୁତ କିଛି ମନ କୁ ପ୍ରଶ୍ନ ଆସୁଛି ମଧ୍ୟ କିଭଳି ଭାବରେ ଏ ସବୁ କରିବାକୁ ଇଚ୍ଛା ହେଲା ଅର୍ଚ୍ଚନା ଙ୍କ ର ଆଉ ଏହି ସବୁ କରି ତାଙ୍କୁ ଏବେ କଣ ମିଳିଲା ଜେଲ ର ଚାରି କାନ୍ଥ ତେବେ ବର୍ତ୍ତମାନ ସମୟରେ ଅର୍ଚ୍ଚନା ଥାନା ରେ ଗି-ର-ଫ ହେବା ବେଳେ ତାଙ୍କ ସ୍ବାମି ଫେରାର ଅଛନ୍ତି । ତେବେ ଏ ନେଇ ଆଗକୁ କଣ ଆସିବ ଏହା ଆପଣ ମାନଂକୁ ଆଗ କୁ ଜଣାଇବୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *