Breaking News

ଗଙ୍ଗାରେ ଗାଧୋଇଲେ ପାପ ଧୋଇ ହୋଇଯାଏ, ଏହା ପଛର ଗୁପ୍ତ ରହସ୍ୟ ବିଷୟରେ ଜାଣନ୍ତୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗଙ୍ଗା ନଦୀ ସବୁଠାରୁ ପବିତ୍ର , ଗଙ୍ଗା ନଦୀ ଏତେ ପବିତ୍ର ଥାଏ ଯେ ଅନେକ ଲୋକ ଙ୍କୁ ପବିତ୍ର କରାଇ ଥାଏ ପାପ କୁ ଛଡାଇ ନିଏ , କଣ ପାଇଁ ଗଙ୍ଗା ନଦୀ ପାପ ଛଡାଇ ନେଇଥାଏ ଏହାର କାରଣ କଣ ଓ କିଛି ଗଙ୍ଗା ନଦୀ ବିଷୟ ରେ ଜାଣିବା । ବନ୍ଧୁଗଣ ପୌରାଣିକ କଥା ଯଦି ଆମେ କହିବା ତେବେ ଭଗବାନ ଶିବ ମାତା ପାର୍ବତୀ ଗଙ୍ଗା ନଦୀ ରେ ବୁଲୁଥିଲେ ।

ବୁଲୁଥିବା ସମୟ ରେ ମାତା ପାର୍ବତୀ ଦେଖିଥିଲେ ଭେ ଶହ ଶହ ଲୋକ ଗଙ୍ଗା ନଦୀ ରେ ସ୍ନାନ କରି ଭଗବାନ ଶିବ ଙ୍କ ନାମ ନେଉଛନ୍ତି ଓ ସମସ୍ତ ଙ୍କ ମୁହଁ ରେ ହସ୍ ନ ଥିଲା ଯାହାକୁ ଦେଖି ମାତା ପାର୍ବତୀ ଆଶ୍ଚର୍ଯ୍ୟ ହୋଇଗଲେ । ମାତା ପାର୍ବତୀ ଭଗବାନ ଶିବ ଙ୍କୁ ପଚାରିଲେ ଯେ ଯଦି ଗଙ୍ଗା ନଦୀ କୁ ଲୋକ ମାନେ ପାପନାସିନି ବୋଲି ମାନନ୍ତି କଣ ପାଇଁ ଲୋକ ମାନ ଙ୍କ ମୁହଁ ରେ ହସ ନାହିଁ ବୋଲି ।

କଣ ଗଙ୍ଗା ପୂର୍ବଭଳି ପବିତ୍ର ନାହିଁ କି ଏହା ଶୁଣି ଭଗବାନ ଶିବ କହିଲେ ଯେ ଗଙ୍ଗା ନଦୀ ବର୍ତ୍ତମାନ୍ ମଧ୍ୟ ପୂର୍ବ ଭଳି ପବିତ୍ର ଅଛି । ଯେଉଁ ଲୋକ ଗଙ୍ଗା ନଦୀ ରେ ବୁଡି ଉଠି ଯାଏ ସେମାନେ ବାସ୍ତବ ରେ ଗଙ୍ଗା ନଦୀ ରେ ସ୍ନାନ କରି ନାହାଁନ୍ତି । ଏହି କଥା ମାତା ପାର୍ବତୀ ବୁଝି ପାରିଲେ ନାହିଁ , ମାତା ପାର୍ବତୀ ଏହା କୁ ଶୁଣି ପୁଣି ଆଶ୍ଚର୍ଯ୍ୟ ହୋଇ ଯାଇ କହିଲେ ଏହା କେମିତି ସମ୍ଭବ ।

ଏମାନେ ସ୍ନାନ କରି ଆସୁଛନ୍ତି ଓ ସେମାନଙ୍କ ବସ୍ତ୍ର ମଧ୍ୟ ଓଦା ଅଛି ଏହା ଉତ୍ତର ଭଗବାନ ଶିବ କହିଲେ ଏମାନେ ଖାଲି ପାଣି ରେ ବୁଡି ଉଠି ପଡୁଛନ୍ତି କେହି ବି ଗଙ୍ଗା ନଦୀ ର ଜଳ ରେ ସ୍ନାନ କରୁ ନାହାଁନ୍ତି । ଏହାର ରହସ୍ୟ କାଲି କହିବେ ବୋଲି କହି ମାତା ପାର୍ବତୀ ଙ୍କୁ ସଙ୍ଗ ରେ ନେଇ ଚାଲିଗଲେ ପରଦିନ ଆସିଲେ , ସେହିଦିନ ବର୍ଷା ହେବା କାରଣ ରୁ ସବୁ ଆଡ଼େ କାଦୁଅ ହୋଇ ଯାଇଥିଲା ।

ସେହି ସମୟ ରେ ଭଗବାନ୍ ଶିବ ଜଣେ ବୃଦ୍ଧ ର ବେଶ୍ ନେଇଗଲେ ଓ କାଦୁଅ ର ଭରା ଏକ ଗାତ ରେ ପଡିଗଲେ । ଗାତ ରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ସଫଳ ହୋଇ ନ ଥିଲେ । ମାତା ପାର୍ବତୀ ଙ୍କୁ କହିଲେ ଯେ ତମେ ଚିତ୍କାର କର ଯେ ମୋ ସ୍ବାମୀ ଖାଲ ରେ ଗଡି ପଡିଛନ୍ତି ଉଦ୍ଧାର କରିବା ପାଇଁ , ସେହି ବ୍ୟକ୍ତି କୁ ଡାକିବ ଯିଏ ପବିତ୍ର ହୋଇଥିବ ଓ ସେ କେବେହେଲେ ପାପ କରି ନ ଥିବ ନହେଲେ ସେ ଭସ୍ମ ହୋଇଯିବି ।

ମାତା ପାର୍ବତୀ ବୃଦ୍ଧ ବେଶ୍ ଧାରଣ କରି ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିବା ପାଇଁ କହିଥିଲେ କେହି କହି ଥାଆନ୍ତି ଯେ ସେ ବୃଦ୍ଧ କୁ ମରିବାକୁ ଛାଡି ଦିଅ ଆଉ କିଛି ଲୋକ ପାଖ କୁ ଆସିଲେ ନାହିଁ ଓ ଯିଏ ବି ଆସିଲା ସେ ସର୍ତ୍ତ ଶୁଣି ସେଠାରେ ସେ ନିଜ ଅପବିତ୍ର କହିଥିଲା ତାହା ପୁଣି ଗଙ୍ଗା ରେ ସ୍ନାନ କରି କି ଆସିକି ମଧ୍ୟ , କିଛି ସମୟ ଯିବା ରେ ଜଣେ ଯୁବକ ଆସିଲେ ଓ ସେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଲେ ।

ମାତା ପାର୍ବତୀ କହିଲେ ଯେ ଯଦି ତମେ କିଛି ପାପ କରି ନାହଁ ତାହେଲେ ସାହାର୍ଯ୍ୟ କର ନଚେତ୍ ଭସ୍ମ ହୋଇଯିବ । ଯୁବକ ଜଣକ କହିଥିଲେ ଯେ ତାଙ୍କ ସବୁ ପାପ କାମ ଗଙ୍ଗା ନଦୀ ରେ ସ୍ନାନ କରିବା ଦ୍ୱାରା ଦୂରୀଭୂତ ହୋଇ ଯାଇଛି ଓ ସେ ବର୍ତ୍ତମାନ୍ ପବିତ୍ର ଅଟନ୍ତି ଏହା କହି ସେ ସାହାର୍ଯ୍ୟ କରିଥିଲେ ମହାଦେବ ଙ୍କୁ ଯିଏ କି ବୃଦ୍ଧ ବେଶ୍ ଖାଲ ରେ ପଡ଼ିଥିଲେ । ଏହା ପରେ ବାସ୍ତବିକ୍ ରୂପକୁ ଧାରଣ କରି ଯୁବକ , ଆର୍ଶୀବାଦ ଦେଲେ ।

ପରେ ଭଗବାନ ଶିବ ମାତା ପାର୍ବତୀ ଙ୍କୁ କହିଲେ ଯେ ଖାଲି ଗଙ୍ଗା ରେ ସ୍ନାନ କରି ଶରୀର କୁ ଓଦା କରିଦେଲେ ହେବ ନାହିଁ ଯଦି ମନ୍ ଭିତର ଆତ୍ମା ପବିତ୍ର ନ ଥିବ । ସେଥିପାଇଁ ମନ୍ ଭିତରେ କୁ ପବିତ୍ର କଲେ ସବୁ ପବିତ୍ର , ନିଜ ଉପରେ ବିଶ୍ୱାସ କରିଲେ ପବିତ୍ର । ଏଠି ଗଙ୍ଗା ରେ ସ୍ନାନ କରିଥିଲେ ମନ ଅପବିତ୍ର ଥିବ ତେବେ କିଛି ଲାଭ ନାହିଁ ସ୍ନାନ କରି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *