ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ଭଗବାନ ଅଛନ୍ତି ବୋଲି କିଛି ଲୋକ ମାନନ୍ତି କିଛି ବିଶ୍ବାସ କରନ୍ତି ନହିଁ ଭଗବାନ ଦୁନିଆ ରେ ନାହାଁନ୍ତି । ପ୍ରକୃତି ବା ଭଗବାନ ଯେଉଁ କାର୍ଯ୍ୟ କରି ଥାଆନ୍ତି ଯାହାକୁ ମଣିଷ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥାଏ ଓ ଚକିତ ମଧ୍ୟ ହୋଇ ଯାଇଥାଏ । ଯାହାକୁ ଅଲୌକିକ ବୋଲି କୁହା ଯାଇଥାଏ ।
ବର୍ତ୍ତମାନ ସମୟ ରେ ସେହିଭଳି ଏକ ଅଲୌକିକ ଜିନିସ ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟ ଏକ ଆଶ୍ଚର୍ଯ୍ୟ ଜଣକ ଖବର ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଯେ । ରାସ୍ତା ପାଇଁ ଗଛ କୁ କାଟିବା ପାଇଁ ଆସିଥିବା ୩ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଏହି କାରଣ ପାଇଁ ବର୍ତ୍ତମାନ ସମୟ ରେ ଗଛ ରହିଲା ରାସ୍ତା ଘୁଞ୍ଚିଲା । ବର୍ତ୍ତମାନ ସମୟ ରେ ଗଛ ଚାରି ପଟେ କୀର୍ତ୍ତନ ଚାଲିଛି ଓ ପୂଜା ଅର୍ଚ୍ଚନା ମଧ୍ୟ ଚାଲିଛି ।
ବର୍ତ୍ତମାନ ସମୟ ରେ ସେଠାରେ ମନ୍ଦିର ନାହିଁ ମନ୍ଦିର ତିଆରି ହେବା କୁ ଯାଉଛି ଓ ପରେ ନିୟମିତ ଭାବେ ପୂଜା ହୋଇବେ । ବର୍ତ୍ତମାନ ସମୟ ରେ କିଛି ଦୃଶ୍ୟ ଦେଖିବାକୁ ମିଳିଛି ରେଢ଼ାଖୋଲ ନିକଟ ସ୍ଥ ବଡ ହିନ୍ଦୋଳ ଗ୍ରାମ ରୁ । ପ୍ରଶାସନ ନିଷ୍ପତି ଅନୁଯାୟୀ ୪ ଥାକିଆ ରାସ୍ତା ନିର୍ମାଣ ହେଉଛି । ରାସ୍ତା ନିର୍ମାଣ ପାଇଁ ଗଛ ବାଧା ସୃଷ୍ଟି କରୁଛି । ପ୍ରଶାସନ ବାରମ୍ବାର ଗଛ ଟି କୁ ହଟାଇ ବାକୁ ବାକୁ ଚେଷ୍ଟା କରିଛି ।
ଗାଁ ଲୋକ ମାନନ୍ତି ଯେ ସେଠାରେ ମାଆ ପନ୍ଥେଇ ଅଛନ୍ତି ଓ ସମସ୍ତେ ମାଆ ଙ୍କ ଉପରେ ଆଶା ଭରସା ରଖିଛନ୍ତି । ଗଛ ଟି କୁ ଯଦି କେହି କାଟିବାକୁ ଆସିଛି ତେବେ କାହାର ମେସିନ ଖରାପ ହୋଇ ଯାଇଛି ତ ଆଉ କାହାର ମୃତୁ ଘଟିଛି । ସେଥିପାଇଁ ଗଛ ଟି କାଟିବାକୁ କାହାର ସାହସ ପାଉ ନାହିଁ । ଏହାରି ଭିତରେ ୬ ବର୍ଷ ବିତି ଯାଇଛି ଓ ରାସ୍ତା ଉପରେ ସେମିତି ଗଛ ଟି ଠିଆ ହୋଇଛି ।
କମ୍ପାନୀ ର କର୍ମଚାରୀ ଙ୍କୁ ମଧ୍ୟ ମାଆ ସ୍ୱପ୍ନାଦେଶ ହୋଇଛନ୍ତି , କିଛି କର୍ମଚାରୀ ଓ ଗାଆଁ ଲୋକ ମାନେ ମିଶି ସେଠାରେ ପୂଜା ଅର୍ଚ୍ଚନା କରିବା ସହ ବର୍ତ୍ତମାନ ସମୟ ମନ୍ଦିର କରିବା ପାଇଁ ପ୍ରସ୍ତୁତ କରିଛନ୍ତି । ସେଠାରେ ଅଲୌକିକ ଶକ୍ତି ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିବା ସହ କାମ କରିବାକୁ ଆସିଥିବା କର୍ମଚାରୀ ମାନେ କହିଛନ୍ତି ।।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।